Posted inଜାତୀୟ

ମୋଦି ସରକାର ଏଭଳି କଲେ ଯେ, ରବିବାର ସୋମବାର ମଧ୍ୟରେ ରହିଲାନି କିଛି ଫରକ: ରାହୁଲ…

ନୂଆଦିଲ୍ଲୀ,୧୨।୯: କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଘେରିବା ଜାରି ରହିଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଏଭଳି କଲେ ଯେ, ଲୋକଙ୍କ ପାଇଁ ରବିବାର ସୋମବାର ମଧ୍ୟରେ କିଛି ଫରକ ଏବେ ଆଉ ନାହଁ। ଲୋକେ ଚାକିରି ହରାଇ ବେରୋଜଗାର ହୋଇ ଘରେ ବସି ରହିଛନ୍ତି।

ବେକାର ଲୋକଙ୍କ ଲାଗି ଛୁଟି ଦିନ ଅବା କାର୍ଯ୍ୟ ଦିବସ ମଧ୍ୟରେ କିଛି ବି ଫରକ ନ ଥାଏ। ରାହୁଲ ଟୁଇଟ୍‌ କରି ରବିବାର ଏଭଳି କହିଛନ୍ତି। ଏହା ସହିତ ଏକ ଖବର କାଗଜ ରିପୋର୍ଟ ଅପଲୋଡ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଆଗାମୀ ଦିନରେ ୪୦୦୦ରୁ ଅଧିକଛୋଟ ଫାର୍ମ ବନ୍ଦ ହେବାକୁ ଯାଉଛି। ଭାଜପା ସରକାରଙ୍କ ବିକାଶ ନୀତିରେ ଏବେ ବେକାରଙ୍କ ପାଇଁ ସବୁଦିନ ଛୁଟିଦିନ ପାଲଟି ଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୌତମ ବୁଦ୍ଧଙ୍କୁ ନେଇ ବିବାଦ ଆରମ୍ଭ କଲା ନେପାଳ

ନୂଆଦିଲ୍ଲୀ,୯।୮: ଭଗବାନ ରାମଙ୍କ ପରେ ଗୌତମ ବୁଦ୍ଧଙ୍କୁ ନେଇ ବିବାଦ ଆରମ୍ଭ କରିଛି ପଡୋଶୀ ଦେଶ ନେପାଳ। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର...

ଆଜି ଆସିପାରେ ‘ହିଜାବ’ ରାୟ

ନୂଆଦିଲ୍ଲୀ,୧୩।୧୦: ବହୁପ୍ରତୀକ୍ଷିତ କର୍ନାଟକ ହିଜାବ ବିବାଦ ମାମଲାରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଗୁରୁବାର ରାୟ ଶୁଣାଇପାରନ୍ତି ବୋଲି ଜଣାପଡ଼ିଛି। ଶିକ୍ଷାନୁଷ୍ଠାନରେ ମୁସଲମାନ ଛାତ୍ରୀଙ୍କ ହିଜାବପିନ୍ଧା ଉପରେ...

ଟ୍ରେନ୍‌ରୁ ଡେଇଁ ୨ ନାବାଳକଙ୍କ ମୃତ୍ୟୁ

କୋଚି,୧୭।୧୨: କେରଳର କୋରାଟ୍ଟି ରେଳଷ୍ଟେଶନ ନିକଟରେ ୨ ଜଣ ନାବାଳକ ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇଯିବାକୁ ଉଦ୍ୟମ କରୁଥିବାବେଳେ ଖସିପଡ଼ି ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ କୋରାଟ୍ଟିର...

ଇସ୍ତଫା ଦେଲେ ଫଡନବିଶ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ତାଙ୍କ...

ଜୁନୈଦ-ନାସିରଙ୍କ ପରିବାରକୁ ଏଆଇଏମଆଇଏମ ଦେବ ଦେଢ ଦେଢ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୯ ।୩: ଅସଦୁଦ୍ଦିନ ଓୱାଇସିଙ୍କ ଦଳ ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ ରାଜସ୍ଥାନର ଜୁନୈଦ ଓ ନାସିରଙ୍କ ପରିବାରକୁ ଦେଢ ଦେଢ ଲକ୍ଷ ଟଙ୍କାର ସହାୟତା...

ଲୁ ଯୋଗୁ ପ୍ରତିଦିନ ହାରାହାରି ୩୯ ହସ୍ପିଟାଲରେ ହେଉଥିଲେ ଭର୍ତ୍ତି, ଏପ୍ରିଲ୍‌-ଜୁନ୍‌ରେ ପ୍ରବଳ ତାତି ଯୋଗୁ ୭୯ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୨।୭ : ଗତ କିଛି ମାସ ତଳେ ଭାରତ ରେକର୍ଡ ଭାଙ୍ଗୁଥିବା ଉତ୍ତାପର ସମ୍ମୁଖୀନ ହୋଇଥିବାବେଳେ ଏବେ ସ୍ପେନ, ଇଂଲଣ୍ଡ ପ୍ରବଳ ଉତ୍ତାପ ଯୋଗୁ ସାଧାରଣ...

କରୋନାକୁ ନେଇ ସନ୍ଧ୍ୟା ୬ଟାରେ ମୋଦିଙ୍କ ସ୍ୱତନ୍ତ୍ର ବୈଠକ ଯୋଗଦେବେ ନାହିଁ କଂଗ୍ରେସ, ଶିରୋମଣି ଅକାଳିଦଳ

ନୂଆଦିଲ୍ଲୀ,୨୦ ।୭: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ହେଲେ ଏଥିରେ ସାମିଲ ହେବାକୁ...

ଜଷ୍ଟିସ୍‌ ରମନାଙ୍କୁ ସୁପ୍ରିମକୋର୍ଟ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୨୫ା୩: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଆଣିଥିବା ଅଭିଯୋଗକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ...

Advertisement
Archives

Model This Week