ପରିବର୍ତ୍ତନ ନା ଧ୍ରୁବୀକରଣ
କୋଲକାତା/ନୂଆଦିଲ୍ଲୀ,୬ା୨: ତାରିଖ ଘୋଷଣା ହୋଇନି, ବିଗୁଲ ବଜାରୁ ତାତି କାହିଁରେ କ’ଣ । ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଶାସକ ଟିଏମ୍ସିର ଉଇକେଟ ନେଇ ରନ୍ ସଂଗ୍ରହରେ ବ୍ୟସ୍ତ ଭାଜପା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜୟ ରଥକୁ ରୋକି…
ହଲାଇଦେଲା ଟୁଇଟ୍
ନୂଆଦିଲ୍ଲୀ,୬ା୨: କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣାରେ ବସିଥିବା କୃଷକମାନଙ୍କୁ କଣ୍ଟକିତ ତାରବାଡ଼ ଦେଇ ଘେରିବା ଭାରତକୁ ଅନ୍ତର୍ଜାତୀୟ ଲଜ୍ଜା ଆଣିଦେଇଥିବାବେଳେ ସେଲିବ୍ରିଟିଙ୍କ ଟୁଇଟ୍ କେନ୍ଦ୍ର ସରକାରଙ୍କୁ ହଲାଇଦେଇଛି। ବିକ୍ଷୋଭକାରୀ ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ହିଂସାର ବିଷମଞ୍ଜି ବୁଣିବା ପାଇଁ…
ଚକା ଜାମ୍ କରିବେ ଚାଷୀ
ଭୁବନେଶ୍ୱର,(ବ୍ୟୁରୋ)/ନୂଆଦିଲ୍ଲୀ, ୬।୨(ପି.ଟି.): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଶନିବାର ଦେଶବ୍ୟାପୀ ‘ଚକା ଜାମ୍’ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆନ୍ଦୋଳନ ସ୍ଥଳଗୁଡ଼ିକରେ ଅତିରିକ୍ତ…
ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୫।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା ସମ୍ମିଳନୀ କରି କମିଟି ନେଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ…
ଆନ୍ଦୋଳନ ଯୋଗୁ ୭୦ ହଜାର କୋଟି କ୍ଷତି
ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୭୦ ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି ପିଏଚ୍ଡି ଚ୍ୟାମ୍ବର ଅଫ୍ କମର୍ସ…
ବଢ଼ିଲା ଏଲ୍ପିଜି ସିଲିଣ୍ଡର-ପେଟ୍ରୋଲ-ଡିଜେଲ ଦାମ
ନୂଆଦିଲ୍ଲୀ,୪।୨: ବଜେଟ ପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି। ଗୁରୁବାର ଏଲ୍ପିଜି ସିଲିଣ୍ଡର, ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଘଟିଛି। ପେଟ୍ରୋଲ ଏବଂ ଡିଜେଲ ଦାମରେ ୩୫ ପଇସା ବଢ଼ିଥିବାବେଳେ ଏଲ୍ପିଜି ସିଲିଣ୍ଡର ଦାମ ୨୫ ଟଙ୍କା ବଢ଼ିଛି। ଦିଲ୍ଲୀରେ…
ସଂଶୋଧିତ କୃଷି ଆଇନକୁ ସ୍ବାଗତ କଲା ଆମେରିକା
ଓ୍ବାଶଂଟନ,୪।୨: ଭାରତରେ କୃଷି ଆଇନକୁ ନେଇ ଚାଷୀ ସଂଗଠନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସରକାର ଭାରତୀୟ ପ୍ରସଙ୍ଗ ଉପରେ ସିଧାସଳଖ…
ଗଣତନ୍ତ୍ରକୁ କଣ୍ଟା
ନୂଆଦିଲ୍ଲୀ, ୪ା୨: ଭାରତ ଭଳି ଭଦ୍ର ଓ ଆମେରିକା ପରି ବିକଶିତ ଦେଶଗୁଡ଼ିକ ସବୁବେଳେ ଆତଙ୍କବାଦକୁ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ଆହ୍ବାନ ବୋଲି କହିଥାନ୍ତି। କିନ୍ତୁ ଲୋକତନ୍ତ୍ର ଲାଗି କଠୋରପନ୍ଥୀଙ୍କ ବନ୍ଧୁକ ଗୁଳି ତୁଳନାରେ ଅଧିକ ଘାତକ ସାବ୍ୟସ୍ତ ହୋଇଛି…
ତାରବାଡ଼ରୁ ଛବି ମଳିନ
ନୂଆଦିଲ୍ଲୀ,୪ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ଦେଶରେ ନାହିଁ ନ ଥିବା ଅଚଳାବସ୍ଥା ସୃଷ୍ଟି କରିଛି। ଏହି କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ନିଶ୍ଚିତ କରିବା ଲାଗି ନୂଆ ଆଇନ…
କୃଷକ ଆନ୍ଦୋଳନ ନେଇ ବିଦେଶରୁ ଟିପ୍ପଣୀ ସହ୍ୟ କରାଯିବ ନାହିଁ
ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧରେ ଦେଶରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକୁ ସମର୍ଥନ କରି ଆମେରିକା ପପ୍ ଷ୍ଟାର ରିହାନା, ପରିବେଶକର୍ମୀ ଗ୍ରେଟା ଥନବର୍ଗ, ପରିବେଶ କର୍ମୀ ଲିସିପ୍ରିୟା କଙ୍ଗୁଜମ୍, ପରିବେଶକର୍ମୀ ଜେମି ମାର୍ଗେଲିନ୍…
ଟ୍ରାକ୍ଟର ରାଲି ହିଂସା: ହସ୍ତକ୍ଷେପ କରିବେନି ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧ କରି ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀ ସଂଗଠନଗୁଡ଼ିକର ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି। ଆଇନ ନିଜ କାମ କରିବ ବୋଲି ଏହି ମାମଲାର ଶୁଣାଣି ସମୟରେ ବୁଧବାର…
ମିଶନ ପଶ୍ଚିମବଙ୍ଗ: ମେଗା ରାଲିରେ ଯୋଗଦେବେ ମୋଦି
କୋଲକାତା, ୩।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଏନେଇ ଭାଜପା ପକ୍ଷରୁ ଏକ ମେଗା ରାଲିର ଆୟୋଜନ କରାଯାଉଛି। ଶାସକ ତୃଣମୂଳ କଂଗ୍ରେସକୁ କ୍ଷମତା ଚ୍ୟୁତ କରିବା ଲାଗି ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଲି ହେବ। ମାର୍ଚ୍ଚ ୫ ଅବା…
Archives


