ଗୋଟିଏ ରାଷ୍ଟ୍ର ଭାବେ କାର୍ଯ୍ୟକଲେ ସମ୍ବଳ ଅଭାବ ରହିବନି: ମୋଦି

ନୂଆଦିଲ୍ଲୀ, ୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୧୧ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି। ମହାମାରୀ ବିରୋଧରେ ସାମୂହିକ ସାମର୍ଥ୍ୟ ସହ ଏକାଠି କାମ କରିବା ପାଇଁ ମୋଦି ଆହ୍ବାନ ଦେଇଛନ୍ତି। ଗୋଟିଏ ରାଷ୍ଟ୍ର ଭାବେ କାର୍ଯ୍ୟ କଲେ ସମ୍ବଳର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି।
ଅକ୍ସିଜେନ ଯୋଗାଣ ବଢ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ସରକାରଙ୍କର ସମସ୍ତ ସମ୍ପୃକ୍ତ ବିଭାଗ ଓ ମନ୍ତ୍ରଣାଳୟ ଏକାଠି କାର୍ଯ୍ୟ କରୁଛନ୍ତି। ଆବଶ୍ୟକ ଚାହିଦା ମେଣ୍ଟାଇବା ପାଇଁ ଶିଳ୍ପ ଲାଗି ଉଦ୍ଦିଷ୍ଟ ଅକ୍ସିଜେନ୍‌କୁ ରୋଗୀଙ୍କ ବ୍ୟବହାର ନିମନ୍ତେ ପଠାଯାଉଛି। ଔଷଧ ଓ ଅକ୍ସିଜେନ୍‌ ଆବଶ୍ୟକତା ପୂରଣ ପାଇଁ ସବୁ ରାଜ୍ୟ ସମନ୍ବୟ ରକ୍ଷା କରି ଏକାଠି କାର୍ଯ୍ୟ କରିବା ଆବଶ୍ୟକ। ବେଆଇନ ମହଜୁଦ୍‌ ଓ କଳାବଜାର ରୋକିବା ଲାଗି ସେ ରାଜ୍ୟଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଅକ୍ସିଜେନ୍‌ ଟ୍ୟାଙ୍କର ଯେଉଁ ରାଜ୍ୟକୁ ଯାଉଥାଉ ନା କାହିଁକି ଏହାକୁ ଯେପରି ଅଟକା ନ ଯାଏ ପ୍ରତ୍ୟେକ ରାଜ୍ୟ ତାହା ନିଶ୍ଚିତ କରିବା ଲାଗି ମୋଦି ପରାମର୍ଶ ଦେଇଛନ୍ତି। ସେହିପରି ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଯୋଗାଣ ନେଇ ରାଜ୍ୟଗୁଡ଼ିକ ଉଚ୍ଚସ୍ତରୀୟ ସମନ୍ବୟ କମିଟି ଗଠନ କରିବା ଲାଗି ସେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୦.୧୮%ଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୦ା୧: ଭାରତରେ ଦିଆଯାଉଥିବା କରୋନା ଟିକା ସୁରକ୍ଷିତ। ଏବେ ସୁଦ୍ଧା ସାଢ଼େ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଭାକ୍ସିନ ଦିଅ।ଯାଇସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର...

ଗୁଜରାଟ ସୀମାରେ ଚାଇନା ଯୁଦ୍ଧ ବିମାନ

ଅହମଦାବାଦ୍‌,୮।୧୨: ଗୁଜରାଟ ସୀମାରେ ଚାଇନା ଯୁଦ୍ଧ ବିମାନ ଠୁଳ କରିବା ସହିତ ସୈନ୍ୟ ବାହିନୀଙ୍କ ସଂଖ୍ୟା ବଢ଼ାଇଛି। ପାକିସ୍ତାନ ସହିତ ଚାଇନା ମିଳିତ ଭାବେ ସୈନ୍ୟ...

ଆର୍ୟନଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଖାରଜ

ମୁମ୍ବାଇ,୨୦।୧୦: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ପୁଣି ଝଟ୍‌କା ଲାଗିଛି। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତାଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଛି।...

ଘନ କୁହୁଡ଼ି ନେଲା ୩ ଛାତ୍ରଙ୍କ ଜୀବନ

ହାଇଦ୍ରାବାଦ/ଓ୍ବାଶିଂଟନ,୨୬ା୧୦: ଆମେରିକାରେ ଘନ କୁହୁଡ଼ି ଯୋଗୁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୩ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏନେଇ ସେମାନଙ୍କ ପରିବାର ପକ୍ଷରୁ ଆମେରିକାର...

ମସ୍କଙ୍କୁ ପୁନାଓ୍ବାଲାଙ୍କ ପରାମର୍ଶ, ଟୁଇଟର ନ କିଣି ଭାରତରେ ନିବେଶ କରିବା ଲାଭଦାୟକ…

ନୂଆଦିଲ୍ଲୀ, ୮।୫ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟୁଇଟରର ନୂତନ ମାଲିକ ଏଲୋନ ମସ୍କଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ...

ଚାଇନା ଅଧିକାରୀଙ୍କ ମନ୍ତବ୍ୟକୁ ସେନସର କରାଗଲା, ଦେଶରୁ ବାହାରକୁ ଯିବନି କରୋନା ତଥ୍ୟ !…

ବେଜିଂ,୨୪।୧୨ : ଚାଇନାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହଥିଲେ ଯେ ଚାଇନାର ଏକ ସହରରେ ପ୍ରତିଦିନ ପାଞ୍ଚ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି।...

୧୦୦ ସ୍ବର୍ଣ୍ଣ ମୁଦ୍ରା, ଜାଗା, କାର୍‌ ନେଲା ପରେ ମଧ୍ୟ ଝିଅକୁ ମାରିଦେଲେ

ଥିରୁଭାନ୍ଥପୁରମ,୨୩।୬: ଯୌତୁକ ନିର୍ଯାତନା ଦିଆଯାଉଥିବା ଫଟୋ ପରିବାର ଲୋକଙ୍କୁ ହ୍ବାଟ୍ସଆପ କରିଥିବା ୨୪ ବର୍ଷୀୟା ମହିଳାଙ୍କ ମୃତଦେହ ସ୍ବାମୀଙ୍କ ଘରୁ ମିଳିଛି। ଆୟୁର୍ବେଦିକ ମେଡିସିନ ଛାତ୍ରୀ...

ନୁପୂରଙ୍କୁ ମିଳିଲା ଲାଇସେନ୍ସ

ନୂଆଦିଲ୍ଲୀ,୧୨।୧: ନିଲମ୍ବିତ ଭାଜପା ନେତା ନୁପୁର ଶର୍ମାଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଲାଇସେନ୍ସ ମିଳିଛି। ଗୁରୁବାର ଦିଲ୍ଲୀ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନୁପୂର...

Advertisement
Archives

Model This Week