Home Middle

ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିବ ୧୧ ରାଫାଲ

ନୂଆଦିଲ୍ଲୀ, ୮।୨: ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ୧୧ ରାଫାଲ ଯୁଦ୍ଧ ବିମାନ ମିଳିବ। ସେହିପରି ୨୦୨୨ ଏପ୍ରିଲ୍‌ ସୁଦ୍ଧା ଅନ୍ୟ ୧୭ଟି ରାଫାଲ ଭାରତ ଆସିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ରାଜ୍ୟ ସଭାରେ ସୂଚନା…

ଟନେଲରେ ଅଟକି ରହିଛନ୍ତି ୩୦ ଜଣ

ଚାମୋଲି,୮।୨: ହିମସ୍ଖଳନ ଉତ୍ତରାଖଣ୍ଡ ଚାମୋଲିରେ ଲୋକଙ୍କ ଆଖିରେ ଲୁହ ଭରିଛି। ହଠାତ୍‌ ଏଭଳି ଘଟଣା ଘଟିବାରୁ ନିଜ ନିଜ ନିତିଦିନିଆ କାମରେ ବ୍ୟସ୍ତ ଥିବା ଲୋକେ କିଛି ଜାଣିବା ପୂର୍ବରୁ ନିଖୋଜ ହୋଇଯାଇଛନ୍ତି। ଇତିମଧ୍ୟରେ ନିଖୋଜଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ଉଦ୍ଧାରକାର୍ଯ୍ୟ…

ହିମବାହରୁ ଖଣ୍ଡପ୍ରଳୟ

ଡେରାଡୁନ୍‌, ୮।୨ :ପ୍ରକୃତିର ଅନ୍ୟତମ ଆଶ୍ଚର୍ଯ୍ୟ ଗ୍ଲେସିୟର ବା ହିମବାହ। ଲକ୍ଷାଧିକ ବର୍ଷ ଧରି ଜମାଟ ବାନ୍ଧିଥିବା ଏହି ବରଫ ଉପତ୍ୟକାର ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଆସିଛି। ହେଲେ ଏହି ବରଫ ଚଟାଣ ଯେତେବେଳେ ଦୋହଲେ, ସେତେବେଳେ ଆସେ ଖଣ୍ଡପ୍ରଳୟ। କ୍ଷଣିକ ଭିତରେ…

ପୋତି ହୋଇପଡ଼ୁଛି ଡେଳିଙ୍ଗିବନ୍ଧ

ବାରିପଦା ଅଫିସ,୮ା୨- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ଥିବା ଡେଳିଙ୍ଗି ବନ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ସ୍ବାଧୀନତା ପୂର୍ବରୁ ରାଜାରାଜୁଡ଼ା ଅମଳରେ ପ୍ରଜାମଣ୍ଡଳ ଦ୍ୱାରା ଏହା ନିର୍ମାଣ କରାଯାଇଥିଲା। ମରୁଡ଼ି ଦାଉରୁ ରକ୍ଷା ପାଇବା ପାଇଁ ଚାଷୀମାନେ…

ଉତ୍ତରାଖଣ୍ଡ ହିମସ୍ଖଳନ: ୧୦ ଜୀବନ ଗଲା, ୧୦୦ ନିଖୋଜ

ଚମୋଲି,୭।୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ବଡ ହିମସ୍ଖଳନ ହୋଇଛି। ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବରଫ ଅତଡା ଖସିବାରୁ ତପୋବନ ଟନେଲ ବ୍ଲକ ହୋଇଯାଇଥିଲା। ସେଠାରେ ପାଖାପାଖି ୧୫ହଜାର ଶ୍ରମିକ ଫସି ଯାଇଥିଲେ।…

ଭାରତ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଟିଏ ଦିନରେ ଦୁଇଟି ରାଜ୍ୟ ଗସ୍ତରେ ଅଛନ୍ତି । ପ୍ରଥମେ ସେ ଆସାମର ସୋନିତପୁର ଜିଲରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ସେ ୨ଟି ହସ୍ପିଟାଲ ବିଶ୍ୱନାଥ ଓ ଚରାଇଦେବରେ ମେଡିକାଲ କଲେଜର…

କରୋନା ମହାମାରୀ ବିଶ୍ୱ ଭାତୃତ୍ୱ ସମ୍ପର୍କରେ ଦେଲା ଶିକ୍ଷା: ରାଷ୍ଟ୍ରପତି

ବେଙ୍ଗାଲୁରୁ, ୭।୨: କରୋନା ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ବିଶ୍ୱ ଭାତୃତ୍ୱ ଜାଗି ଉଠିଛି। ଅନ୍ୟମାନେ ଅସୁସ୍ଥ ରହିଲେ ଆମେ କେବେ ମଧ୍ୟ ସୁସ୍ଥ ରହି ପାରିବା ନାହିଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କର୍ନାଟକର ରାଜୀବ ଗାନ୍ଧୀ ସ୍ବାସ୍ଥ୍ୟ ବିଜ୍ଞାନ…

ଚାମୋଲିରେ ହିମସ୍ଖଳନ: ବହୁ କ୍ଷୟକ୍ଷତି ଆଶଙ୍କା

ଜୋଶୀମଠ, ୭।୨: ଉତ୍ତରାଖଣ୍ଡ ଚାମୋଲି ଜିଲାର ଜୋଶୀମଠ ଅଞ୍ଚଳର ତପୋବନସ୍ଥିତ ରେଣି ଗାଁଠାରେ ଥିବା ହିମସ୍ଖଳନ ହୋଇଛି। ଏଥିରେ ଋଶିଗଙ୍ଗା ବିଦ୍ୟୁତ୍‌ ପ୍ରୋଜେକ୍ଟରେ ବହୁ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ଏନ୍‌ଟିପିସି ପ୍ରକଳ୍ପର ମଧ୍ୟ କ୍ଷତି ଘଟିଛି। ଘଟଣାସ୍ଥଳକୁ ଉଦ୍ଧାରକାରୀ…

ଟ୍ରାକ୍ଟର ରୁଟ୍‌ ଉଲ୍ଲଂଘନ ଅଭିଯୋଗ: ୨ ଚାଷୀ ନେତା ନିଲମ୍ବିତ

ନୂଆଦିଲ୍ଲୀ, ୭।୨: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି କରାଯାଇଥିଲା। ତେବେ ରାଲି ସମୟରେ ଧାର୍ଯ୍ୟ କରାଯାଇଥିବା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ବଦଳରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଟ୍ରାକ୍ଟର ରାଲିର ରୁଟ୍‌ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା ମିଳିତ…

ବୁରାଡ଼ି ହିଂସା: ୨୪ ଆନ୍ଦୋଳନକାରୀଙ୍କ ଫଟୋ ଜାରି

ନୂଆଦିଲ୍ଲୀ, ୭।୨: ଜାନୁୟାରୀ ୨୬ରେ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବୁରାଡ଼ିରେ ଘଟିଥିବା ହିଂସାରେ ସମ୍ପୃକ୍ତ ଥିବା ୨୪ ଜଣ ଆନ୍ଦୋଳନକାରୀଙ୍କ ଫଟୋ ଦିଲ୍ଲୀ ପୋଲିସ ପକ୍ଷରୁ ଜାରି…

ରାଜ୍ୟ ସଭାରେ ଗୁଲାମ ନବୀଙ୍କ ବିକଳ୍ପ ଖୋଜୁଛି କଂଗ୍ରେସ

ନୂଆଦିଲ୍ଳୀ,୭।୨: ଏବେ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାରେ ଗୁଲାମ ନବୀ ଆଜାଦଙ୍କ ବିକଳ୍ପ ଖୋଜା ଆରମ୍ଭ ହୋଇଛି। ଫେବୃୟାରୀ ୧୫ରେ ଗୁଲାମ ନବୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କ ସ୍ଥାନରେ ରାଜ୍ୟ ସଭାରେ କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା କିଏ…

ମଲ୍ଟି ମୋଡାଲ ହବ୍‌ ହେବ ଭୁବନେଶ୍ୱର ଷ୍ଟେଶନ

ନୂଆଦିଲ୍ଲୀ,୭।୨: ଭୁବନେଶ୍ୱର ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ମଲ୍ଟି ମୋଡାଲ ହବ୍‌ରେ ପରିଣତ କରାଯିବ ବୋଲି ଶୁକ୍ରବାର ରାଜ୍ୟ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?