ଦେଶ ଛାଡୁଛନ୍ତି ଧନୀ ଭାରତୀୟ: ୧୦ ଗୁଣା ଦାମରେ କିଣୁଛନ୍ତି ଟିକଟ…

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଦେଶର ବିଭିନ୍ନ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ ଦୁବାଇ ଭାରତୀୟ ବିମାନ ଉପରେ ରବିବାରଠାରୁ ପ୍ରତିବନ୍ଧକ ଲଗାଯିବା ନେଇ ଘୋଷଣା କରିଛି। ଏହାକୁ ଦୃଷ୍ଟିରେ ରଖି ଧନୀ ଭାରତୀୟମାନେ ଦେଶ ଛାଡ଼ିବା ଆରମ୍ଭ କରିଛନ୍ତି। ଦୁବାଇ ଯିବା ଲାଗି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଫଳରେ କର୍ମସିଆଲ ବିମାନ ଭଡ଼ା ୧୦ ଗୁଣା ବୃଦ୍ଧି ପାଇ ୮୦ ହଜାରରେ ପହଞ୍ଚିଛି। କେତେକ ଧନୀ ଭାରତୀୟ ମିଳିତ ଭାବେ ବିମାନ କିଣି ଦେଶ ଛାଡ଼ି ଦୁବାଇ ଯିବାକୁ ମଧ୍ୟ ଯୋଜନା କରୁଛନ୍ତି। ମୁମ୍ବାଇରୁ ଦୁବାଇ ଯାଉଥିବା ୧୨ ସିଟର ବିମାନ ଭଡ଼ା ୩୮ ହଜାର ଡଲାରରେ ପହଞ୍ଚିଛି। ସେହିପରି ୬ ସିଟର ବିମାନ ଭଡ଼ା ୩୧ ହଜାର ଡଲାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶକୁ ନଷ୍ଟ କରୁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୩୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ବୁଧବାର ଯୁଦ୍ଧ ବିମାନ ରାଫେଲକୁ ନେଇ...

ବଜେଟ ପୂର୍ବରୁ ‘ହଲାଓ୍ବା ସେରିମନୀ’ ଆୟୋଜିତ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୬।୧: କେନ୍ଦ୍ର ବଜେଟ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ପାରମ୍ପାରିକ ‘ହଲୱା ସେରିମନୀ’ ଆୟୋଜିତ ହୋଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ଏହି...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବ ସଂଗ୍ରହାଳୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଏକ ବିଶାଳ ସଂଗ୍ରହାଳୟ ନିର୍ମାଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଉପରେ ରାଜ୍ୟ ସଭା ଉପାଧ୍ୟକ୍ଷ...

ଭାଜପାରେ ସାମିଲ ହେବାର ୨୪ ଘଣ୍ଟା ମଧ୍ୟରେ ରାଜନୀତି ଛାଡିଲେ ଏହି ଖେଳାଳି

କୋଲକତା,୨୩।୭: ଭାଜପାରେ ଯୋଗଦେବାର ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ମେହତବ ହୋସେନ ରାଜନୀତି ଛାଡିଛନ୍ତି। ସେ କହିଛନ୍ତି ଯେ, ସେ...

ଝିଅ-ପୁଅଙ୍କ ପାଇଁ ସମାନ ବିବାହ ବୟସ ମାମଲାକୁ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧ : ବିବାହରେ ଝିଅ-ପୁଅଙ୍କ ପାଇଁ ସମାନ ବୟସ ଲାଗି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଛନ୍ତି। ଆଇନଜୀବୀ ଅଶ୍ୱିନୀ...

କଂଗ୍ରେସକର୍ମୀଙ୍କୁ ଗୋଡ଼େଇ ପିଟିଲେ ପୋଲିସ

ଭୋପାଳ, ୨୩।୧: କୃଷି ଆଇନ ନେଇ ଦେଶରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଶନିବାର ମଧ୍ୟାହ୍ନରେ କୃଷି ଆଇନକୁ ବିରୋଧ କରି କଂଗ୍ରେସକର୍ମୀମାନେ ଜବାହର ଛକରୁ...

କରୋନା ମହାମାରୀ ସହିତ କଡ଼ା ମୁକାବିଲା କରୁଛି ଚାଇନା: ଜିନପିଙ୍ଗ୍‌ଙ୍କ ନୂଆବର୍ଷ ବାର୍ତ୍ତା…

ବେଜିଂ,୩୧।୧୨ : ଚାଇନାରେ କରୋନା ମହାମାରୀ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି। ଦେଶ ମହାମାରୀ ସହିତ କଡ଼ରା ମୁକାବିଲା କରୁଛି। ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ ନୂଆବର୍ଷର...

ସ୍ତ୍ରୀଙ୍କ ମୃତଦେହକୁ ସୋନ ନଦୀରେ ଭସାଇଲେ ସ୍ବାମୀ

ଭୋପାଳ, ୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କାମଧନ୍ଦା ଅଭାବରୁ ବହୁ ଦିନମଜୁରିଆଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି।...

Advertisement
Archives

Model This Week