Home Middle

ଆନ୍ଦୋଳନ ଯୋଗୁ ୭୦ ହଜାର କୋଟି କ୍ଷତି

ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୭୦ ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି ପିଏଚ୍‌ଡି ଚ୍ୟାମ୍ବର ଅଫ୍‌ କମର୍ସ…

ବଢ଼ିଲା ଏଲ୍‌ପିଜି ସିଲିଣ୍ଡର-ପେଟ୍ରୋଲ-ଡିଜେଲ ଦାମ

ନୂଆଦିଲ୍ଲୀ,୪।୨: ବଜେଟ ପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି। ଗୁରୁବାର ଏଲ୍‌ପିଜି ସିଲିଣ୍ଡର, ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଘଟିଛି। ପେଟ୍ରୋଲ ଏବଂ ଡିଜେଲ ଦାମରେ ୩୫ ପଇସା ବଢ଼ିଥିବାବେଳେ ଏଲ୍‌ପିଜି ସିଲିଣ୍ଡର ଦାମ ୨୫ ଟଙ୍କା ବଢ଼ିଛି। ଦିଲ୍ଲୀରେ…

ସଂଶୋଧିତ କୃଷି ଆଇନକୁ ସ୍ବାଗତ କଲା ଆମେରିକା

ଓ୍ବାଶଂଟନ,୪।୨: ଭାରତରେ କୃଷି ଆଇନକୁ ନେଇ ଚାଷୀ ସଂଗଠନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଭାରତୀୟ ପ୍ରସଙ୍ଗ ଉପରେ ସିଧାସଳଖ…

ଗଣତନ୍ତ୍ରକୁ କଣ୍ଟା

ନୂଆଦିଲ୍ଲୀ, ୪ା୨: ଭାରତ ଭଳି ଭଦ୍ର ଓ ଆମେରିକା ପରି ବିକଶିତ ଦେଶଗୁଡ଼ିକ ସବୁବେଳେ ଆତଙ୍କବାଦକୁ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ଆହ୍ବାନ ବୋଲି କହିଥାନ୍ତି। କିନ୍ତୁ ଲୋକତନ୍ତ୍ର ଲାଗି କଠୋରପନ୍ଥୀଙ୍କ ବନ୍ଧୁକ ଗୁଳି ତୁଳନାରେ ଅଧିକ ଘାତକ ସାବ୍ୟସ୍ତ ହୋଇଛି…

ତାରବାଡ଼ରୁ ଛବି ମଳିନ

ନୂଆଦିଲ୍ଲୀ,୪ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ଦେଶରେ ନାହିଁ ନ ଥିବା ଅଚଳାବସ୍ଥା ସୃଷ୍ଟି କରିଛି। ଏହି କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରିବା ଲାଗି ନୂଆ ଆଇନ…

କୃଷକ ଆନ୍ଦୋଳନ ନେଇ ବିଦେଶରୁ ଟିପ୍ପଣୀ ସହ୍ୟ କରାଯିବ ନାହିଁ

ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧରେ ଦେଶରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକୁ ସମର୍ଥନ କରି ଆମେରିକା ପପ୍‌ ଷ୍ଟାର ରିହାନା, ପରିବେଶକର୍ମୀ ଗ୍ରେଟା ଥନବର୍ଗ, ପରିବେଶ କର୍ମୀ ଲିସିପ୍ରିୟା କଙ୍ଗୁଜମ୍‌, ପରିବେଶକର୍ମୀ ଜେମି ମାର୍ଗେଲିନ୍‌…

ଟ୍ରାକ୍ଟର ରାଲି ହିଂସା: ହସ୍ତକ୍ଷେପ କରିବେନି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧ କରି ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀ ସଂଗଠନଗୁଡ଼ିକର ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଆଇନ ନିଜ କାମ କରିବ ବୋଲି ଏହି ମାମଲାର ଶୁଣାଣି ସମୟରେ ବୁଧବାର…

ମିଶନ ପଶ୍ଚିମବଙ୍ଗ: ମେଗା ରାଲିରେ ଯୋଗଦେବେ ମୋଦି

କୋଲକାତା, ୩।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଏନେଇ ଭାଜପା ପକ୍ଷରୁ ଏକ ମେଗା ରାଲିର ଆୟୋଜନ କରାଯାଉଛି। ଶାସକ ତୃଣମୂଳ କଂଗ୍ରେସକୁ କ୍ଷମତା ଚ୍ୟୁତ କରିବା ଲାଗି ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଲି ହେବ। ମାର୍ଚ୍ଚ ୫ ଅବା…

କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ: ରାଜନାଥ

ବେଙ୍ଗାଲୁରୁ, ୩।୨: କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ ରହିଛି। ଦେଶବାସୀଙ୍କ ସୁରକ୍ଷା ଲାଗି ଯେ କୌଣସି ସ୍ଥିତିର ମୁକାବିଲା କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଏରୋ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଏୟାର ଶୋରେ…

ଲାଲ୍‌ କିଲ୍ଲା ହିଂସା: ଦୀପ୍‌ ସିଦ୍ଧୁଙ୍କ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ, ୩।୨: ଲାଲ୍‌ କିଲ୍ଲା ହିଂସା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଦୀପ୍‌ ସିଦ୍ଧୁଙ୍କୁ ଧରାଇଦେଲେ ଲକ୍ଷେ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୁଧବାର ଘୋଷଣା କରାଯାଇଛି। ଦୀପ୍‌ଙ୍କ ସହିତ ଜୁଗରାଜ ସିଂ, ଗୁଜରୋଟ ସିଂ ଏବଂ ଗୁଜରୋଣ୍ଟ୍‌ ସିଂଙ୍କ…

ହାଲ୍‌ ଯୋଗାଇବ ୮୩ ତେଜସ୍‌ ଯୁଦ୍ଧ ବିମାନ

ବେଙ୍ଗାଲୁରୁ, ୩।୨: କର୍ନାଟକର ବେଙ୍ଗାଲୁରୁରେ ଜାରି ରହିଥିବା ଏରୋ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଏୟାର ଶୋରେ ହିନ୍ଦୁସ୍ଥାନ ଏରୋନ୍ୟୁଟିକ୍ସ୍‌ ଲିମିଟେଡ୍‌(ହାଲ୍‌)କୁ ୮୩ ତେଜସ୍‌ ଯୁଦ୍ଧ ବିମାନ ଯୋଗାଇବା ପାଇଁ ଠିକା ମିଳିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏନେଇ ୪୮, ୦୦୦କୋଟି ଟଙ୍କାର…

ରାଜ୍ୟସଭାରେ ହଙ୍ଗାମା: ଏଏପିର ୩ ଏମ୍‌ପିଙ୍କୁ ବାହାର କଲେ ମାର୍ଶଲ

ନୂଆଦିଲ୍ଲୀ,୩।୨: କୃଷି ଆଇନକୁ ନେଇ ବୁଧବାର ମଧ୍ୟ ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନକୁ ନେଇ ଗୃହରେ ହଙ୍ଗାମା ଆରମ୍ଭ କରିଛନ୍ତି। ଗୃହରେ ହଟ୍ଟଗୋଳ ସୃଷ୍ଟି କରି କାର୍ଯ୍ୟରେ ବାଧା ସୃଷ୍ଟି କରୁ ଥିବା ଆମ୍‌ ଆଦ୍‌ମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?