Home

କୂଅରୁ ମିଳିଲା ନିଖୋଜ ଶିଶୁପତ୍ରର ମୃତଦେହ

ଢେଙ୍କାନାଳ ଅଫିସ୍‌,୧୭।୧୨: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁ ଦାଣ୍ଡରେ ଖେଳୁ ଖେଳୁ ନିଖୋଜ ହୋଇଯାଇଥିଲା ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଛୁଆଟିର ପତ୍ତା ପାଇ ନ ଥିଲେ। ତେବେ…

ଭାରତ-ଚାଇନା ସୀମା ସଡ଼କ ହେବ ୧୦ ମିଟର ଚ‌ଉଡ଼ା: ଏଲ୍‌ଏସିରେ ଶୀଘ୍ର ପହଞ୍ଚିବ ସହାୟତା

ଲଦାଖ,୧୭।୧୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଠାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ତଥା ଛୋଟ ସଡ଼କ ରଣନୈତିକ ଦୃଷ୍ଟିକୋଣରେ ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ। ତେଣୁ ଏସବୁ ସଡ଼କଗୁଡ଼ିକର ଚୌଡ଼ା ୧୦ ମିଟର…

୧୩ ବିଧାୟକଙ୍କୁ କ୍ୟାବିନେଟ୍‌ ପାହ୍ୟା: ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶା ନୋହିଲା

ବେଙ୍ଗାଲୁରୁ,୧୭।୧୨: କର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ପରିବର୍ତ୍ତେ ୧୩ ବିଧାୟକଙ୍କୁ କ୍ୟାବିନେଟ୍‌ ପାହ୍ୟା ଦେଇ ଭାଜପାରେ ଜାରି ରହିଥିବା ଅସନ୍ତୁଷ୍ଟଙ୍କ ମୁହଁ ବନ୍ଦ କରିବାକୁ ସକ୍ଷମ ହୋଇଛନ୍ତି। ବିଭିନ୍ନ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ଭାବେ ବିଧାୟକଙ୍କୁ…

୫୫ ବର୍ଷ ପରେ ଚିଲାହାଟି-ହଲଦିବାଡି ରେଲୱେ ଲିଙ୍କ୍ ଆରମ୍ଭ କଲେ ମୋଦି-ହାସିନା

ନୂଆଦିଲ୍ଲୀ,୧୭ ।୧୨: ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁବାର ଦିପାକ୍ଷିକ ବାତ୍ତା ଜାରି ରହିଛି । କରୋନା ଯୋଗୁ ଏହା ଭର୍ଚୁଆଲ ବୈଠକ ମାଧ୍ୟମରେ କରାଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ କଥା…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ପାକିସ୍ତାନର ପ୍ରସିଦ୍ଧ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଫରିଦା ବେଗମ ଆଉନାହାଁନ୍ତି। ଲାହୋରରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ୭୩ ବର୍ଷ ହୋଇଥିଲା। ସେ ଦୀର୍ଘ ସମୟ ଧରି ପାକିସ୍ତାନୀ ସିନେମାରେ ଅଭିନୟ କରିଥିଲେ ଏବଂ ବଡ ପରଦାରେ ଏକ ଅବିସ୍ମରଣୀୟ…

ଅମିତାଭ ବଚ୍ଚନଙ୍କ ସବୁଠୁ ପସନ୍ଦର କାର୍‌, ପଡୋଶୀଙ୍କ ଦେଖି କରୁଥିଲେ ଇର୍ଷା

ବଲିଉଡ୍‌ ସୁପର୍‌ଷ୍ଟାର ଅମିତାଭ ବଚ୍ଚନ ଏବେ କୌନ ବନେଗା କରୋଡପତି ଶୋ’ ହୋଷ୍ଟ ଭୂମିକାରେ ଅଛନ୍ତି। ଏହି ଶୋ’ ମାଧ୍ୟମରେ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀଙ୍କ ସହ ନିଜ ମନର କଥା ବାଣ୍ଟନ୍ତି। ନିକଟରେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ଏକ…

ବିବାହ ବନ୍ଧନରେ ଭାରତୀୟ ହକି ଟିମ୍‌ର ଅଧିନାୟକ

ନୂଆଦିଲ୍ଲୀ,୧୭।୧୨: ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଥିବା ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରିତ ସିଂହ ବିବାହ କରିଛନ୍ତି। ସେ ଜଲନ୍ଧରର ଏକ ଗୁରୁଦ୍ୱାରରେ ବୁଧବାର ପ୍ରେମିକା ଇଲି ସିଦ୍ଧକିଙ୍କ ହାତ ଧରିଛନ୍ତି। ଦୀର୍ଘ ୮…

ବ୍ରେକ୍‌ଅପ୍‌କୁ ମାସେ ପୁରିନି, ନୂଆ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ଟାଇଗରଙ୍କ ଭଉଣୀ

ବମ୍ବେ: କେତେବେଳେ ପ୍ରେମ ତ କେତେବେଳେ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କ୍ରିଷ୍ଣା। ନଭେମ୍ବରରେ ସେ ପ୍ରେମିକ ଏବନ ହାୟମ୍ସଙ୍କ ସହ ବ୍ରେକ୍‌ଅପ୍‌ କରିଥିଲେ। ହେଲେ ଏବେ ତାଙ୍କ ଜୀବନରେ ଆଉ ଜଣେ ମଣିଷ…

ପିତାଙ୍କ ଚାକିରିରେ ବିବାହିତା କନ୍ୟାଙ୍କର ବି ରହିବ ଅଧିକାର: ହାଇକୋର୍ଟ

ବେଙ୍ଗାଲୁରୁ,୧୭।୧୨: ଏଣିକି ପିତାଙ୍କ ଚାକିରିରେ ବି ବିବାହିତା କନ୍ୟାଙ୍କର ବି ଅଧିକାର ରହିବ। ଆବଶ୍ୟକସ୍ଥଳେ ସେ ପିତାଙ୍କ ଅନ୍ତେ ନିଯୁକ୍ତି ପାଇପାରିବେ। ଏସମ୍ପର୍କିତ ଏକ ମାମଲାର ବିଚାର କର୍ନାଟକ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହାଦ୍ୱାରା ସରକାରୀ ଚାକିରି କରୁଥିବା…

୧୦ ଓଭରରେ ଆସିଲା ପ୍ରଥମ ଚୌକା

ଆଡିଲେଡ,୧୭।୧୨: ଭାରତ-ଅଷ୍ଟ୍ରେଲିଆ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ ଆଡିଲେଡରେ ଖେଳା ଯାଉଥିବା ବେଳେ ପ୍ରଥମ ଓଭରରେ ଭାରତକୁ ଝଟକା ଲାଗଥିଲା। ଓପନର ପୃଥ୍ବୀ ଶ’ କୌଣସି ରନ ନ କରି ଆଉଟ ହୋଇଯାଇଛନ୍ତି।…

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ବଳାତ୍କାର ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୭।୧୨: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସବୁବେଳେ ବଳାତ୍କାର ନୁହେଁ। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଦୀର୍ଘଦିନ ଧରି ଏଭଳି ସମ୍ପର୍କ ସମ୍ପୃକ୍ତ ମହିଳାଙ୍କ ସହମତି ହେଉଥିବାରୁ ଏହାକୁ…

ଏହି କାରଣରୁ ମାଛମାଂସ ଛାଡିଦେଇଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟନେସ୍‌ରେ ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri