ୟୁଏଫ୍ଓ ବାସ୍ତବ, ତଦନ୍ତ ଜରୁରୀ
ଓ୍ବାଶିଂଟନ୍, ୧୮ା୫:ଏଲିଅନ୍ ଏବଂ ଅନ୍ଆଇଡେଣ୍ଟିଫାଏଡ୍ ଫ୍ଲାଇଂ ଅବ୍ଜେକ୍ଟ(ୟୁଏଫ୍ଓ) ବାବଦରେ କାହିଁକେବେଠୁ ନାନା ଚର୍ଚ୍ଚା ଲାଗିରହିଛି। ଅନେକ ସମୟରେ ଲୋକଙ୍କ ମୋବାଇଲ କ୍ୟାମେରାରେ କଏଦ ୟୁଏଫ୍ଓ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଏହି ଅଜଣା ଉଡ଼ନ୍ତା ବସ୍ତୁ ଏଲିଏନ୍ଙ୍କ…
ଏସ୍ଆର୍ଏଚ୍ ବିଜୟୀ…
ମୁମ୍ବାଇ, ୧୭।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ବିପକ୍ଷରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆର୍ଏଚ୍) ବିଜୟ ହାସଲ କରିଛି । ଧାର୍ଯ୍ୟ ୧୯୪ ରନ୍ ଲକ୍ଷ୍ୟର ପିଛା କରି ଏମ୍ଆଇ ୨୦…
ଚାଇନା ଗୁପ୍ତଚରୀ ଏଜେନ୍ସି ଟାର୍ଗେଟରେ ଅବସରପ୍ରାପ୍ତ ନେପାଳୀ ଅଫିସର…
ବେଜିଂ, ୧୭।୫ : ଚାଇନାର ଗୁପ୍ତଚର ଏଜେନ୍ସି ନେପାଳର ସେନାର ପୂର୍ବତନ ଅଧିକାରୀମାନଙ୍କୁ ଏହାର ଟାର୍ଗେଟରେ ରଖିଛି। ନେପାଳର ବହୁ ଅବସରପ୍ରାପ୍ତ ବରିଷ୍ଠ ସେନା ଅଧିକାରୀ ଚାଇନା ଦୂତାବାସ ସହିତ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ଗୁପ୍ତଚର ରିପୋର୍ଟରୁ ଏହି ସୂଚନା ମିଳିଛି।…
କୋଇଲା ଅଭାବ, ରେଲଓ୍ବେ ପକ୍ଷରୁ ଚଳାଚଳ କରୁଛି ୩ କିଲୋମିଟର ଲମ୍ବ ଡ୍ରାଗନ ର଼୍ୟାକ…
ନୂଆଦିଲ୍ଲୀ, ୧୭।୫ : ଦେଶରେ ତାତି ବଢ଼ିବା ସହିତ ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି। ତେବେ ରେଳଓ୍ବେ ପକ୍ଷରୁ ଉତ୍ତର ଭାରତରେ ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ ନୂତନ ପରୀକ୍ଷଣ କରୁଛି। ନୂତନ ରେଳ ଚଳାଚଳ ଠାରୁ ଆରମ୍ଭ କରି କ୍ଷମତା ବୃଦ୍ଧି…
ଏମ୍ଆଇ ପାଇଁ ବିଜୟ ଲକ୍ଷ୍ୟ ୧୯୪…
ମୁମ୍ବାଇ, ୧୭।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ସନ୍ ରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆର୍ଏଚ୍) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା…
କଂଗ୍ରେସ ନେତା ନେବେନି ଅବସର…
ନୂଆଦିଲ୍ଲୀ, ୧୭।୫ : କଂଗ୍ରେସ ବର୍ତ୍ତମାନ ଏହାର ନେତାଙ୍କ ପାଇଁ ଅବସର ବୟସ ସୀମା ସ୍ଥିର କରିବ ନାହିଁ। ୫୦ ବର୍ଷରୁ କମ ବୟସର ନେତାମାନଙ୍କୁ ସଂଗଠନର ପ୍ରତ୍ୟେକ ସ୍ତରରେ ୫୦ ପ୍ରତିଶତ ପଦ ଦେବା ନିଷ୍ପତ୍ତି ନିଆଯିବା ପରେ ଦଳ…
ଟସ୍ ଜିତିଲା ଏମ୍ଆଇ, ବୋଲିଂ ନିଷ୍ପତ୍ତି…
ମୁମ୍ବାଇ, ୧୭।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ସନ୍ ରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆର୍ଏଚ୍) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା…
କୋର୍ଟ କମିଶନର ହଟିଲେ…
ବାରାଣସୀ, ୧୭।୫ : ଜ୍ଞାନବ୍ୟାପି ମାମଲାରେ ମୁସଲମାନ ପକ୍ଷଙ୍କ ଆବେଦନ ଅନୁସାରେ ବାରାଣସୀ କୋର୍ଟ କୋର୍ଟ କମିଶନର ଅଜୟ ମିଶ୍ରଙ୍କୁ ହଟାଇ ଦେଇଛନ୍ତି। ଅନ୍ୟ ଦୁଇ କୋର୍ଟ କମିଶନର୍ ନିଜର କାର୍ଯ୍ୟ ଜାରି ରଖିବେ। ବାରାଣସୀର ସିଭିଲ ଜଜ ସିନିୟର ଡିଭିଜନର…
ଜ୍ଞାନବ୍ୟାପି ମାମଲା, ସର୍ଭେ ଉପରେ ରୋକକୁ ସୁପ୍ରିମ୍କୋର୍ଟଙ୍କ ମନା, ଶିବଲିଙ୍ଗ ସଂରକ୍ଷଣ-ନମାଜ ପଢ଼ିବା ଜାରି ରଖିବାକୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ, ୧୭।୫ : ଜ୍ଞାନବ୍ୟାପି ମସଜିଦର ସର୍ଭେ ଉପରେ ରୋକ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ଏହି ମାମଲାରେ ନିମ୍ନ ଅଦାଲତରେ ବିଚାର ଚାଲିଛି। ତେଣୁ ଜିଲା କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରାଯିବା…
୬-ଜି ସେବା ଆରମ୍ଭ ହେବ କେବେ ? ପ୍ରଧାନମନ୍ତ୍ରୀ ଦେଲେ ସୂଚନା…
ନୂଆଦିଲ୍ଲୀ, ୧୭।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଦେଶରେ ୬-ଜି ସେବା ଆରମ୍ଭ ହେବାର ଆଶା ରହିଛି। ଏଥିପାଇଁ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ ହୋଇଥିବା ସେ କହିଛନ୍ତି। ଦେଶରେ ୩-ଜି…
ଜମ୍ମୁ-କଶ୍ମୀର ପରସିମନ ନେଇ ପାକିସ୍ତାନର ପ୍ରସ୍ତାବକୁ ହାସ୍ୟାସ୍ପଦ କହିଲା ଭାରତ…
ନୂଆଦିଲ୍ଲୀ, ୧୭।୫ : ଜମ୍ମୁ-କଶ୍ମୀରରେ ପରସିମନ କମିଶନ ଅନ୍ତର୍ଗତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଉପରେ ପାକିସ୍ତାନର ନ୍ୟାଶନାଲ ଆସେମ୍ବ୍ଲିରେ ନିଆଯାଇଥିବା ପ୍ରସ୍ତାବ ଉପରେ ଭାରତ କଡ଼ା ଜବାବ ଦେଇଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏ ସମ୍ପର୍କରେ ସୂଚନା…
ଅଯୋଧ୍ୟା ଯାତ୍ରା ନେଇ ରାଜ୍ ଠାକ୍ରେ-ଅଠାଓ୍ବଲେ ମୁହାଁମୁହିଁ…
ଠାଣେ, ୧୭।୫ : କେନ୍ଦ୍ର ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ-ଏ) ମୁଖ୍ୟ ରାମଦାସ ଅଠାୱାଲେ କହିଛନ୍ତି ଯେ ଆସନ୍ତା ମାସରେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତ ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକ୍ରେ ଉତ୍ତର ଭାରତୀୟଙ୍କ…
Archives


