ଯୁବବର୍ଗ ପଢ଼ନ୍ତୁ ଗୀତା: ମୋଦି
ନୂଆଦିଲ୍ଲୀ,୧୧।୩: ଗୀତା ମନୁଷ୍ୟଙ୍କୁ ପରୋପକାର କରିବାର ମାର୍ଗ ପ୍ରଦର୍ଶିତ କରାଇଥାଏ। ମାନବତାର କଲ୍ୟାଣ ପାଇଁ କିଛି ନୂଆ କରିବା ଲାଗି ଗୀତା ପ୍ରେରଣା ଦେଇଥାଏ। ଭିଡ଼ିଓ କନଫରେନ୍ସିଂରେ ସ୍ବାମୀ ଚିଦ୍ଭାବାନନ୍ଦଙ୍କ ଶ୍ରୀମଦ୍ ଭଗବଦ୍ ଗୀତାର କିଣ୍ଡଲେ ଭର୍ସନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ…
ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ଟପିଲା
ନୂଆଦିଲ୍ଲୀ,୧୧।୩: ଦେଶରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୮୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୨୬ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର, ପଞ୍ଜାବ,…
ଜାତୀୟ ରାଜପଥ-୧୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଆଗ୍ରା,୧୧।୩: ଉତ୍ତରପ୍ରଦେଶ ଆଗ୍ରାର ଜାତୀୟ ରାଜପଥ-୧୯ରେ ଗୁରୁବାର ଭୋର୍ ୫ଟା ୧୫ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ…
ଦେଶବାସୀଙ୍କୁ ମହାଶିବରାତ୍ରୀର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୧।୩: ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମହାଶିବରାତ୍ରୀ ସମଗ୍ର ମାନବ ଜଗତ ପାଇଁ କଲ୍ୟାଣକାରୀ ହେଉ ବୋଲି ସେ ଟୁଇଟ୍ କରି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ମହାଶିବରାତ୍ରୀର ପବିତ୍ର…
ଖେଳ ଆରମ୍ଭ
କୋଲକାତା,୧୧ା୩: ନନ୍ଦିଗ୍ରାମ ବିଧାନସଭା ଆସନରୁ ମୋ ବିଜୟ ନେଇ ମୁଁ ଦୃଢ଼ ନିଶ୍ଚିତ। ମୁଁ ଭବାନୀପୁର ନିର୍ବାଚନମଣ୍ଡଳୀରୁ ସହଜରେ ଜିତି ପାରିଥାଆନ୍ତି। କିନ୍ତୁ ଗତ ଜାନୁୟାରୀରେ ନନ୍ଦିଗ୍ରାମ ଆସିଥିବାବେଳେ ସ୍ଥାନୀୟ ବିଧାୟକ ଇସ୍ତଫା ଦେଇଥିବାରୁ ଏହି ଆସନ ବିଧାୟକଶୂନ୍ୟ ହୋଇଯାଇଥିଲା। ସାଧାରଣ…
ପହଞ୍ଚତ୍ପାରୁନି ପାଇପ୍ ପାଣି
ବଅଁରପାଳ,୧୧ା୩(ଡି.ଏନ.ଏ.) ଗ୍ରାମାଞ୍ଚଳର ପ୍ରତି ଘରକୁ ପାଇପ୍ ପାଣି ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ସେଥିପାଇଁ ପଞ୍ଚାୟତଗୁଡ଼ିକରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବଡ଼ ବଡ଼ ପ୍ରକଳ୍ପମାନ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ…
ପ୍ରତି ୩ରେ ଜଣେ ମହିଳା ପୀଡ଼ିତା
ନୂଆଦିଲ୍ଲୀ, ୧୧ା୩: ପୁରୁଷ ପ୍ରଧାନ ସମାଜରେ ନିର୍ଯାତନାରୁ ନିସ୍ତାର ପାଇନାହାନ୍ତି ମହିଳା। ଗୋଟିଏ କି ଦୁଇଟି ଦେଶ ନୁହେଁ, ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହିଂସା ବଢ଼ିବାରେ ଲାଗିଛି। ପ୍ରତି ୩ ଜଣରେ ଜଣେ ମହିଳା ବା ଝିଅ ହିଂସା ଅଥବା…
ସେନା ନିଯୁକ୍ତିରେ ପାତରଅନ୍ତର: ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୦।୩: ଭାରତୀୟ ସେନାର ନିଯୁକ୍ତିରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ନ୍ୟାଶନାଲ ଡିଫେନ୍ସ୍ ଏକାଡେମୀ (ଏନ୍ଡିଏ)ର ପରୀକ୍ଷାରେ ଯୋଗ୍ୟତା ମାନଦଣ୍ଡ କାହିଁକି ଭିନ୍ନଭିନ୍ନ ରହିଛି ସେ ନେଇ କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିରେ ପୁରୁଷଙ୍କ…
କଳ୍ପନା ଜଳ୍ପନା ଶେଷ: ତିରଥ ସିଂ ରାଓ୍ବତଙ୍କ ମୁଣ୍ଡରେ ସୁନାକଳସ
ଡେରାଡୁନ୍,୧୦।୩: ଉତ୍ତରାଖଣ୍ଡରେ ଜାରିରହିଥିବା ରାଜନୈତିକ ସଙ୍କଟର ଅନ୍ତଘଟିଛି। ତିରଥ ସିଂ ରାଓ୍ବତଙ୍କ ମୁଣ୍ଡରେ ସୁନା କଳସ ଢ଼ଳାଯାଇଛି। ବିଧାୟକ ଦଳର ବୈଠକରେ ତିରଥଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ସହମତି ମିଳିଛି। ସେ ବୁଧବାର ଅପରାହ୍ନ ୪ଟାରେ ଶପଥ ଗ୍ରହଣ କରିବାର…
ଆଇଏନ୍ଏସ୍ କରଞ୍ଜ ନୌସେନାରେ ସାମିଲ
ମୁମ୍ବାଇ,୧୦।୩: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି। ବୁଧବାର ନୌସେନାରେ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ସବ୍ମେରାଇନ୍ ଆଇଏନ୍ଏସ୍ କରଞ୍ଜକୁ ମୁମ୍ବାଇର ନାଭାଲ ଡକ୍ ୟାର୍ଡରେ ଏକ ଉତ୍ସବରେ ସାମିଲ୍ କରାଯାଇଛି। ଏହି ଅବସରରେ ଚିଫ୍ ଅଫ୍ ନାଭାଲ ଷ୍ଟାଫ୍ ଆଡମିରାଲ କରମବୀର…
ବାଲ୍ୟବିବାହରେ ନିଖୋଜ ଜୀବନ
କାଠମାଣ୍ଡୁ,୧୦।୩: ଜଣେ ସରକାରୀ ଅଫିସର ହେବାକୁ ସ୍ବପ୍ନ ଦେଖୁଥିଲେ ସ୍ବପ୍ନା। ପ୍ରତି ରାତିରେ ଧୂଳିଧୂସରିତ ରାସ୍ତାକଡ଼ରେ ଥିବା କୁଡ଼ିଆ ଭିତରେ ଏହି ୧୭ ବର୍ଷୀୟା ଝିଅ ଏକ ସୌର ବଲ୍ବ ଜଳାଇ ବହି ଖଣ୍ଡେ ଧରି ବସୁଥିଲେ। ସେ ମନେ ମନେ…
ମୈତ୍ରୀ ସେତୁ ଲୋକାର୍ପିତ
ନୂଆଦିଲ୍ଲୀ,୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୈତ୍ରୀ ସେତୁ ଲୋକାର୍ପିତ କରିଛନ୍ତି। ଏହା ଦ୍ୱାରା ଏଣିକି ତ୍ରିପୁରାରୁ ବାଂଲାଦେଶ ଯିବା ସହଜ ହୋଇ ପାରିବ। ସେତୁ ନିର୍ମାଣ ଯୋଗୁ ତ୍ରିପୁରାର ବିକାଶ ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧.୯ କିଲୋମିଟର…

