ମେ’ ୧୫ ଯାଏ ବନ୍ଦ ହେଲା ଜଗା ଦର୍ଶନ

ପୁରୀ ଅଫିସ,୨୪।୪: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି। ମେ’ ୧୫ ଯାଏ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନ ଉପରେ କଟକଣା ଲାଗିଥିବା ନେଇ ଶନିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଆଗାମୀ ଦିନରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଏଣୁ ନିର୍ବିଘ୍ନରେ ନୀତିକାନ୍ତି ନିମନ୍ତେ ସେବାୟତଙ୍କ ସୁସ୍ଥତା ଲାଗି ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ଲାଗି ଦର୍ଶନ ବନ୍ଦ ରହିଲେ ହେଁ ଦୈନିକ ନୀତିକାନ୍ତି ଚାଲୁ ରହିବ ବୋଲି ଜଣାପଡ଼ିଛି। ତେବେ ସେବାୟତମାନେ ଛତିଶା ନିଯୋଗ ବୈଠକରେ ଦର୍ଶନ ବନ୍ଦ ଲାଗି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ରେଳଷ୍ଟେଶନ ପ୍ରତି ଅବହେଳା ଅଭିଯୋଗ; ଶୀତଳ ଭଣ୍ଡାରରେ ପ୍ରସ୍ତାବିତ ରେଳପଥ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ଓଡ଼ିଶାର ତୃତୀୟ ବୃହତ୍ତମ ସହର। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ଅବହେଳା କରାଯାଉଛି। ଗଞ୍ଜାମ, ଫୁଲବାଣୀ, ଗଜପତି ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ...

ଜାଲ୍‌ ଶିକ୍ଷକଙ୍କୁ ଜିଲାପାଳଙ୍କ ଚେତାବନୀ: ଚାକିରି ଛାଡ଼ିଲେ ବି କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ୍‌,୨୨|୧୧- ଗଞ୍ଜାମ ଜିଲରେ ଶିକ୍ଷକ ନିଯୁକ୍ତି ସମୟରେ ଜାଲ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବାରୁ ବର୍ତ୍ତମାନ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରତିଦିନ କେହି ନା...

ଆହତ ସେନା ଡ୍ରାଇଭର ବୈଶିଙ୍ଗା ଅଞ୍ଚଳର

ବୈଶିଙ୍ଗା,୨୧ା୪(ଡି.ଏନ.ଏ.)- ଜମ୍ମୁ-କଶ୍ମୀର ପୁଞ୍ଚ୍‌ର ମେନ୍ଧାର ଅଞ୍ଚଳରେ ସେନା କର୍ମଚାରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆହତ ହୋଇଥିବା ଡ୍ରାଇଭର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର ବୋଲି...

ଗୋସାଇଁ ଗୁପ୍ତରେ କର୍ଣ୍ଣରେ ଦିଅନ୍ତି ମହାମନ୍ତ୍ର

ମହାକାଳପଡ଼ା,୨୬।୪ (ଡି.ଏନ୍‌.ଏ.) ପ୍ରାଚୀନ କାଳରେ ଗୁରୁକୁଳ ଆଶ୍ରମରେ ସାଧୁ ସନ୍ନ୍ୟାସୀମାନେ ନିଜର ଛାତ୍ରୀଛାତ୍ରଙ୍କୁ ଗୁପ୍ତରେ କର୍ଣ୍ଣରେ ଗୁରୁ ମହାମନ୍ତ୍ର ଦେଉଥିଲେ। ଆଜିକା ଦିନରେ ଗୁରୁକୁଳ ଆଶ୍ରମ...

କଠିନ ବର୍ଜ୍ୟବସ୍ତୁ ପରିଚାଳନା

ମହାନଗର ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ବିଭିନ୍ନ ଦୃଷ୍ଟିରୁ ଏହାର ଗୁରୁତ୍ୱ ବଢିଛି। ନାନା ଯୋଜନା ମାଧ୍ୟମରେ ସହରକୁ ନୂଆ ରୂପ ଦେବାକୁ...

ଛଟେଇ ପ୍ରତ୍ୟାହାର ନ ହେଲେ ୨୨ରୁ ଅନିର୍ଦ୍ଦିଷ୍ଟ ଧାରଣା

ଖୋର୍ଦ୍ଧା ଅଫିସ,୧୮ା୧୧: ରାଜଧାନୀ ଭୁବନେଶ୍ୱରରେ ଘରୋଇ ରାଷ୍ଟ୍ରଦ୍ୟୋଗ ଅଧୀନରେ ଦୀର୍ଘ ୧୪ବର୍ଷ ଧରି ଟେକ୍ନିସିଆନ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ...

ଭତ୍ତା ଟଙ୍କା ଛଡାଇ ନେଇ ମହିଳାଙ୍କୁ ଆକ୍ରମଣ

ପଦ୍ମପୁର,୨୬ା୩(ଡି.ଏନ.ଏ.): ଭଦ୍ରକ ସଦର ବ୍ଲକ ଅଧୀନ ଶେରପୁର ଗ୍ରାମର ଜଣେ ମହିଳା ଭତ୍ତା ଟଙ୍କା ନେଇ ଶନିବାର କେଦାରପୁର ପଞ୍ଚାୟତ କାଯର୍ର୍‌ୟାଳୟରୁ ଫେରୁଥିବା ବେଳେ କୁଣ୍ଡିପୋଲଠାରେ...

ଚର୍ଚ୍ଚାରେ ଟି-୨୦ ନକଲି ପାସ୍‌

କଟକ ଅଫିସ, ୧୭ା୬:ବାରବାଟୀରେ ଗତ ୧୨ତାରିଖରେ ଅନୁଷ୍ଠିତ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚରେ ନକଲି ପାସ୍‌ କାରବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନକଲି ପାସ୍‌...

Advertisement
Archives

Model This Week