ଦେଶ ଛାଡୁଛନ୍ତି ଧନୀ ଭାରତୀୟ: ୧୦ ଗୁଣା ଦାମରେ କିଣୁଛନ୍ତି ଟିକଟ…
ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଦେଶର ବିଭିନ୍ନ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ…
ମେ’ ୧୫ ଯାଏ ବନ୍ଦ ହେଲା ଜଗା ଦର୍ଶନ
ପୁରୀ ଅଫିସ,୨୪।୪: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି। ମେ’ ୧୫ ଯାଏ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନ ଉପରେ କଟକଣା ଲାଗିଥିବା ନେଇ ଶନିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।…
୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ରମନା…
ନୂଆଦିଲ୍ଲୀ,୨୪।୪: ସୁପ୍ରିମ୍କୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ବିଚାରପତି ଏନ୍.ଭି. ରମନା ଶନିବାର ଶପଥ ଗ୍ରହଣ କରିଛନ୍ତିି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଊତ୍ସବରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ…
ଛଟପଟ ହୋଇ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ: ମିଳିଲାନି ଅକ୍ସିଜେନ୍..
ନୂଆଦିଲ୍ଲୀ,୨୪।୪: କରୋନା ମହାମାରୀ ସଂକ୍ରମଣ ସମୟରେ ଅକ୍ସିଜେନ୍ ଅଭାବ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ଅକ୍ସିଜେନ୍ ନ ମିଳିବାରୁ ଛଟପଛ ହୋଇ ୨୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ…
ରେକର୍ଡ ଭାଙ୍ଗିଲା କରୋନା: ମୃତ୍ୟୁ ସଂଖ୍ୟା ଗୋଟିଏ ଦିନରେ ଟପିଲା ୨୬୦୦…
ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିବାରେ ଲାଗିଛି। କରୋନା ସଂକ୍ରମଣ ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ…
ଭାରତକୁ ଚେତାବନୀ: ମେ’ ବେଳକୁ ଦୈନିକ ମୃତ୍ୟୁ ସଂଖ୍ୟା ଛୁଇଁବ ୫୬୦୦, କହିଲା ଆଇଏଚ୍ଏମ୍ଇ…
ଓ୍ବାଶିଂଟନ/ନୂଆଦିଲ୍ଳୀ,୨୪।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। କରୋନା ସଂକ୍ରମଣ ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଥିବାରୁ…
ଗୋଟିଏ ରାଷ୍ଟ୍ର ଭାବେ କାର୍ଯ୍ୟକଲେ ସମ୍ବଳ ଅଭାବ ରହିବନି: ମୋଦି
ନୂଆଦିଲ୍ଲୀ, ୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୧୧ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି। ମହାମାରୀ ବିରୋଧରେ ସାମୂହିକ ସାମର୍ଥ୍ୟ ସହ ଏକାଠି କାମ କରିବା ପାଇଁ…
ତାମିଲନାଡୁ ଅକ୍ସିଜେନ ଉତ୍ପାଦନ କଲେ ଆପତ୍ତି ନାହିଁ
ନୂଆଦିଲ୍ଲୀ,୨୪ା୪: ଅକ୍ସିଜେନ ଅଭାବରୁ ଲୋକେ ମରୁଛନ୍ତି। ତାମିଲନାଡୁ ସରକାର ଅକ୍ସିଜେନ ଉତ୍ପାଦନ ପାଇଁ ବେଦାନ୍ତର ଟୁଟିକୋରିନ ପ୍ଲାଣ୍ଟକୁ କାହିଁକି ହାତକୁ ନେଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ବେଦାନ୍ତର ଷ୍ଟେରଲାଇଟ୍ କପର୍ ୟୁନିଟ ପରିବେଶଗତ କାରଣରୁ ୨୦୧୮ ମେ’ରୁ…
ବ୍ୟବସ୍ଥା ଭୁଶୁଡ଼ିଛି
ନୂଆଦିଲ୍ଲୀ,୨୪ା୪: ମହାମାରୀ କରୋନା ନାହିଁ ନ ଥିବା ସଙ୍କଟ ସୃଷ୍ଟି କରିଛି। ଦେଶର ହସ୍ପିଟାଲଗୁଡ଼ିକରେ ବେଡ୍, ଅକ୍ସିଜେନ, ଇଞ୍ଜେକ୍ସନ ଓ ଅନ୍ୟ ଜରୁରୀ ଔଷଧର ଘୋର ଅଭାବ ଦେଖାଦେଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେତେ ଉଦ୍ୟମ କଲେ ମଧ୍ୟ…
ଆଖି ବୁଜିଲେ ୩୮ ରୋଗୀ
ନୂଆଦିଲ୍ଲୀ,୨୪ା୪: ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ କୋଭିଡ୍ ହସ୍ପିଟାଲରେ ୪ ଦିନ ହେଲା ଅକ୍ସିଜେନ ଅଭାବରୁ ଚିକିତ୍ସାଧୀନ ରୋଗୀ ଆଖି ବୁଜିବାରେ ଲାଗିଛନ୍ତି। ଏହିକ୍ରମରେ ସାର୍ ଗଙ୍ଗାରାମ ହସ୍ପିଟାଲ(ଏସ୍ଜିଆର୍ଏଚ୍)ରେ ଶୁକ୍ରବାର ଅକ୍ସିଜେନ ସଙ୍କଟ ଘାତକ ସାଜିଥିବା କୁହାଯାଉଛି। ଗତ ୨୪ ଘଣ୍ଟା…
୮ଟି ଜିଲାରେ କାଳବୈଶାଖୀ ଭୟ
ଭୁବନେଶ୍ୱର,୨୩।୪: ଓଡ଼ିଶାର ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ୮ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ସାଙ୍ଗକୁ ଝଡତୋଫାନ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସତର୍କ ସୂଚନା ଜାରି କରାଯାଇଛି।…
ଦୁଇ ମାସ ମାଗଣାରେ ମିଳିବ ରାସନ
ନୂଆଦିଲ୍ଲୀ,୨୩।୪: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏଥିରେ ପ୍ରଭାବିତ ହେଉଥିବା ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଯାଇଛି। ଫଳରେ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ…
Archives


