ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍ପିମାନେ ନେବେ କରୋନା ଟିକା!
ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍ ୱାର୍କରଙ୍କୁ ସ୍ଥାନ ଦିଆଯାଇଥିଲା । ଏବେ ଶୁଣିବାକୁ ମିଳିଛି କି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ,…
ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ପାଇଁ ୫୦ ହଜାର ଟପିଲା ସେନ୍ସେକ୍ସ
ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଜୋ ବାଇଡେନ୍ ଶପଥ ନେବା ପରେ ଭାରତୀୟ ଶେୟାର ବଜାରରେ ଏହାର ପ୍ରଭାବ ଦେଖାଯାଇଛି। ଗୁରୁବାର ଶେୟାର ବଜାର ରେକର୍ଡ ସ୍ତରରେ ପହଞ୍ଚିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଅଗ୍ରଣୀ ସୂଚକାଙ୍କ ସେନ୍ସେକ୍ସ ୨୨୩,୧୭ ପଏଣ୍ଟ (୦.୪୫…
ନିଷ୍ପତ୍ତି କ୍ଷମତା କମିଟିର ନାହିଁ
ନୂଆଦିଲ୍ଲୀ, ୨୧।୧: ନୂଆ କୃଷି ଆଇନକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୁପ୍ରିମକୋର୍ଟ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିଥିଲେ। କୃଷକ ସଂଗଠନଗୁଡ଼ିକ ଉକ୍ତ କମିଟିର ନିରପେକ୍ଷତାକୁ ନେଇ ସମାଲୋଚନା କରିଥିବାରୁ ସର୍ବୋଚ୍ଚ ଅଦାଲତ ସେମାନଙ୍କୁ ଭର୍ତ୍ସନା କରିଛନ୍ତିି। ଆଇନ…
ସଙ୍କଟ ଏବେ ସୁଯୋଗ
ଓ୍ବାଶିଂଟନ,୨୧ା୧:ଘାତକ କରୋନା ମହାମାରୀ ୪ ଲକ୍ଷ ୧୧ ହଜାର ୫୨୦ ଆମେରିକୀୟଙ୍କ ଜୀବନ ନେଇସାରିଛି। ଏହି ଅଦୃଶ୍ୟ ଭୂତାଣୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଉଜାଡ଼ି ସୃଷ୍ଟି କରିଛି ନାହିଁ ନ ଥିବା ଅଚଳାବସ୍ଥା। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅମଳରେ…
ସରକାରଙ୍କ ପଛଘୁଞ୍ଚା
ନୂଆଦିଲ୍ଲୀ, ୨୧।୧(ପି.ଟି.):ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ୫୮ ଦିନରେ ପହଞ୍ଚିଥିବାବେଳେ ଏଥିରେ ବ୍ୟତିବ୍ୟସ୍ତ ହୋଇ ସରକାର ପଛଘୁଞ୍ଚା ଦେଇଛନ୍ତି। ଶେଷରେ ନୂଆ କୃଷି ଆଇନକୁ ୧୮ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ…
ବାଇଡେନ୍, ହାରିସ୍
ଓ୍ବାଶିଂଟନ,୨୧ା୧: ଆମେରିକାର ୪୬ତମ ରାଷ୍ଟ୍ରପତି ରୂପେ ଜୋ ବାଇଡେନ୍ ଓ ୪୯ତମ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ସମୟ ରାତି ୧୦ଟା ୩୦ରେ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଓ୍ବାଶିଂଟନସ୍ଥିତ ପାରମ୍ପରିକ କ୍ୟାପିଟୋଲ ବିଲ୍ଡିଂର…
ଆଇପିଏଲରେ ଅକ୍ସନର ସମ୍ମୁଖୀନ ହେବେ କେଉଁ ଖେଳାଳି
ନୂଆଦିଲ୍ଲୀ,୨୧।୧: ଆଇପିଏଲ୍ର ପ୍ରତ୍ୟେକ ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳି ଓ କେଉଁ ଖେଳାଳିଙ୍କୁ ଡ୍ରପ କରିବେ, ତାହା ସ୍ପଷ୍ଟ ହୋଇସାରିଛି। ସମସ୍ତ ଫ୍ରାଞ୍ଚାଇଜ ବୁଧବାର ଖେଳାଳିଙ୍କ ତାଲିକା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ପଠାଇ ଦେଇଛନ୍ତି। କେଉଁ କେଉଁ…
ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ
ଓ୍ବାଶିଂଟନ,୨୦।୧: ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ବୁଧବାର ଓ୍ବାଶିଂଟନ ଡିସି କ୍ୟାପିଟୋଲଠାରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ। ତାଙ୍କ ଡେପୁଟି କମଳା ହାରିସ ଉପରାଷ୍ଟ୍ରପତି ଭାବେ ଶପଥପାଠ କରିଛନ୍ତି। ପ୍ରଥମ କୃଷ୍ଣକାୟ, ଭାରତୀୟ ବଂଶୋଦ୍ଭବ ଓ ମହିଳା ଉପରାଷ୍ଟ୍ରପତି ଭାବେ…
ଚାଷୀ ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତୁତ: ସରକାର
ନୂଆଦିଲ୍ଲୀ, ୨୦।୧- ବିବାଦୀୟ ୩ ଚାଷୀ ଆଇନକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ। ଏ ନେଇ ଏକ ଆଫିଡେଭିଟ୍ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଜଣାଇବୁ ବୋଲି ବୁଧବାର ସନ୍ଧ୍ୟାରେ କୃଷକଙ୍କ ସହ ୧୦ମ ରାଉଣ୍ଡ ଆଲୋଚନାବେଳେ ଏହା କହିଛନ୍ତି ସରକାର।…
ବଢିଲା ବସ୍ ଭଡ଼ା
ଭୁବନେଶ୍ୱର,୨୦।୧(ବ୍ୟୁରୋ): ବୁଧବାର ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର। ଅଡିନାରି ବସ୍ ଭଡ଼ା କିଲୋମିଟର ପିଛା ୭୩ରୁ ୭୪ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍ ଭଡା ୭୬ରୁ ୭୭ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ବସ୍ ସେବା…
ଭଣ୍ଡବାବାଙ୍କ ଆଶ୍ରମ ବନ୍ଦ ସମ୍ପର୍କରେ ବିଚାର କରିବାକୁ ମନା କଲେ ସୁପ୍ରିମ୍କୋର୍ଟ: ସରକାର ନେବେ ପଦକ୍ଷେପ
ନୂଆଦିଲ୍ଲୀ, ୨୦।୧: ଦେଶରେ ରହିଥିବା ଭଣ୍ଡବାବା ଅବା ଆତ୍ମଘୋଷିତ ବାବାଙ୍କ ଆଶ୍ରମ ବନ୍ଦ କରିବା ଉପରେ ବିଚାର କରିବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି। ଏନେଇ ସରକାରଙ୍କୁ ଆବେଦନ କରାଯିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡେଙ୍କ ନେତୃତ୍ୱରେ ଗଠିତ…
ଉତ୍ତରପ୍ରଦେଶ ଗରିବଙ୍କ ପାଇଁ ଉପହାର ଘୋଷଣା କଲେ ମୋଦି
ଲକ୍ଷ୍ନୌ, ୨୦।୧: ଉତ୍ତରପ୍ରଦେଶର ଗ୍ରାମୀଣ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉପହାର ଘୋଷଣା କରିଛନ୍ତି। ରାଜ୍ୟର ୬ ଲକ୍ଷ ୧୦ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ବାସ ଗୃହ ଯୋଗାଇ ଦିଆଯିବ। ଏଥିପାଇଁ ୨୬୯୧…

