ଶ୍ରୀଲଙ୍କା ସଙ୍କଟକୁ ନେଇ ଭାରତର ପ୍ରଥମ ପ୍ରତିକ୍ରିୟା, ଆମେ ବନ୍ଧୁତ୍ୱର ହାତ ବଢାଇଥିଲୁ, ଏବେବି ସାଙ୍ଗରେ ଅଛୁ
ନୂଆଦିଲ୍ଲୀ,୧୦ ।୭: ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ଶ୍ରୀଲଙ୍କାର ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ମହଙ୍ଗା ମାଡ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ସାଧାରଣ ଆବଶ୍ୟକ ଜିନିଷର ଦାମ ଅକାଶଛୁଆଁ ହୋଇଯାଇଛି । ଏହାକୁ ନେଇ ଲୋକେ…
ବାର୍ରେ ଗୁଳିବର୍ଷା: ୧୪ ମୃତ୍ୟୁ, ୧୦ ଆହତ
ଜୋହାନ୍ସବର୍ଗ,୧୦।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ସୋଭେଟୋ ଟାଉନସିପ ନିକଟରେ ଅବସ୍ଥିତ ଏକ ବାର୍ରେ ଗୁଳିକାଣ୍ଡ ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବନ୍ଧୁକଧାରୀ ଗୁଳି ଚଳାଇବା ପରେ ସଙ୍ଗେ ସଙ୍ଗେ ଧଳା ରଙ୍ଗର…
ରଥ ଦେଖି ଫେରିବା ବେଳେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ
ଖଇରା,୧୦।୭(ଡି.ଏନ୍.ଏ.): ବଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ କୋହ୍ଲସାହିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦ୍ରୌପଦୀ ହୋ(୪୫)। ସମା ହୋଙ୍କ ସ୍ତ୍ରୀ ଦ୍ରୌପଦୀ ଶନିବାର ସାରେ ମହୁଲପଙ୍ଖାରି ରଥ ଦେଖି ଫେରୁଥିବା ବେଳେ ୨ଟି ହାତୀ…
ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ ମୋଦିଙ୍କୁ: ଟିଏମସି ବିଧାୟକ
କୋଲକାତା,୧୦ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ବେଳକୁ ବେଳ ଖରାପ ହେବାରେ ଲାଗିଛି । ଏବେ ପରିସ୍ଥିତି ଏପରି ହୋଇଛି ଯେ ଶେଷକୁ ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡିଛି ଆଉ ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି…
ଭାରତ ସହ ଅନ୍ୟ ୪ ଦେଶର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ଜେଲେନସ୍କି
କିଭ୍,୧୦।୭: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ସମେତ ୫ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ସେ ବରଖାସ୍ତ କରିଛନ୍ତି। ଶନିବାର ୟୁକ୍ରେନ ରାଷ୍ଟ୍ରପତିଙ୍କ ୱେବସାଇଟରୁ ଏନେଇ ସୂଚନା ମିଳିଛି। କୌଣସି କାରଣ ନ ଦର୍ଶାଇ ଜର୍ମାନୀ,…
ଖୁବଶୀଘ୍ର ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା
ନୂଆଦିଲ୍ଲୀ,୧୦ ।୭: ଅମରନାଥ ଗୁମ୍ଫା ନିକଟରେ ହୋଇଥିବା ବାଦଲ ଫଟା ବର୍ଷାରେ ଏବେ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୬୫ ଜଣଙ୍କ ଚିକିତ୍ସା ଚାଲିଛି । ୪୧ ଜଣ ଏବେବି ନିଖୋଜ ଥିବା କୁହାଯାଉଛି । ତୃତୀୟ…
ଦେବଦୂତ ପାଲଟିଲେ ସେନା, ପାଣି କାଦୁଅରୁ ୫ ଜଣ ଜୀବନ୍ତ ଉଦ୍ଧାର
ଜମ୍ମୁ/ଶ୍ରୀନଗର,୧୦ ।୭: ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହେବା ଫଳରେ ପାହାଡରୁ ଅତଡା ଖସି ତୀର୍ଥ ଯାତ୍ରୀଙ୍କ ତମ୍ବୁକୁ ଭସାଇ ନେଇଥିଲା । ଫଳରେ ମାଟି କାଦୁଅରେ ଅନେକ ଲୋକ ପୋତିହୋଇ ପଡିଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ…
ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ଥିବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଉଚିତ, କହିଲେ ହାଇକୋର୍ଟ…
ଚେନ୍ନାଇ, ୯।୭ :ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ଥିବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ବିଚାରପତି ପି.ଏନ୍. ପ୍ରକାଶ ଏବଂ ଆର୍.ହେମଲତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ…
ସିରିଜ୍ ଜିତିଲା ଭାରତ…
ବର୍ମିଂହାମ୍, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ବର୍ମିଂହାମ୍ରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ସହଜ ବିଜୟ ହାସଲ କରିଛି। ଏହା ସହିତ ଭାରତ ୨ ଓ୍ବିକେଟରେ ବିଜୟ ଲାଭ କରି ୩ ଟି ମ୍ୟାଚରୁ ୨…
ମହାପ୍ରଭୁଙ୍କ ବାହୁଡ଼ା: ସିଂହଦ୍ୱାର ସମ୍ମୁଖରେ ତିନି ରଥ
ପୁରୀ ଅଫିସ,୯।୭: ବାହୁଡ଼ିଲେ ତିନିଠାକୁର। ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ। ଶନିବାର ସନ୍ଧ୍ୟାରେ ମାଉସୀ ମା’ଙ୍କ ପାଖରୁ ପୋଡ଼ପିଠା ଖାଇ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଜନ୍ମବେଦୀର ଲୀଳା ସାରି ବାହୁଡ଼ିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ…
ଏଲପିଜି ଦାମରେ ୧୫୭ ପ୍ରତିଶତ ବୃଦ୍ଧି, ଏବେ ଆଉ ଆଗକୁ ଯାଅ ନାହିଁ, କହିଲେ ରାହୁଲ…
ନୂଆଦିଲ୍ଲୀ, ୯।୭ : ଦେଶର ଦରଦାମ୍ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି ଟୁଇଟ କରି କହିଛନ୍ତି ଯେ ଭାଜପା ସରକାରଙ୍କ ଶାସନରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୭…
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା…
କଲମ୍ବୋ, ୯।୭ : ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଙ୍ଘେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ଏବଂ ଜନସାଧାରଣଙ୍କ ଅସନ୍ତୋଷ ଯୋଗୁଁ ୱିକ୍ରେମସିଙ୍ଘେଙ୍କୁ ଇସ୍ତଫା ଦେବାକୁ ପଡଛି। ୱିକ୍ରେମସିଙ୍ଘେ ୧୨ମଇରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ…
Archives


