ଆୟୁର୍ବେଦିକ ଡାକ୍ତର ଏଲୋପାଥିକ ପ୍ରତିପକ୍ଷଙ୍କ ଭଳି ଦରମା ପାଇବାକୁ ଯୋଗ୍ୟ…
ନୂଆଦିଲ୍ଲୀ, ୨୭।୩ : ଏନଆରଏଚଏମ୍/ଏନଏଚଏମ୍ ଯୋଜନା ଅନୁଯାୟୀ ଆୟୁର୍ବେଦିକ ଡାକ୍ତରମାନେ ଏଲୋପାଥିକ ମେଡିକାଲ ଅଫିସର ଏବଂ ଦନ୍ତ ଚିକିତ୍ସା ଅଧିକାରୀଙ୍କ ସହିତ ସମାନ ଦରମା ସମାନତା ପାଇବାକୁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରିଛନ୍ତି। ଜଷ୍ଟିସ ଭିନିତ…
ନୋ’ ବଲ୍ ସବୁ ବିଗାଡି ଦେଲା: ଭାରତ ବିଶ୍ୱକପ୍ରୁ ବିଦା
ଖ୍ରୀଷ୍ଟଚର୍ଚ୍ଚ,୨୭।୩: ମହିଳା ବିଶ୍ୱକପ୍ରୁ ବାଦ୍ ପଡିଛି ଭାରତୀୟ ମହିଳା ଦଳ। ଭାରତୀୟ ଦଳର ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ଭାଙ୍ଗି ଯାଇଛି। ମିତାଲି ରାଜଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାତରୁ ତିନି ଉଇକେଟରେ ପରାସ୍ତ…
ବ୍ରିଟେନ୍ ଲୋକେ ୟୁକ୍ରେନ୍ ଶରଣାର୍ଥୀଙ୍କୁ ଘରେ ଦେବେ ଆଶ୍ରୟ, ସରକାର ଆରମ୍ଭ କଲେ ଯୋଜନା…
ଲଣ୍ଡନ, ୨୭।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାଠାରୁ ଏପର୍ଯ୍ୟନ୍ତ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ଜୀବନ ଭୟରେ ଭିଟ।ମାଟି ଛାଡ଼ି ପଳାୟନ କରିଛନ୍ତି। ୟୁକ୍ରେନ୍ ଶରାଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ବ୍ରିଟେନ ସରକାରଙ୍କ ପକ୍ଷରୁ ‘ହୋମ ଫର…
କ୍ଷେପଣାସ୍ତ୍ର ଏସ୍ଆର୍ଏସ୍ଏଏମ୍ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୭ା୩: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ପେକ୍ଷଣାସ୍ତ୍ର ଏସ୍ଆରଏସ୍ଏମ୍ ସଫଳ ଉତ୍କ୍ଷେପଣ ହୋଇଛି। ରବିବାର ପୂର୍ବାହ୍ନରେ ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ ହୋଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏହି…
ସରୁନି ସାବେରି ବ୍ରିଜ୍ ନିର୍ମାଣ
ଏମ୍ଭି-୭୯,୨୭ା୩(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରେ ସାବେରୀ ନଦୀ ଉପରେ ଚାଲିଥିବା ବ୍ରିଜ୍ ନିର୍ମାଣ କାର୍ଯ୍ୟ ସରୁନାହିଁ। ନଦୀର ଉପର ମୁଣ୍ଡରେ ଚାଲିଥିବା ଏହି ବ୍ରିଜ୍ ନିର୍ମାଣକୁ ଇତିମଧ୍ୟରେ ୫ବର୍ଷ ବିତିଯାଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଠିକା କମ୍ପାନୀର ମନମୁଖି କାର୍ଯ୍ୟ…
ଏକ ସନ୍ତାନ ନୀତିର ପରିଣାମ, ଅବସର ବୟସ ସୀମା ବଢ଼ିଲା…
ବେଜିଂ, ୨୭।୩ : ଗତ ଦଶନ୍ଧି ଧରି ଚାଇନ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ‘ଏକ ସନ୍ତାନ ନୀତି‘ ପ୍ରଣୟନ କରିଥିଲା। ବର୍ତ୍ତମାନ ଚାଇନାକୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟି ସରକାର ବର୍ତ୍ତମାନ…
ଇମ୍ରାନଙ୍କୁ ଟାର୍ଗେଟ୍ କଲେ ମରିୟମ
ଇସଲାମାବାଦ,୨୭ା୩: ପାକିସ୍ତାନର ଇମ୍ରାନ ସରକାର ଏବେ ଟଳମଳ। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ରବିବାର ଇସଲାମାବାଦରେ ଏକ ମେଗା ରାଲି କରିବାକୁ ଯାଉଛନ୍ତି। ବିରୋଧୀ ଦଳର ପାକିସ୍ତାନୀ ମୁସଲିମ ଲିଗ୍-ନଓ୍ବାଜର ଉପାଧ୍ୟକ୍ଷ ଇମ୍ରାନଙ୍କ ଏହି ରାଲିରେ ମରିୟମ ନଓ୍ବାଜ ତାଙ୍କୁ ଟାର୍ଗେଟ କରିଛନ୍ତି। ଲାହୋରରେ…
୧ ଏପ୍ରିଲ୍ରୁ ୮୦୦ ଔଷଧର ଦାମ୍ ବୃଦ୍ଧି…
ନୂଆଦିଲ୍ଲୀ, ୨୭।୩ : ଦେଶରେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ଦାମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୧ରୁ ବହୁ ଜରୁରୀ ଔଷଧର ମୂଲ୍ୟ ବୃଦ୍ଧି…
୪୦ ହଜାର କୋଟି ଡଲାର ରପ୍ତାନୀ ଲକ୍ଷ୍ୟ ହାସଲ କରିଛି ଭାରତ…
ନୂଆଦିଲ୍ଲୀ, ୨୭।୩ : ଭାରତବାସୀ ଲୋକାଲ ରୁ ଆଜି ଗ୍ଲୋବାଲସ୍ତରରେ ପହଞ୍ଚିଛନ୍ତି। ଦେଶ ଏବେ ୪୦ ହଜାର କୋଟି ରପ୍ତାନୀ ଲକ୍ଷ୍ୟ ହାସଲ କରିଛି। ୮୭ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏସମ୍ପର୍କରେ ସୂଚନା…
୧ ଲକ୍ଷ ୟୁକ୍ରେନ ନାଗରିକଙ୍କୁ ସୁରକ୍ଷା ଦେବ ଆମେରିକା
ଓ୍ବାଶିଂଟନ,୨୭ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରବିବାର ୩୨ ଦିନରେ ପହଞ୍ଚିଛି। ଏହି ଆକ୍ରମଣରେ ୟୁକ୍ରେନ ବହୁତ କ୍ଷତି ସହିଛି। ତେବେ ୟୁକ୍ରେନ ମଧ୍ୟ ରୁଷିଆର ପ୍ରତିଶୋଧ ନେଇଛି। ଏପରି ଘଡ଼ସନ୍ଧି ମୁହୂର୍ତ୍ତରେ ୟୁକ୍ରେନକୁ ଆମେରିକା ୧୦୦ ମିଲିୟନ ଡଲାରର…
ତାଇଓ୍ବାନକୁ ଚାଇନାର ଅଂଶ ମାନନ୍ତି ନାହିଁ ୯୦ ପ୍ରତିଶତ…
ତାଇପେଇ, ୨୭।୩ : ଏକ ସର୍ଭେ ରିପୋର୍ଟ ଅନୁସାରେ ପ୍ରାୟ ୯୦ ପ୍ରତିଶତ ଲୋକ ତାଇୱାନ ଲୋକ ତାଙ୍କ ଦେଶକୁ ଚାଇନାର ଅଂଶ ଭାବେ ଗ୍ରହଣ କରନ୍ତି ନାହିଁ। ରେଡିଓ ତାଇୱାନ ଇଣ୍ଟରନ୍ୟାଶନାଲ(ଆରଟିଆଇ)ର ରିପୋର୍ଟ ଆଧାରରେ ତାଇୱାନ ନ୍ୟୁଜ ପକ୍ଷରୁ ଏହି…
ଯୁଦ୍ଧରେ ୧୨ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ଗଲାଣି…
ଓ୍ବାଶିଂଟନ/କ୍ୱିଭ୍/ମସ୍କୋ, ୨୭।୩ : ୟୁକ୍ରେନ ବିରୋଧରେ ରୁଷିଆର ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ୧୨ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଏହାର ସମ୍ପୂର୍ଣ୍ଣ ରିପୋର୍ଟ ୟୁକ୍ରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେନେରାଲ ଇରିନା ଭେନେଡିକୋଭାଙ୍କ…
Archives


