Home Middle

ସନ୍ଦିଗ୍ଧ ବ୍ୟାଗ୍‌ରୁ ୪ ଗ୍ରେନେଡ୍‌ ଜବତ…

ଶ୍ରୀନଗର,୧୩।୯: ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ଏକ ସନ୍ଦିଗ୍ଧ ବ୍ୟାଗ୍‌ରୁ ୪ ଗ୍ରେନେଡ୍‌ ଜବତ ହୋଇଛି। ସିଆର୍‌ପିଏଫ୍‌ ଟିମ୍‌ ପକ୍ଷରୁ ସ୍ଥାନୀୟ ବେମିନା ଅଞ୍ଚଳରେ ଥିବା ଏକ ପବ୍ଲିକ୍‌ ସ୍କୁଲ୍‌ ପରିସରରୁ ବ୍ୟାଗ୍‌ଟି ମିଳିଛି। ସ୍କୁଲ୍‌ ନିକଟରେ ଥିବା ରୋଡ୍‌ ଡିଭାଇଡରଠାରେ ବ୍ୟାଗ୍‌ ପଡ଼ିଥିବା…

ଏକଛତ୍ରବାଦୀ ଶାସକ ପରୀକ୍ଷା କଲେ କ୍ରୁଜ୍‌ କ୍ଷେପଣାସ୍ତ୍ର…

ପୋୟଙ୍ଗୟାଙ୍ଗ୍‌,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଦୀର୍ଘ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଏପରି କରି ସେ ଆମେରିକାକୁ ଚେତାବନୀ ଦେଇଛନ୍ତି। ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ ସଂସ୍ଥା…

ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ…

ମସ୍କୋ/କୈବ,୧୩।୯: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭୋଲ୍ଡାୟମର ଜେଲେନ୍ସିକ୍‌ କହିଛନ୍ତି ଯେ, ରୁଷିଆ ସୈନ୍ୟ ବାହିନୀଙ୍କ ସଂଖ୍ୟା ୟୁକ୍ରେନ୍‌ ସୀମାରେ ଧୀରେଧୀରେ ବଢ଼ିବାରେ ଲାଗିଛି। ଖୁବ୍‌ ଶୀଘ୍ର ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ସହିତ…

ଲଗାଣ ବର୍ଷା: ୨ ଦିନ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ଯୋଗୁ ୧୨ଟି ଜିଲାରେ ୨ ଦିନ (ଆଜି ଓ ଆସନ୍ତାକାଲି) ପାଇଁ ସ୍କୁଲ ଗୁଡିକ ଛୁଟି ଘୋଷଣା କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

୨ ଦିନ ଧରି ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ,୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨ ଦିନ ଧରି ଦୈନିକ ସଂକ୍ରମଣ…

କୋହଲି ଦେବେ ଇସ୍ତଫା, ଟି-୨୦ ବିଶ୍ୱକପ ପରେ ରୋହିତ ହେବେ ଅଧିନାୟକ…

କୋଲକାତା,୧୩।୯: ଭାରତୀୟ କ୍ରିକେଟ ଦଳରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଅକ୍ଟୋବର-ନଭେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପରେ ଦଳର ବର୍ତ୍ତମାନର ଅଧିନାୟକ…

ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ଚାପ ପକାଇପାରିବେନି

ନୂଆଦିଲ୍ଲୀ, ୧୩।୯(ପି.ଟି.): ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ଚାପ ପକାଇପାରିବେ ନାହିଁ। ଆବଶ୍ୟକତାକୁ ବିଚାର କରି ନିଯୁକ୍ତିଦାତା କର୍ମଚାରୀଙ୍କୁ ଯେକୌଣସି ସ୍ଥାନକୁ ବଦଳି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟଙ୍କ ଏ ସମ୍ପର୍କିତ ୨୦୧୭ ଅକ୍ଟୋବରର ଏକ ରାୟକୁ…

‘ପାଇଲଟଙ୍କ ତ୍ରୁଟିରୁ ହୋଇଥିଲା ଦୁର୍ଘଟଣା’

ମୁମ୍ବାଇ, ୧୩।୯: ପାଇଲଟଙ୍କ ତ୍ରୁଟି ଏବଂ ସମ୍ଭବତଃ ସୁରକ୍ଷା ଗାଇଡ୍‌ଲାଇନ ଅନୁପାଳନ କରିବାରେ ବିଫଳତାରୁ ଗତବର୍ଷ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୧ ଜଣ ପ୍ରାଣ ହରାଇଥିଲେ। ୧୦ ବର୍ଷ ମଧ୍ୟରେ ଏହା ଭାରତରେ ସବୁଠୁ ମର୍ମନ୍ତୁଦ ଦୁର୍ଘଟଣା…

ପ୍ରବଳ ଗାଳିବ ବର୍ଷା: ୭ ଜିଲାକୁ ରେଡ୍‌ ଓ୍ବର୍ନିଂ

ଭୁବନେଶ୍ବର,୧୨।୯: ପୂର୍ବକେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗୋବସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହୋଇ ଉତ୍ତର ଓଡ଼ିଶା ଓ ଛତିଶଗଡ଼ ଦେଇ ଅତିକ୍ରମ କରିବ। ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୪୫ରୁ ୫୫ କି.ମି ବେଗରେ…

ଭୂପେନ୍ଦ୍ର ପଟେଲଙ୍କ ମୁଣ୍ଡରେ ସୁନା କଳସ, ହେଲେ ମୁଖ୍ୟମନ୍ତ୍ରୀ…

ଗାନ୍ଧିନଗର,୧୨।୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ମୁଣ୍ଡରେ ସୁନା କଳସ ଢଳାଯାଇଛି। ସର୍ବସମ୍ମତି କ୍ରମେ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଇସ୍ତଫା ଦେବା ପରେ ରାଜ୍ୟର ନୂଆ ମୂଖ୍ୟମନ୍ତ୍ରୀ…

ବିକାଶ ବିଜ୍ଞାପନ ଚିତ୍ର ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ..

ଲକ୍ଷ୍ନୌ,୧୨।୯: ବିକାଶର ଭୁଲ୍‌ ବିଜ୍ଞାପନ ଚିତ୍ର ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏବେ ଅଡୁଆରେ ପଡ଼ିଛନ୍ତି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ଯୋଗୀ ସରକାରଙ୍କୁୁ ଘେରିବା ଆରମ୍ଭ ହୋଇଛି। ଟିଏମସି…

ମୋଦି ସରକାର ଏଭଳି କଲେ ଯେ, ରବିବାର ସୋମବାର ମଧ୍ୟରେ ରହିଲାନି କିଛି ଫରକ: ରାହୁଲ…

ନୂଆଦିଲ୍ଲୀ,୧୨।୯: କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଘେରିବା ଜାରି ରହିଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଏଭଳି କଲେ ଯେ, ଲୋକଙ୍କ ପାଇଁ ରବିବାର ସୋମବାର ମଧ୍ୟରେ କିଛି ଫରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?