ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

କଟକ ଅଫିସ,୧୩।୧: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବୁଧବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ୨୦ ଦିନ ଧରି ସେ ଚିକିତ୍ସିତ ହେଉଥିବା ବେଳେ ଅପରାହ୍ନରେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଯେ, ସମାଜସେବା ପ୍ରତି ଜୀବନକୁ ଉତ୍ସର୍ଗୀକୃତ କରିଥିବା ପ୍ରକାଶ ରାଓ ଚା’ ଦୋକାନ କରି ରୋଜଗାର କରୁଥିବା ଟଙ୍କାରେ ବସ୍ତି ପିଲାଙ୍କୁ ପଢ଼ାଉଥିଲେ। ଏଥିପାଇଁ ସେ ସ୍କୁଲ ପ୍ରତିଷ୍ଠା କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ଏଭଳି ଅମାୟିକ କାର୍ଯ୍ୟର ପ୍ରଶଂସା କରିଥିଲେ। ଏହାଛଡ଼ା ସେ ୨ଶହରୁ ଅଧିକ ଥର ରକ୍ତଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭାଗ ନୀରବ, ନିମ୍ନମାନର କାର୍ଯ୍ୟ କରୁଛନ୍ତି ଠିକାଦାର

ଦଶମନ୍ତପୁର, ୨୩ା୧ ( ଡି.ଏନ୍‌.ଏ. ) ଆରମ୍ଭରୁ ନିମ୍ନମାନର ରାସ୍ତା ନିର୍ମାଣ କରୁଛନ୍ତି ଠିକାଦାର। ସରକାରୀ ନିୟମ ଅନୁସାରେ କାମ କରିବାକୁ କହିଲେ ଶୁଣୁନାହାନ୍ତି। ଏଭଳି...

ମହାପ୍ରଭୁଙ୍କୁ ଦର୍ଶନ ପରେ ରାଷ୍ଟ୍ରପତିଙ୍କ ହାତଲେଖା

ପୁରୀ ଅଫିସ,୧୦।୧୧: ଓଡ଼ିଶା ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ହାତଲେଖା ଛାଡ଼ିଛନ୍ତି।...

‘ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଏକ ଅମୋଘ ଅସ୍ତ୍ର ଥିଲା’

ଛତ୍ରପୁର,୨ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମରେ ଜିଲାସ୍ତରୀୟ ୧୫୪ ତମ ଜାତିରଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍‌ ବାହାଦୂରଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ଜିଲା ସୂଚନା ଓ...

ରାଜଧାନୀରେ ବେକାବୁ କରୋନା: ପଟିଆ-ନୟାପଲ୍ଲୀ-ଖଣ୍ଡିଗିରିରେ ମାଡ଼ୁଛି, ଆଜି ଚିହ୍ନଟ ହେଲେ…

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୮୫୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ଗଁ। ସ୍କୁଲରୁ ଦୁଇଥର ଟିସି ନେଲେ:ଆଦର୍ଶ ବିଦ୍ୟାଳୟରେ ନଁ। ଲେଖାବାରୁ ବଁଚିତ୍‌ ଛାତ୍ର ଦିବ୍ୟରଞ୍ଜନ

ଲୋଇସିଂହା,୨୭।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗଁାର ଛାତ୍ର ଦିବ୍ୟରଞ୍ଜନ ନାଗକଁର ଭବିଷତ ସଂଗେ ଆଦର୍ଶ ବିଦ୍ୟାଳୟ କତୁରପକ୍ଷ ଖେଲ୍‌ ଖେଲୁଥିବାର ଅଭିଯୋଗ ହେଇଛେ।...

ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ଗୁଟେ ପରିବାର: ୪ ଭିନ୍ନକ୍ଷମ ଭାଇବହେନ୍‌

  ପର୍ଲା, ୧୦ା୯ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲର ଧଅଁରପୁର ପଁଚେତ୍‌ ଅଧୀନ ଭାଲୁଚୁଆ ଗଁାରେ ଗୁଟେ ପରିବାରର ୪ ଭାଇବହେନ୍‌...

ଚୋରାକାଠ କାରଖାନାରେ ଚଢ଼ାଉ

ବାରିପଦା ଅଫିସ, ୩।୨-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବାଗଦିଆ ଗଉଡଡିଆଠାରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ସେଠାରେ...

ହାଟ ବନ୍ଦ କଲେ ବିଡିଓ

ଖଇରା, ୩୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ହେଉଥିବା ଅଭିଯୋଗ ହେବା ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାକୁ...

Advertisement
Archives

Model This Week