‘ମୁଁ ଗାଁର ପ୍ରଥମ କଲେଜ ଯାଇଥିବା ଝିଅ’
ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଭାରତ ଇତିହାସରେ ସୋମବାର ଯୋଡ଼ି ହୋଇଛି ଏକ ନୂତନ ଅଧ୍ୟାୟ। ଆଜି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ପାର୍ଲାମେଣ୍ଟ ଭବନର ସେଣ୍ଟ୍ରାଲ ହଲ୍ରେ ଏହି ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା। ଆଜି…
ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନେଲେ ଶପଥ…
ନୂଆଦିଲ୍ଲୀ,୨୫।୭ : ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସଂସଦର ସେଣ୍ଟାଲ ହଲରେ ଆୟୋଜିତ ଏକ…
ପ୍ରମାଣପତ୍ରରେ କେବଳ ମାତାଙ୍କ ନାମ ଲେଖିପାରିବେ ସନ୍ତାନ, ପିତାଙ୍କ ନାମ ନ ଲେଖିବାର ରହିଛି ଅଧିକାର, ହାଇକୋର୍ଟଙ୍କ ରାୟ…
ଥିରୁଭାନନ୍ତପୁରମ୍,୨୫।୭ : କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ସନ୍ତାନଙ୍କର ତାଙ୍କ ଆବଶ୍ୟକୀୟ ପ୍ରମାଣପତ୍ରରେ ପିତାଙ୍କ ନାମ ଉଲ୍ଲେଖ ନ କରିବାର ଅଧିକାର ରହିଛି ଏବଂ ସେ କେବଳ ତାଙ୍କ ମାତାଙ୍କ ନାମ…
୫ ରାଜ୍ୟରେ ସ୍ଥିତି ଅଣାୟତ୍ତ…
ନୂଆଦିଲ୍ଲୀ, ୨୫।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ସୁକୁର୍ଜିମାରୁ ଲାଭା ଉଦ୍ଗୀରଣ, ପଞ୍ଚମସ୍ତରୀୟ ସତର୍କ ସୂଚନା ଜାରି…
ଟୋକିଓ,୨୫।୭ : ଜାପାନର କାଗୋସିମା ଜିଲାର ସାକୁର୍ଜିମା ଆଗ୍ନେୟଗିରିରୁ ରବିବାର ରାତି ୮ଟା ୫ରେ ପ୍ରବଳ ବିସ୍ଫୋରଣ ହୋଇଛି। ଉତ୍ତପ୍ତ ଲାଭ,ପାଉଁଶ ଏବଂ ପଥର କ୍ରମାଗତ ଭାବରେ ଏଥିରୁ ବାହାରୁଛି। ଜାପାନର ପାଣିପାଗ ବିଭାଗ କହିଛି ଯେ ସାକୁର୍ଜିମା ଆଗ୍ନେୟଗିରିରେ ଏଭଳି…
ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୧୭ ମୃତ…
ପୋର୍ଟ-ୟୁ-ପ୍ରିନ୍ସ୍,୨୫।୭ : ହାଇତି ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ସମୁଦ୍ରରେ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ହାଇତିର ୧୭ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବାହାମା ଅଧିକାରୀ କହିଛନ୍ତି ଯେ ହାଇତି ପ୍ରବାସୀମାନଙ୍କୁ…
ସ୍ବାଧୀନତା ଦିବସ ପାଳନ ଲାଗି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା,ଲାଲକିଲ୍ଲାରେ ଲାଗିବ ଆଣ୍ଟି ଡ୍ରୋନ୍ ସିଷ୍ଟମ…
ନୂଆଦିଲ୍ଲୀ,୨୫।୭ : ଲାଲକିଲ୍ଲାରେ ସ୍ବାଧୀନତା ଦିବସ ପାଳନ ଅବସରରେ ଆତଙ୍କବାଦୀ ସଂଗଠନ ଏକ ବଡ଼ ଘଟଣା ଧରଣର ଆକ୍ରମଣ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିବା ଗୁପ୍ତ ସୂଚନା ମିଳିବା ପରେ ସତର୍କତା ଅବଲମ୍ବନ ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବହୁସ୍ତରୀୟ ସୁରକ୍ଷା…
ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଦ୍ରୌପଦୀ
ନୂଆଦିଲ୍ଲୀ,୨୫ ।୭: ସୋମବାର ଅର୍ଥାତ୍ ଜୁଲାଇ ୨୫ରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁ । ତେବେ ଶପଥ ଗ୍ରହଣ ପୂର୍ବରୁ ସେ ସକାଳୁ ସକାଳୁ ରାଜଘାଟ…
ବୈଷୟିକ ତ୍ରୁଟି ଯାଞ୍ଚ୍ ପାଇଁ ବିମାନ କମ୍ପାନୀଗୁଡ଼ିକର ସ୍ବତନ୍ତ୍ର ଅଡ଼ିଟ ଆରମ୍ଭ କଲା ଡିଜିସିଏ…
ନୂଆଦିଲ୍ଲୀ,୨୫।୭ : ଗତ କିଛି ଦିନ ଧରି ବିଭିନ୍ନ ବୀମାନ କମ୍ପାନୀର ବିମାନରେ ଉଡ଼ାଣ ସମୟରେ ନାନା ପ୍ରକାର ବୈଷୟିକ ତ୍ରୁଟି ନେଇ ଖବର ପ୍ରକାଶ ପାଇବା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।…
ଦୁର୍ଲଭ ବୃକ୍ଷ ଗବେଷଣାରେ ୨ ଯୁବ ଓଡ଼ିଆ
ପୁରୀ ଅଫିସ,୨୫।୭: ହିମାଳୟ ପାଦଦେଶର ଘଞ୍ଚ ଜଙ୍ଗଲରେ ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷରାଜିର ଅନୁସନ୍ଧାନ କରୁଛନ୍ତି ଦୁଇଜଣ ଓଡ଼ିଆ ଯୁବ ଗବେଷକ। ସେମାନେ ହେଲେ ପୁରୀର ବିଭୂତି ଭୂଷଣ ଚମ୍ପତି ଓ ଯାଜପୁରର ପ୍ରଭାତ କୁମାର ଦାସ। ଭାରତ ସରକାରଙ୍କ ଜୈବ…
ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମ୍ସ ଅଣାଯିବ
କୋଲକାତା, ୨୫ା୭: ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍ଏସ୍ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯିବ। ପାର୍ଥଙ୍କ ସ୍ବାସ୍ଥ୍ୟ ବିିଗିଡ଼ିଯିବା ପରେ ରବିବାର କାଲ୍କାଟା ହାଇକୋର୍ଟ ଏହି…
ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ରଣା
ନୂଆଦିଲ୍ଲୀ,୨୫ା୭: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଛି। ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା ଶାସିତ ୧୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ…

