Posted inଜାତୀୟ

ଯୁବବର୍ଗ ପଢ଼ନ୍ତୁ ଗୀତା: ମୋଦି

ନୂଆଦିଲ୍ଲୀ,୧୧।୩: ଗୀତା ମନୁଷ୍ୟଙ୍କୁ ପରୋପକାର କରିବାର ମାର୍ଗ ପ୍ରଦର୍ଶିତ କରାଇଥାଏ। ମାନବତାର କଲ୍ୟାଣ ପାଇଁ କିଛି ନୂଆ କରିବା ଲାଗି ଗୀତା ପ୍ରେରଣା ଦେଇଥାଏ। ଭିଡ଼ିଓ କନଫରେନ୍ସିଂରେ ସ୍ବାମୀ ଚିଦ୍‌ଭାବାନନ୍ଦଙ୍କ ଶ୍ରୀମଦ୍‌ ଭଗବଦ୍‌ ଗୀତାର କିଣ୍ଡଲେ ଭର୍ସନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଗୀତାର ଉଲ୍ଲେଖ ହୋଇଥିବା ନୀତିବାଣୀ ଆଧାରରେ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା କରୋନା ଟିକା ଅନ୍ୟ ଦେଶଙ୍କ ପାଖରେ ପହଞ୍ଚାଇ ପରୋପକାରର ମାର୍ଗକୁ ପ୍ରଶସ୍ତ କରିଛ। ଦେଶର ଯୁବବର୍ଗ ଗୀତା ପଢ଼ିବା ଆବଶ୍ୟକ। ଏଥିରୁ ସେମାନଙ୍କୁ ବହୁ ପ୍ରେରଣା ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢାଉଛି କରୋନା: ଗୋଟିଏ ଦିନରେ ୬୮,୮୯୮ରୁ ଅଧିକ ନୂଆ ଆକ୍ରାନ୍ତ, ୯୮୩ ମୃତ

ନୂଆଦିଲ୍ଲୀ,୨୧।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୮ ହଜାର ୮୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

୩ ମାଲବାହୀ ଗାଡ଼ିକୁ ଯୋଡ଼ାଗଲା: ୧୭୭ ଓ୍ବାଗନ ନେଇ ଯାତ୍ରା କଲା ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌

ବିଳାସପୁର,୮।୨: ଭାରତୀୟ ରେଳ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ୩ ମାଲବାହୀ ଗାଡ଼ିକୁ ଯୋଡ଼ାଯାଇଛି। ମୋଟ ୧୭୭ଟି ଓ୍ବାଗନକୁ ନେଇ ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌...

ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୭: ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି।...

ଏପ୍ରିଲ୍‌ରୁ ଆରମ୍ଭ ହେଲାଣି ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌…

ମୁମ୍ବାଇ,୨୩।୬: ଦେଶରେ କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌ ମହାରାଷ୍ଟ୍ରରେ ଅଢ଼େଇ ମାସ ତଳୁ ଆରମ୍ଭ ହୋଇ ସାରିଛି। ଏପ୍ରିଲ୍‌ ୫ରେ ଜଣେ...

ମୁକୁଳିଲେ ଭାଜପା ବିଧାୟକ ଆକାଶ

ଇନ୍ଦୋର,୩୦।୬: ଭୋପାଳ ସ୍ପେଶାଲ କୋର୍ଟରୁ ଶନିବାର ଜାମିନ ମିଳିବା ପରେ ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ତେବେ ଜେଲ୍‌ରେ ସେ ଭଲ...

ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ

କୋଲକତା,୧୮।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରାଜନୀତି ଜୋରସୋରରେ ଚାଲିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବଡ ଘୋଷଣା କରିଛନ୍ତି। ସେ ଏଥର ନନ୍ଦିଗ୍ରାମରୁ ବିଧାନସଭା...

ମାଲାୟାଲମ ଅଭିନେତା ଶ୍ରୀନାଥ ଭାସି ଗିରଫ

କୋଚି,୨୬।୯: ମାଲାୟାଲମ ଅଭିନେତା ଶ୍ରୀନାଥ ଭାସିଙ୍କ ଅଡୁଆ ବଢ଼ିବାରେ ଲାଗିିଛି। କୋଚିରେ ମାରାଡୁ ପୋଲିସ ଅଭିନେତା ଶ୍ରୀନାଥଙ୍କୁ ଗିରଫ କରିଛି। ଏକ ସାକ୍ଷାତକାର ସମୟରେ ଅଭିନେତା...

ମେଜର ଧ୍ୟାନଚାନ୍ଦଙ୍କ ନାଁରେ ହେବ କ୍ରୀଡା ବିଶ୍ୱବିଦ୍ୟାଳୟ

ଲକ୍ଷ୍ନୌ.୧୯ ।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା...

Advertisement
Archives

Model This Week