Posted inଜାତୀୟ

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପିମାନେ ନେବେ କରୋନା ଟିକା!

ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍‌ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍ ୱାର୍କରଙ୍କୁ ସ୍ଥାନ ଦିଆଯାଇଥିଲା । ଏବେ ଶୁଣିବାକୁ ମିଳିଛି କି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପି ଓ ଅନ୍ୟ ରାଜନେତାଙ୍କୁ ଟିକା ଦିଆଯାଇପାରେ । ତେବେ ଯେଉଁ ଏମ୍‌ପି ଓ ବିଧାୟକଙ୍କ ବୟସ ଅଧିକ ହୋଇଯାଇଛି ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇଛନ୍ତି । ଏବେ ଦେଶରେ ଥିବା ଅଧିକାଂଶ ରାଜନେତାଙ୍କ ବୟସ ୮୦ ବର୍ଷରୁ ଅଧିକ । ଅନ୍ୟପଟେ ଭ୍ୟାକ୍ସିନେଶନ ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମମୋହନ ସିଂ ଓ ଏଚ୍ ଡି ଦେବେଗୌଡାଙ୍କ ନାମ ଆସୁଥିବା ଜଣାପଡିଛି । ସୂଚନାଯୋଗ୍ୟ, ପୂର୍ବରୁ ସରକାର ସ୍ପଷ୍ଟ କରିଥିଲେ କି ଭ୍ୟାକ୍ସିନେଶନ କିଛି ପର୍ଯ୍ୟାୟରେ ହେବ । ଅନୁମାନ କରାଯାଉଛି କି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ଏପ୍ରିଲ ମାସରେ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ସଂଖ୍ୟାଲଘୁ ଯୁବତୀଙ୍କ ସହ ପ୍ରଥମେ ସମୟ ବିତାନ୍ତୁ ମଲାଲା: ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୫।୯: ନୋବେଲ ଶାନ୍ତି ପୁରସ୍କାର ବିଜେତା ଏବଂ ପାକିସ୍ତାନରେ ଶିକ୍ଷା ଅଧିକାର ପାଇଁ କାମ କରୁଥିବା ୨୨ବର୍ଷୀୟା ମଲାଲା ୟୁସୁଫ୍‌ଜାଇ ଜମ୍ମୁ-କଶ୍ମୀରକୁ ନେଇ ଏକ ଟୁଇଟ୍‌...

ସିଡିଏସ୍‌ ଦୌଡ଼ରେ ନରାଓ୍ବଣେ, ମନୋଜ ନୂଆ ସେନାଧ୍ୟକ୍ଷ ହେବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୧୪।୪ : ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଆକସ୍ମିକ ମୃତ୍ୟୁପରେ ସିଡିଏସ୍‌ ପଦବୀ ଖାଲି ପଡିଛି। ଚଳିତ...

କଶ୍ମୀର ଟେଲିଭିଜନ ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର,୨୭ ।୫: ଜମ୍ମୁ-କଶ୍ମୀରର ଅବନ୍ତିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହାଇଥିବା ସଂଘର୍ଷରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ୨ ଆତଙ୍କବାଦୀ ଟେଲିଭିଜନ...

ବିଧାନ ପରିଷଦ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଭାଜପା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲାନି ଟିକେଟ୍‌

ବେଙ୍ଗାଲୁରୁ,୨୪।୫: କର୍ନାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନ ପାଇଁ ଏମ୍‌ଏଲ୍‌ସି ପ୍ରାର୍ଥୀ ଘୋଷଣା କରିଛି । ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଚଲୁବାଦୀ ନାରାୟଣସ୍ବାମୀ,...

କୋଲକାତାରେ ହେବ ରାବଣ ପୋଡ଼ି

କୋଲକାତା,୨୧ା୧୦: ଚଳିତବର୍ଷ କରୋନା ମହାମାରୀ ଯୋଗୁ ଦଶହରା ମହୋତ୍ସବ ଫିକା ପଡ଼ିବ। ମାତ୍ର ସମସ୍ତ ରୀତି ନୀତି ଅନୁଯାୟୀ ପୂଜା ପାଇବେ ମା’। ଏହି ପରିପ୍ରେକ୍ଷୀରେ...

ଦୁଇ ବ୍ୟକ୍ତି ନୁହେଁ ବୁଇ ବିଚାରଧାରାର ଲଢ଼େଇ, ଭୋଟ ପାଇଁ ଅପିଲ କଲେ ଯଶଓ୍ବନ୍ତ…

ନୂଆଦିଲ୍ଲୀ,୧୭।୭ : ସୋମବାର ଦେଶରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଦଳଙ୍କ ଦ୍ୱାରା ପ୍ରାର୍ଥୀ ହୋଇଥିବା ଯଶବନ୍ତ ସିହ୍ନା ରବିବାର ସମସ୍ତ ରାଜନୈତିକ ଦଳକୁ...

ଭାଜପା ନେତାଙ୍କ ବିବାଦୀୟ ବୟାନ: ତାଜ ମହଲ ହେବ ରାମ ମହଲ

ଲକ୍ଷ୍ନୌ,୧୪ ।୩: ଉତ୍ତର ପ୍ରଦେଶ ବଲିୟା ଜିଲା ବୌରିୟାର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ମଝିରେ ମଝିରେ କିଛି ନା କିଛି ବିବାଦୀୟ...

କଙ୍ଗନାଙ୍କ ନିଶା ସେବନର ଯାଞ୍ଚ କରିବ ପୋଲିସ!

ମୁମ୍ବାଇ,୮।୯: ତୁଟୁନି ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତଙ୍କ ବିବାଦ। ଏବେ ମହାରାଷ୍ଟ୍ର ସରକାରଙ୍କ ସହ ଚାଲିଥିବା ବିବାଦ ଖୁବ୍‌ ଚର୍ଚ୍ଚାରେ ରହିଛି। ବେଳକୁ ବେଳ ତାଙ୍କ...

Advertisement
Archives

Model This Week