Home Middle

କାଗଜ କଲମରେ କଳାଗ୍ରାମ

କାମାକ୍ଷାନଗର, ୧୧।୧ (ସୁଧୀର କୁମାର ପରିଡ଼ା): ଘରେ ଘରେ କଳାକାର। କମିନି କଳାର ଆଦର। ପିଢ଼ି ପରେ ପିଢ଼ି ନିଷ୍ଠାପର ଉଦ୍ୟମ ବଳରେ ଗ୍ରାମରେ ଏବେ ବି ସୁରକ୍ଷିତ ଲୁପ୍ତପ୍ରାୟ ଲୋକକଳା। ସେଥିପାଇଁ ସରକାରୀ ନଥିରେ ଲାଗିଛି କଳାଗ୍ରାମର ଟ୍ୟାଗ୍‌। ହେଲେ…

୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି କିଷାନ ଯୋଜନା ଲାଭ

ନୂଆଦିଲ୍ଲୀ,୧୦।୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯ରେ ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଦେଶର ୨୦ ଲକ୍ଷ ୪୮ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଲାଭ ମିଳିଛି। ଏଥିରେ ୧,୩୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୂଚନା ଅଧିକାର ଆଇନ ଆଧାରରେ…

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅନ୍ନଦାତାଙ୍କୁ ପୋଲିସର ଲାଠି ମାଡ଼

କର୍ନାଲ,୧୦।୧: କୃଷି ଆଇନକୁ ନେଇ ପ୍ରଦର୍ଶନ କରୁଥିବା ଅନ୍ନଦାତାଙ୍କ ଦୁଃଖ ବୁଝିବା ତ ଦୂରର କଥା ବରଂ ସେମାନଙ୍କ ଉପରେ ଲଗାତାର ଲାଠିମାଡ଼ ହେବାରେ ଲାଗିଛି। ଏବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସଭାରେ ପ୍ରଦର୍ଶନକାରୀ ଅନ୍ନଦାତାଙ୍କ ଉପରେ ପୋଲିସ…

ଭକ୍ତଙ୍କ ପାଇଁ ଖୁସି ଖବର: ୨୧ରୁ ହଟିବ କାଳିଆ ଦର୍ଶନ କଟକଣା

ପୁରୀ ଅଫିସ,୧୦।୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦରକାର ପଡ଼ିବନି। ଆସନ୍ତା ୨୧ ତାରିଖରୁ ଏହି କଟକଣା ହଟିଯିବ। ଏନେଇ ରବିବାର ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା…

୫ ରାଜ୍ୟରେ ବିଧାନସଭା ନିର୍ବାଚନ: ଫେବୃୟାରୀରେ ହୋଇପାରେ ତାରିଖ ଘୋଷଣା !

ନୂଆଦିଲ୍ଲୀ,୧୦।୧: ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ନିର୍ବାଚନ ଆୟୋଗ ଫେବୃୟାରୀରେ ତାରିଖ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ୧୫ ଜାନୁୟାରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଏଭଳି କରାଯିବାର ଯୋଜନା ରହିଛି। ମେ’ରେ…

ନବୀନଙ୍କ ସମ୍ପତ୍ତି ୬୪.୯୮କୋଟି: ଗତ ଆର୍ଥିକ ବର୍ଷ ତୁଳନାରେ ବଢିଛି…

ଭୁବନେଶ୍ୱର,୧୦।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ନବୀନଙ୍କ ସମ୍ପତ୍ତି ଗତ ଆର୍ଥିକ ବର୍ଷ ତୁଳନାରେ ୨୦୧୯-୨୦ରେ ୭୧ ଲକ୍ଷ ଟଙ୍କା ବଢିଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନବୀନଙ୍କ ସମ୍ପତ୍ତି…

ଉତ୍ତରପ୍ରଦେଶ ସମେତ ୭ ରାଜ୍ୟରେ ବାର୍ଡ ଫ୍ଲୁ: କାନପୁର ଚିଡ଼ିଆଖାନା ବନ୍ଦ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୦।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ପକ୍ଷୀଙ୍କଠାରୁ ନମୁନା ସଂଗ୍ରହ…

ଏୟାରଷ୍ଟ୍ରାଇକ୍‌ରେ ମରିଥିଲେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୦।୧: ୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ସେକ୍ଟରରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ସେହିବର୍ଷ ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା।…

ପରମାଣୁରେ ପ୍ରତିଶୋଧ ଆଶଙ୍କା

ଓ୍ବାଶିଂଟନ୍‌, ୧୦ା୧: ସତ୍ତା ଲୋଭରେ ସୀମା ଟପିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିର ଖଳନାୟକ ଆଖ୍ୟା ପାଇସାରିବା ପରେ ବି ବଦଳୁନି ତାଙ୍କ ମାନସିକତା। ଜନମତ ସ୍ବୀକାର କରି ନ ପାରି ଜଣେ ରାଷ୍ଟ୍ରପତିଙ୍କ ହିଂସା ସୃଷ୍ଟି…

ସଞ୍ଜ ନଇଁଲେ ମାଫିଆ ସକ୍ରିୟ

ଅନୁଗୋଳ ଅଫିସ, ୧୦।୧: ପ୍ରାୟ ବର୍ଷେ ହେଲାଣି କରୋନା ମୁକାବିଲାରେ ପ୍ରଶାସନ ବ୍ୟସ୍ତ ରହିଛି। ଏହାର ସୁଯୋଗ ନେଇ ଅନୁଗୋଳ ଜିଲାରେ ସକ୍ରିୟ ହୋଇପଡ଼ିଛନ୍ତି ଲଘୁ ଖଣିଜ ପଦାର୍ଥ ମାଫିଆ। ସଞ୍ଜ ନଇଁଲେ ଅନାବାଦୀ, ଗୋଚର ଜମିରୁ ମାଟି ତାଡ଼ି ଟ୍ରକ୍‌, ଟିପ୍ପର…

ଉଡ଼ାଣର କିଛି ସମୟ ମଧ୍ୟରେ ଇଣ୍ଡୋନେସିଆ ବିମାନ ନିଖୋଜ

ଜାକର୍ତ୍ତା,୯।୧: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ସୋଏକର୍ନହାଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଏକ ବିମାନ ଉଡ଼ାଣ କରିବା ପରେ ନିଖୋଜ ହୋଇଯାଇଥିବା କୁହାଯାଉଛି। ତେବେ ଜାକର୍ତ୍ତାରୁ ପୋଣ୍ଟିଆନକ୍‌ ‌ ଅଭିମୁଖେ ଯାତ୍ରା କରୁଥିବା ବୋଇଂ ୭୩୭-୫୦୦ ‘କ୍ଲାସିକ’ ବିମାନକୁ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଛି।…

ଆସନ୍ତା ୧୬ରୁ ସମଗ୍ର ଦେଶରେ ଟିକାକରଣ

ନୂଆଦିଲ୍ଲୀ,୯।୧: ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଟିକା ଦିଆଯିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri