Home Middle

ଡୋନେସ୍କ, ଲୁହାନସ୍କରେ ରୁଷିଆ ସୈନ୍ୟ

ମସ୍କୋ,୨୩ା୨: ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ପୂର୍ବ ୟୁକ୍ରେନର ଡୋନ୍‌ବାସ୍‌କୁ ରୁଷିଆ ଦୁଇଟି ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାକୁ ଦୁଇଭାଗ କରି ଡୋନେସ୍କ ଏବଂ ଲୁହାନ୍‌ସ୍କ ରୂପେ ଘୋଷଣା କରିବା ପରେ ସମ୍ପୃକ୍ତ କ୍ଷେତ୍ରରେ ଯୁଦ୍ଧ ଭୟ…

କ୍ଷମତାଶାଳୀ-ସାଧାରଣଙ୍କ ପାଇଁ ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ…

ଥିରୁଭାନନ୍ତପୁରମ୍‌, ୨୨।୨ : ଆଇନ ସଭିଙ୍କ ପାଇଁ ସମାନ। ସମାଜରେ କ୍ଷମତାଶାଳୀ ଏବଂ ସାଧାରଣ ଲୋକଙ୍କ ଲାଗି ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ରାଜ୍ୟରେ…

ନାବାଳିକାଙ୍କ ସହ ପ୍ରେମସମ୍ପର୍କରେ ଅଭିଯୁକ୍ତଙ୍କୁ ଜାମିନ ଅପ୍ରାସଙ୍ଗିକ …

ନୂଆଦିଲ୍ଲୀ, ୨୨।୨ : ନାବାଳିକାଙ୍କ ସହ ପ୍ରେମ ସମ୍ପର୍କରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ଅପ୍ରାସଙ୍ଗିକ ବୋଲି ସୁପ୍ରିମ୍‌କୋର୍ଟ ଏକ ମାମଲାର ବିଚାର ସମୟରେ ଏଭଳି କହିଛନ୍ତି। ଝାଡଖଣ୍ଡ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଥିଲେ। ତେବେ ଏନେଇ…

ରୁଷିଆକୁ ଝଟ୍‌କା, ନର୍ଡ ଷ୍ଟ୍ରିମ-୨ ପାଇପ୍‌ଲାଇନ୍‌ ଉପରେ ଜର୍ମାନୀ ଲଗାଇଲା ରୋକ…

ମସ୍କୋ/ବର୍ଲିନ୍‌, ୨୨।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଜର୍ମାନୀ କଟକଣା ଘୋଷଣା କରିଛି। ଜର୍ମାନୀ ରଷିଆର ନର୍ଡ ଷ୍ଟ୍ରିମ-୨ ପାଇପ୍‌ ଲାଇନ୍‌ ଉପରେ ରୋକ ଲଗାଇଛି। ଫଳରେ ରୁଷିଆକୁ ବଡ଼ ଝଟ୍‌କା ଲାଗିଛି। ୟୁକ୍ରେନ୍‌ ଉପରେ…

ଭାରତର ବନ୍ଧୁପଣିଆ, ଆଫଗାନିସ୍ତାନକୁ ପଠାଇଲା ୫୦ ଟ୍ରକ୍‌ ଗହମ…

ନୂଆଦିଲ୍ଲୀ, ୨୨।୨ : ବିପଦ ସମୟରେ ଭାରତ ନିଜର ବନ୍ଧୁପଣିଆ ଦେଖାଇଛି। ଆଫଗାନିସ୍ତାନରେ ଜାରି ରହିଥିବା ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ୫୦ ଟକ୍ର ଗହମ ପଠାଇଛି। ୨୫୦୦ ମ୍ରେଟିକ୍‌ ଟନ୍‌ ଗହମ ମଙ୍ଗଳବାର ଆଫଗାନିସ୍ତାନ ଅଭିମୁଖେ ପଠାଯାଇଛି। ବହିର୍ବ୍ୟାପାର…

ମୋଦିଙ୍କ ସହିତ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି ଇମ୍ରାନ୍‌…

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାଁ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି। ରୁଷିଆ ଗସ୍ତ କରିବାର ଏକ ଦିନ ପୂର୍ବରୁ ଏକ ସାକ୍ଷାତ୍‌କାରରେ ଇମ୍ରାନ୍‌ ଏଭଳି କହିଛନ୍ତି। ଇମ୍ରାନ୍‌ ୟୁକ୍ରେନ୍‌ ବିବାଦରେ ରୁଷିଆକୁ…

ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାରକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ …

ନୂଆଦିଲ୍ଲୀ, ୨୨।୨ : ବିଭିନ୍ନ ଫାର୍ମା କମ୍ପାନୀଗୁଡ଼ିକ ପକ୍ଷରୁ ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାରକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ। ଏସମ୍ପର୍କରେ ଫାର୍ମା କମ୍ପାନୀଙ୍କ ପକ୍ଷରୁ କୌଣସି ଦାବି ମଧ୍ୟ ଉପସ୍ଥାପନ କରିହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।…

ଚତୁର୍ଥ ପର୍ଯ୍ୟାୟ: ରାଜ୍ୟରେ ୭୩% ମତଦାନ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ମଙ୍ଗଳବାର ସକାଳ ୭ଟାରୁ ଏଥିଲାଗି ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟାୟରେ ୭୩% ମତଦାନ ହୋଇଛି। ରାଜ୍ୟରେ ବିଶେଷ…

ଲାଞ୍ଚ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ଲାଗି ମାଗିବା ପ୍ରମାଣ-ସ୍ବୀକୃତି ଅନିବାର୍ଯ୍ୟ…

ନୂଆଦିଲ୍ଲୀ, ୨୨।୨ : ଲାଞ୍ଚ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ଦୁର୍ନୀତି ନିବାରଣ ଅଧିନିୟମ (ପିସି ଆକ୍ଟ)ର ଧାରା ୧୩ ଏବଂ ପଠିତ ଧାରା ୭ ଅନ୍ତର୍ଗତ ମାଗିବା ପ୍ରମାଣ ସହିତ ସ୍ବୀକୃତି ଅନିବାର୍ଯ୍ୟ। କେବଳ ଅର୍ଥ ରାଶିର…

ଦଶମ-ଦ୍ୱାଦଶ ଅଫ୍‌ଲାଇନ ପରୀକ୍ଷା ରଦ୍ଦ ମାମଲା, ବୁଧବାରରୁ ଶୁଣାଣି…

ନୂଆଦିଲ୍ଲୀ,୨୨।୨ : ସିବିଏସଇ, ଆଇସିଏସଇ, ଏନଆଇଓଏସ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବିରୋଧରେ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଗତ ବର୍ଷ ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ ଏ.ଏମ୍‌.ଖାନୱିଲକରଙ୍କ ଖଣ୍ଡପୀଠରେ ଏହି…

ଏୟାର ଲିଫ୍ଟ୍‌ ଆରମ୍ଭ, ପ୍ରଥମ ବିମାନରେ ସ୍ବଦେଶ ଫେରିବେ ୨୫୬ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ/କ୍ୱିଭ୍‌, ୨୨।୨ : ୟୁକ୍ରେନ୍‌ରେ ଯୁଦ୍ଧ ସଙ୍କଟ ଦେଖାଦେଇଥିବାରୁ ଏଠାରେଥିବା ୨୦ ହଜାର ଭାରତୀୟ ନାଗରିକ ଏବଂ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ଲାଗି ଏୟାର ଲିଫ୍ଟ୍‌ ଆରମ୍ଭ ହୋଇଛି। ଏଥିରେ ୪ଟି ବିମାନକୁ ମୁତୟନ କରାଯାଇଛି। ପ୍ରଥମ…

୮ ବର୍ଷ ଧରି ଡୋନେତସ୍କ୍‌-ଲୁହାଂସ୍କରେ ଅଶାନ୍ତି ଜାରି, ୧୪ ହଜାରରୁ ଅଧିକ ଜୀବନ ଗଲାଣି…

ମସ୍କୋ/କ୍ୱିଭ୍‌, ୨୨।୨ : ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ରାତି ୧୧ଟାରେ ପୁଟିନ୍‌ ରୁଷିଆ ସମର୍ଥିତ ବିଦ୍ରୋହୀଙ୍କ ଦ୍ୱାରା ଅଧିକୃତ ଡୋନୋତସ୍କ୍‌ ଏବଂ ଲୁହାଂସ୍କ ସହର କେତେକ ଅଞ୍ଚଳକୁ ସ୍ବତନ୍ତ୍ର ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?