Home Middle

ଟ୍ରିପଲ ଜମ୍ପରେ ଭାରତ ରଚିଲା ଇତିହାସ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍‌ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍‌ ଦେଶ ପାଇଁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଭାରତ ମଧ୍ୟ ଏହି…

ପଦକ ସଂଖ୍ୟା ୪୩ ଛୁଇଁଲା,ସ୍ବର୍ଣ୍ଣ ୧୫-ରୌପ୍ୟ ୧୧-ବ୍ରୋଞ୍ଜ ୧୭…

ବର୍ମିଂହାମ୍‌, ୭।୮ : ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ନିଜର ଦୃଢ଼ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତର ପଦକ ସଂଖ୍ୟା ଇତିମଧ୍ୟରେ ଦଶମ ଦିନ ସୁଦ୍ଧା ୪୩ରେ ପହଞ୍ଚିଛି। ସେଥିମଧ୍ୟରେ ୧୫ ସ୍ବର୍ଣ୍ଣ, ୧୧ ରୌପ୍ୟ ଏବଂ…

ମାତ୍ର ୧୫ ମିନିଟ୍‌ ମଧ୍ୟରେ ଭାରତକୁ ୨ ସ୍ବର୍ଣ୍ଣ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନ ଭାରତ ପାଇଁ ବହୁତ ଭଲ ରହିଛି। ବକ୍ସିଂରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମହିଳା ହକିରେ ବ୍ରୋଞ୍ଜ ପଦକ ମିଳିଛି। ବକ୍ସିଂରେ ମାତ୍ର ୧୫ ମିନନିଟ୍‌ ମଧ୍ୟରେ ଭାରତକୁ ୨ ସ୍ବର୍ଣ୍ଣ ପଦକ…

ନୀତୁଙ୍କ ଚମତ୍କାର ପ୍ରଦର୍ଶନ: ବକ୍ସିଂରେ ଭାରତକୁ ସ୍ବର୍ଣ୍ଣ

ବର୍ମିଂହାମ,୭।୮:ରାଜ୍ୟଗୋଷ୍ଠୀ କ୍ରୀଡାରେ ବକ୍ସିଂରେ ଭାରତ ସ୍ବର୍ଣ୍ଣ ପଦକ ମିଳିଛି। ହରିୟାଣାର ବକ୍ସର ନୀତୁ ଘଙ୍ଗାସ ଭାରତକୁ ଏହି ପଦକ ଜିତାଇଛନ୍ତି। ମହିଳା ୪୫-୪୮ କିଗ୍ରା ଫାଇନାଲରେ ନୀତୁ ଇଂଲଣ୍ଡ ବକ୍ସର ଡାମି ଜାଡେ ରେଜଟାନଙ୍କୁ ପରାସ୍ତ କରିଛନ୍ତି। ଏକପାଖିଆ ଢଙ୍ଗରେ ନୀତୁ…

୧୬ ବର୍ଷର ଅପେକ୍ଷା ଶେଷ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକିକୁ ବ୍ରୋଞ୍ଜ୍‌ ପଦକ…

ବର୍ମିଂହାମ, ୭।୮ : ଭାରତୀୟ ମହିଳା ହକି ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଭାରତୀୟ ଦଳ ସୁଟଆଉଟ ମାଧ୍ୟମରେ ଡିଫେଣ୍ଡିଂ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହା…

ନୀତି ଆୟୋଗ ବୈଠକ, ୨ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୭।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରବିବାର ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀମାନେ ଯୋଗ ଦେଇଥିଲେ।…

ପାଣିପାଗ ପୂର୍ବାନୁମାନ ଏବେ ହେଉଛି କଷ୍ଟକର, ଆଇଏମ୍‌ଡି ନିର୍ଦ୍ଦେଶକ କହିଲେ ଏହାର କାରଣ…

ନୂଆଦିଲ୍ଲୀ, ୭।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ପାଣିପାଗ ଘଟଣାଗୁଡ଼ିକର ସଠିକ ପୂର୍ବାନୁମାନ କରିବାରେ ଏଜେନ୍ସିଗୁଡିକ ଅସଫଳ ରହୁଛନ୍ତି। ଜଳବାୟୁ ପରିବର୍ତ୍ତନ ସ୍ଥିତି ପୂର୍ବାନୁମାନର କ୍ଷମତାକୁ ପ୍ରଭାବିତ କରୁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତୁଞ୍ଜୟ ମହାପାତ୍ର…

ଭାରତୀୟ ଆଇନ ବ୍ୟବସ୍ଥାରେ ଅପରାଧୀଙ୍କୁ ପାଠପଢ଼ା ଜାରି ରଖିବାର ରହିଛି ଅଧିକାର…

ପ୍ରୟାଗରାଜ, ୭।୮ : ଆହ୍ଲାବାଦ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ ଭାରତୀୟ ଆଇନ ବ୍ୟବସ୍ଥାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କର ମଧ୍ୟ ଅଧ୍ୟୟନ ଜାରି ରଖିବା ଏବଂ ଜେଲରୁ ପରୀକ୍ଷାରେ ହାଜର ହେବାର ଅଧିକାର ରହିଛି। ଯାହାଫଳରେ ସେ ସମାଜର ମୁଖ୍ୟ…

ଅନ୍ୟର ଚିନ୍ତାଧାରା ଗ୍ରହଣ କରିବା ଅର୍ଥ ନୁହେଁ ଯେ ଅଶାଳୀନ ଭାଷାକୁ ସହ୍ୟ କରାଯିବ…

ଗାନ୍ଧିନଗର, ୭।୮ : ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁଜରାଟ ଗାନ୍ଧିନଗରରେ କହିଛନ୍ତି ଯେ ଅନ୍ୟର ମତ ଅବା ଚିନ୍ତାଧାରାକୁ ଗ୍ରହଣ କରିବା ଏବଂ ସହନଶୀଳ ହେବା ଏହାର ଅର୍ଥ ନୁହେଁ ଯେ କାହାର ଅଶାଳଳୀନ ଭାଷାକୁ ମଧ୍ୟ ସହ୍ୟ କରାଯିବା…

ଆର୍ଥିକ ସଙ୍କଟ, ଆଇଏମ୍‌ଏଫ୍‌ ଋଣ ବୋଝ ତଳେ ଭାରତର ପଡ଼ୋଶୀ ଦେଶ…

ଓ୍ବାଶିଂଟନ, ୭।୮ : କରୋନା ମହାମାରୀ ପରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଭାରତର ପଡୋଶୀ ଦେଶ ଏଠାରୁ ଋଣ ନେବାରେ ଆଗୁଆ ରହିଛନ୍ତି। ଆଇଏମଏଫରୁ ଋଣ ନେବା ପ୍ରସଙ୍ଗରେ ପାକିସ୍ତାନ ଏକ ନମ୍ବର…

ଆଫଗାନିସ୍ତାନରେ ଏକଜୁଟ ହେଲେ ଭାରତ-ପାକିସ୍ତାନ, ତାଲିବାନ ହେଲା ଆଶ୍ଚର୍ଯ୍ୟ…

କାବୁଲ, ୭।୮ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପ୍ରାୟତଃ ତିକ୍ତ ରହିଥାଏ। କିନ୍ତୁ ଚଳିତ ସପ୍ତାହରେ ଆଫଗାନିସ୍ତାନରେ ଘଟିଥିବା ଏକ ଘଟଣା ତାଲିବାନକୁ ଆଶ୍ଚର୍ଯ୍ୟ କରିଥିଲା। କାବୁଲରେ ଭାରତ ଏବଂ ପାକିସ୍ଥାନର କୂଟନୀତିଜ୍ଞମାନେ ଏହି ନିୟମ ଉଲ୍ଲଂଘନ କରି…

ଚାଇନାର ବ୍ୟବସାୟ ଯୁଦ୍ଧ, ମେଡ୍‌ ଇନ୍‌ ତାଇଓ୍ବାନ ଉତ୍ପାଦ ଆମଦାନୀ-ରପ୍ତାନି ଉପରେ କଟକଣା…

ବେଜିଂ, ୭।୮ : ଆମେରିକାର ଟେକ୍‌ଜାଣ୍ଟ୍‌ ଆପଲ ଏହାର ଯୋଗାଣକାରୀଙ୍କୁ ଚାଇନା କଷ୍ଟମ ନିୟମକୁ କଡାକଡି ପାଳନ କରିବାକୁ ଏବଂ ତାଇୱାନର ଉତ୍ପାଦଗୁଡ଼ିକୁ ମେଡ ଇନ ତାଇୱାନ ଭାବେ ବୋଲି ନାମକରଣ ନ କରିବାକୁ କହିଛି। ଆମେରିକାର ସିନେଟ ବାଚସ୍ପତି ନାନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?