Posted inଜାତୀୟ

ଚାଷୀ ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତୁତ: ସରକାର

ନୂଆଦିଲ୍ଲୀ, ୨୦।୧- ବିବାଦୀୟ ୩ ଚାଷୀ ଆଇନକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ। ଏ ନେଇ ଏକ ଆଫିଡେଭିଟ୍‌ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଜଣାଇବୁ ବୋଲି ବୁଧବାର ସନ୍ଧ୍ୟାରେ କୃଷକଙ୍କ ସହ ୧୦ମ ରାଉଣ୍ଡ ଆଲୋଚନାବେଳେ ଏହା କହିଛନ୍ତି ସରକାର। ଏହି ପ୍ରସ୍ତାବ ଉପରେ ବିଚାର କରିବେ ବୋଲି ଆନ୍ଦୋଳନରତ କୃଷକ ସଂଗଠନ ପକ୍ଷରୁ କୁହଯାଇଛି।

ଦଶମ ରାଉଣ୍ଡ ବୈଠକରେ ସରକାରଙ୍କ ତରଫରୁ ଦିଆଯାଇଥିଲା ନୂଆ ପ୍ରସ୍ତାବ। ଆନ୍ଦୋଳନରତ କୃଷକଙ୍କ ସମସ୍ତ ଦାବି ଶୁଣିବା ଲାଗି ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ ପ୍ରସ୍ତୁତ। ଏହି କମିଟିରେ କୃଷକଙ୍କ ନେତାଙ୍କୁ ମଧ୍ୟ ସାମିଲ କରାଯିବ। ସ୍ବତନ୍ତ୍ର କମିଟି ତା’ର ରିଭ୍ୟୁ ଶେଷ ନ କରିବା ପର୍ଯ୍ୟନ୍ତ ୩ ନୂଆ ଚାଷୀ ଆଇନକୁ ଦେଢ଼ ବର୍ଷ ଲାଗି ସ୍ଥଗିତ ରଖିବାକୁ ସରକାର ପ୍ରସ୍ତାବ ଦେଇଥିବା ସର୍ବଭାରତୀୟ କିଷାନ ସଭାର ମୁଖ୍ୟ ବାଲକିଶନ ସିଂ ବ୍ରାର କହିଛନ୍ତି। ହେଲେ ଏହି ପ୍ରସ୍ତାବକୁ ଆମେ ଏପର୍ଯ୍ୟନ୍ତ ଗ୍ରହଣ କରି ନାହୁଁ। ଆମେ ବିଚାର କରିବୁ। ପରେ ସରକାରଙ୍କୁ ଜଣାଇବୁ ବୋଲି କୃଷକଙ୍କ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ବୈଠକ ୨୨ ତାରିଖ ତଥା ଶୁକ୍ରବାର ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସମର୍ଥକଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଲା ଟିଏମ୍‌ସି

ବୀରଭୂମ୍‌,୧୯।୬: ପଶ୍ଚିମବଙ୍ଗ ବୀରଭୂମ୍‌ ଜିଲାର ୩୦୦ ଭାଜପା ସମର୍ଥକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଫେରିଛନ୍ତି। ଦଳକୁ ଫେରିବା ପାଇଁ ସେମାନେ ବୀରଭୂମ୍‌ସ୍ଥିତ ଟିଏମ୍‌ସି କାର୍ଯ୍ୟାଳୟ ଆଗରେ...

ଆର୍ଥିକ ସଙ୍କଟ ଦେଇ ଗତି କରୁଛି କେରଳ: କରଜରେ ବୁଡିଛି ରାଜ୍ୟ

ଥିରୁଭାନନ୍ତପୁରମ,୧୯।୮: ସାକ୍ଷରତା ହାରରେ କେରଳ ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ଏଠାରେ ଅଧିକ ସ୍ବଚ୍ଛଳ ଲୋକ ମଧ୍ୟ ବାସ କରୁଛନ୍ତି। କିନ୍ତୁ କେରଳର...

ଭାରତ ବନ୍ଦର ପ୍ରଭାବ: ବିହାରର ୨୦ ଜିଲାରେ ଇଣ୍ଟରନେଟ ବନ୍ଦ, ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ଲମ୍ବା ଲାଇନ

ନୂଆଦିଲ୍ଲୀ,୨୦ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସୋମବାର ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବନ୍ଦ...

ସିଙ୍ଗଲ ଡୋଜ ଭ୍ୟାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌

ନୂଆଦିଲ୍ଲୀ,୬।୮: ଆମେରିକାର ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ଭାରତରେ କରୋନା ବିରୋଧରେ ସିଙ୍ଗଲ ଡୋଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି।...

ଐଶ୍ୱର୍ଯ୍ୟାଙ୍କୁ ଆୟକର ନୋଟିସ

ମୁମ୍ବାଇ, ୧୯।୧: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଆୟକର (ଆଇଟି) ବିଭାଗ ନୋଟିସ୍‌ କରିଛି। ମହାରାଷ୍ଟ୍ରର ନାଶିକ ସହର ନିକଟରେ ସିନ୍ନାର ଜିଲାରେ ଥିବା...

ଦିନକରେ ୯୦୯ ପଜିଟିଭ

ନୂଆଦିଲ୍ଲୀ,୧୩।୪: ପରିସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ଭୂତାଣୁ ମହାମାରୀର ରୂପ ନେଇ ଭାରତକୁ ଗ୍ରାସ କରିବାରେ ଲାଗିଛି। ରବିବାର ୯୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ୩ୟ ପ୍ରାର୍ଥୀ ତାଲିକା

ଭୋପାଳ,୨୬।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ପ୍ରକାଶିତ ତୃତୀୟ ତାଲିକାରେ...

‘ଗୋଟିଏ ପୁଅ ବଦଳରେ, ମୁଁ ଶହ ଶହ ପୁଅ ପାଇଲି’

ଲକ୍ଷ୍ନୌ,୧୫।୧୨: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିୟୋଜିତ ଭାଇ ଭଉଣୀକୁ ବିଦା କରିବାର ଇଚ୍ଛା ପୂରଣ କରିବା ପୂର୍ବରୁ ଦେଶ ପାଇଁ ଶହୀଦ ହୋଇଗଲେ। ତାଙ୍କର ଅସମ୍ପୂର୍ଣ୍ଣ...

Advertisement
Archives

Model This Week