ଦୋକାନରୁ ନିଜ ପାଇଁ ସ୍ବାମୀ କିଣି ଆଣିଲେ ଏହି ଯୁବତୀ, ସୋସିଆଲ ମିଡିଆରେ ଶେୟାର କଲେ ଲଭ୍ଷ୍ଟୋରୀ
ରୁଷିଆର ଜଣେ ୨୪ ବର୍ଷୀୟା ଯୁବତୀଙ୍କ ଅଜବ ପ୍ରେମ ସମ୍ପର୍କରେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଯୁବତୀ ଜଣଙ୍କ ମଣିଷ ପ୍ରତି ଆକର୍ଷିତ ନୁହନ୍ତି ବରଂ ନିର୍ଜୀବ ବସ୍ତୁ ପ୍ରତି ଅଧିକ ଆକର୍ଷିତ। ଏହା କେବଳ ସାଧାରଣ…
କାର ପରିବର୍ତ୍ତେ ଭଡ଼ା ଗାଡ଼ିରେ ଯିବାଆସିବା କରନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ମା’ବାପା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ୍ ଅଭିନେତା ଜନ୍ ଅବ୍ରାହମ୍ ଇତିମଧ୍ୟରେ ୪୮ ବର୍ଷର ହୋଇଯାଇଛନ୍ତି। ଆଜି ହେଉଛି ତାଙ୍କ ଜନ୍ମଦିନ। ଡିସେମ୍ବର ୧୭, ୧୯୭୨ରେ କେରଳର କୋଚିରେ ସେ ଜନ୍ମଗ୍ରହଣ କରିଥିଲେ। ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଜନ୍। ପରେ ସେ ବିଜ୍ଞାପନରେ…
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର
କରାଚି,୧୭।୧୨: ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମିର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ଏଥିସହ ସେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ପିସିବି) ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ତେବେ…
ଉଡ଼ାଣ ପୂର୍ବରୁ ବିମାନ ଉପରେ ଚଢ଼ିଗଲେ ଏହି ବ୍ୟକ୍ତି: ଗୋଡ଼ରୁ ଚପଲ କାଢ଼ି ବସି ରହିଲେ; ଆଉ ତା’ ପରେ..
ଉଡାଣ ପୂର୍ବରୁ ବିମାନର ଡେଣା ଉପରେ ଚଢ଼ିଗଲେ ଜଣେ ବ୍ୟକ୍ତି। ଲସ୍ ଭେଗାସର ମେକ୍କେରନ୍ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଶେଷରେ ଉକ୍ତ ବ୍ୟକ୍ତି ଆଲେଜାନ୍ଦ୍ରୋ କାର୍ଲସନଙ୍କୁ ଗିରଫ କରାଯାଇଛି। ଓରେଗନ ଯିବା ଲାଗି ବିମାନ ପ୍ରସ୍ତୁତ…
ମାର୍କେଟକୁ ଆସିଲା ଧୋନୀଙ୍କ ଫାର୍ମର ପରିବା, ବନ୍ଧାକୋବି କିଲୋ ପ୍ରତି ରହିଛି…
କ୍ରିକେଟରେ ଏକ ଚମତ୍କାର ଇନିଂସ ଖେଳିବା ପରେ ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନୀ ବ୍ୟବସାୟରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ଫାର୍ମ ହାଉସ୍ କରି ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି। ତାଙ୍କ ଫାର୍ମର ପନିପରିବା ବର୍ତ୍ତମାନ ବଜାରରେ…
ସିଏମ୍ଏସ୍-୦୧ ଉପଗ୍ରହ ଉତ୍କ୍ଷେପଣ କଲା ଇସ୍ରୋ: ବଢିବ ଟିଭି, ମୋବାଇଲ ସିଗ୍ନାଲ
ହାଇଦ୍ରାବାଦ,୧୭ ।୧୨: ଇସ୍ରୋ ପକ୍ଷରୁ ମୋବାଇଲ ଫୋନ ଓ ଟେଲିଭିଜନର ସିଗନାଲ ବୃଦ୍ଧି କରିବାକୁ କମ୍ୟୁନିକେଶନ ସାଟେଲାଇଟ ସିଏମ୍ଏସ୍-୦୧କୁ ପିଏସ୍ଏଲ୍ଭି ସି୫୦ ରକେଟରୁ ଲଞ୍ଚ କରାଯାଇଛି । ଗୁରୁବାର ଦ୍ୱିପ୍ରହରରେ ଏହି ସାଟେଲାଇଟକୁ ଚେନ୍ନାଇଠାରୁ ୧୨୦ କିଲୋମିଟର ଦୂର ଶ୍ରୀହରିକୋଟା ସ୍ଥିତ…
ମାଧୁରୀଙ୍କୁ ନିଜ ବେଡ୍ରୁମ୍କୁ ନେବାକୁ ଚାହୁଁଛନ୍ତି ୧୭ ବର୍ଷର ସାନ ଏହି ଅଭିନେତା
ବଲିଉଡ୍ର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ସବୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ସମଗ୍ର ବିଶ୍ୱରେ ଲକ୍ଷରେ ନୁହେଁ, କୋଟିରେ ପ୍ରଶଂସକ ରହିଛନ୍ତି। ଏପରିକି ବଲିଉଡ୍ର ଅନେକ କଳାକାର ମଧ୍ୟ ତାଙ୍କର ପ୍ରଶଂସକ। ଅଭିନୟ କ୍ୟାରିୟରରେ ମାଧୁରୀ ଅନେକ…
ଓ୍ବେସ୍କୋ ଘରୋଇକରଣକୁ କର୍ମଚାରୀଙ୍କ ବିରୋଧ
ଦେବଗଡ଼,୧୭ା୧୨(ଡି.ଏନ୍.ଏ.): ଓ୍ବେସ୍କୋ ଘରୋଇକରଣ ପ୍ରତ୍ୟାହାର ଦାବିରେ ବୁର୍ଲା ଓ୍ବେସ୍କୋ ମୁଖ୍ୟାଳୟଠାରେ ଧାରଣା ଦିଆଯାଇଥିଲା। ଏହି କ୍ରମରେ ଦେବଗଡ଼ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ମଧ୍ୟ ଅନୁରୂପ ବିଦ୍ୟୁତ୍ ବିଭାଗ ମୁଖ୍ୟ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ। ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘ, ହିରା ଜିଇଡି…
ସଲମାନ୍, ବିବେକ ନୁହନ୍ତି, ଏହି ପ୍ରେମିକଙ୍କ ପାଇଁ ମନୀଷାଙ୍କ ସହ ଝଗଡ଼ା କରିଥିଲେ ଐଶ୍ୱର୍ଯ୍ୟା
ବଲିଉଡ୍ର ସବୁଠାରୁ ସୁନ୍ଦରୀ ତଥା ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଐଶ୍ ବଚ୍ଚନ ପରିବାର ବୋହୂ ହୋଇଥିଲେ ମଧ୍ୟ ସେ ସବୁବେଳେ ବିବାଦରେ ରହିଆସିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଐଶ୍ଙ୍କ ନାମ ସଲମାନ୍ ଖାନ୍, ବିବେକ ଓବରୟ…
କ୍ୟାନସରକୁ ଡରୁଥିଲେ ମହିଳା, ପୁଅକୁ ବାଥ୍ଟବରେ ବୁଡ଼ାଇ ମାରି ଶେଷରେ ନିଜେ କଲେ ଆତ୍ମହତ୍ୟା
ସେଣ୍ଟ ପିଟରସବର୍ଗ,୧୭ା୧୨: ଏହି ମାତ୍ର କିଛି ସମୟ ପୂର୍ବରୁ ଗୁରୁବାର ଲଣ୍ଡନରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାରଣ ମହିଳା ଜଣକ କ୍ୟାନସରରେ ପୀଡ଼ିତ ଥିବାରୁ ତାଙ୍କର ଅପରେଶନ ହୋଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁ ନ…
ଏହି ୪ ପ୍ରକୃତିର ଲୋକଙ୍କ ସହ ମିଶିଲେ ହୋଇଯିବେ ବରବାଦ: ବିଷଧର ସର୍ପଠାରୁ ବି ଏମାନେ ଭୟଙ୍କର
ଜଣେ ମହାନ ରାଜନେତା ଭାବରେ ବିବେଚିତ ହୋଇଥିବା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ଶ୍ଳୋକରେ ଜଣେ ବ୍ୟକ୍ତି କିଭଳି ଏବଂ କେଉଁ ପରିସ୍ଥିତିରେ ନଷ୍ଟ ହୋଇଯାଏ ବୋଲି…
ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ଗୁରୁବାର ଲୋକସେବା ଭବନଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅନୁସୂଚିତ ଜାତି…
Archives


