Home Middle

ଭଡ଼ାରେ ମିଳୁଛନ୍ତିି ପୋଲିସ, ୭୦୦ରେ କନଷ୍ଟେବଳ- ଅଢ଼େଇ ହଜାରରେ ଇନ୍ସପେକ୍ଟର-୩,୩୧୦୦ରେ ଷ୍ଟେଶନ…

ଥିରୁଭାନନ୍ତପୁରମ୍‌, ୧୧।୮ : ସମ୍ପ୍ରତି କେରଳରେ ଏକ ଆଇନକୁ ନେଇ ବିବାଦ ଉପୁଜିଛି। ବାସ୍ତବରେ କେରଳରେ ଏକ ପୁରୁଣା ନିୟମ ଅଛି ଯେ ଭଡ଼ାରେ ଯେକେହି ପୋଲିସ ନିଯୁକ୍ତି କରିପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେବଳ ଏକ ଦେୟ ଦେବାକୁ ପଡିବ।…

ପୁଣି ଫେରିଲା କଟକଣା, ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା…

ନୂଆଦିଲ୍ଲୀ, ୧୧।୮ : ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ପୁଣି କଟକଣା ଫେରିଛି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହି ନିୟମର ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କଠାରୁ ୫୦୦ ଟଙ୍କା…

କିନ୍ନର ହେବେ ପାଇଲଟ୍‌, ଡିଜିସିଏ ଜାରି କଲା ନୂଆ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୧୧।୮ : ପାଇଲଟ ହେବାକୁ ଚାହୁଁଥିବା କିନ୍ନରଙ୍କ ଫିଟନେସର ଏରୋମେଟିକାଲ ମୂଲ୍ୟାଙ୍କନ ବିଷୟରେ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ଫଳରେ ଏଣିକି କିନ୍ନରଙ୍କ ବ୍ୟବସାୟିକ ପାଇଲଟ ହେବାର ସ୍ବପ୍ନ ପୂରଣ ହୋଇପାରିବ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)…

ସ୍ବାଧୀନତା ଦିବସର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୪ ଦେଶର ଯୁବବର୍ଗ…

ନୂଆଦିଲ୍ଲୀ, ୧୧।୮ ସ୍ବାଧୀନତା ଦିବସ ଉପଲକ୍ଷେ ୯ ଅଗଷ୍ଟରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୪ ଦେଶର ଯୁବବର୍ଗ ଅଂଶଗ୍ରହଣ କରିଛନ୍ତି। ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଏଭଳି ଏକ ସ୍ବତନ୍ତ୍ର ଯୁବବର୍ଗଙ୍କ…

ଲାଲ୍‌ କିଲ୍ଲାରେ ପ୍ରଥମ ଥର ପାଇଁ ସଲାମୀ ଦେବ ସ୍ବଦେଶୀ ତୋପ…

ନୂଆଦିଲ୍ଲୀ, ୧୧।୮ : ଅଗଷ୍ଟ ୧୫ରେ ୭୫ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ ୨୧ ଥର ତୋପ ସଲାମୀ ପାଇଁ ମେକ ଇନ ଇଣ୍ଡିଆ ପଦକ୍ଷେପର ଏକ ଅଂଶ ଭାବରେ ସ୍ବଦେଶୀ ଆଡଭାନ୍ସଡ…

ମମତାଙ୍କୁ ଝଟ୍‌କା, ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ…

କୋଲକାତା, ୧୧।୮ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା ଲାଗିଛି। ପଶୁ ଚୋରା ଚାଲାଣ ମାମଲାରେ ଏକ ବଡ ପଦକ୍ଷେପ ନେଇ ସିବିଆଇ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି। ଗୁରୁବାର ସକାଳେ ସିବିଆଇ ଟିମ ଅନୁବ୍ରତ…

ପାୱାରଙ୍କୁ ପ୍ରେରଣା ଦେଲା ନୀତୀଶଙ୍କ ପଦକ୍ଷେପ…

ମୁମ୍ବାଇ, ୧୧।୮ : ବିହାର ରାଜନୀତିରେ ପରିବର୍ତ୍ତନର ପ୍ରଭାବ ମହାରାଷ୍ଟ୍ରରେ ମଧ୍ୟ ଦେଖାଯାଉଛି। ପ୍ରକାଶ ଯେ, ଶରଦ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି ମହା ବିକାଶ ଅଘାଡି ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛି। ଏ ବାବଦରେ ଏନସିପି ନେତାମାନେ ଶିବସେନା…

ଭାଜପାର ମିଶନ ପଶ୍ଚିମବଙ୍ଗ, ୨୦୨୪ ମେଗା ପ୍ଲାନ୍‌ରେ ଧର୍ମେନ୍ଦ୍ର-ସ୍ମୃତି-ଜ୍ୟୋତିରାଦିତ୍ୟ ସାମିଲ…

ନୂଆଦିଲ୍ଲୀ, ୧୧।୮ : ପଶ୍ଚିମବଙ୍ଗରେ ୨୦୧୯ ସାଧାରଣ ନିର୍ବାଚନରେ ୪୨ ଟି ଲୋକ ସଭା ଆସନ ମଧ୍ୟରୁ ୧୮ରେ ବିଜୟ ହୋଇଥିଲା। ବର୍ତ୍ତମାନ ପୁଣି ଥରେ ଭାଜପା ରାଜ୍ୟରେ ସ୍ଥିତି ସୁଦୃଢ଼ କରିବା ଲାଗି ମିଶନ ୨୦୨୪ ଯୋଜନା ପ୍ରସ୍ତୁତ କରିଛି।…

ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରୁଛି ଚାଇନା…

ବେଜିଂ, ୧୧।୮ : ପାକିସ୍ତାନରୁ ବ୍ୟକ୍ତିଗତ ଲାଭ ପାଇଁ ଚାଇନା ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। କେବଳ ଏତିକି ନୁହେଁ ଚାଇନା ମଧ୍ୟ ଆତଙ୍କବାଦ ସହ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ଅଛି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ପାକିସ୍ତାନ ସ୍ଥିତ…

ରକ୍ଷାବନ୍ଧନର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୧୧।୮ : ରକ୍ଷାବନ୍ଧନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିନନ୍ଦନ ବାର୍ତ୍ତାରେ ଲେଖିଛନ୍ତି ଭାଇ ଓ ଭଉଣୀଙ୍କ ମଧ୍ୟରେ ଅବିସ୍ମରଣୀୟ ବନ୍ଧନ, ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରକ୍ଷାବନ୍ଧନର ଆନନ୍ଦ ଉତ୍ସବରେ ମୁଁ…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

୧୪ତମ ଉପରାଷ୍ଟ୍ରପତି ଭାବେ ଧନକର ନେବେ ଶପଥ…

ନୂଆଦିଲ୍ଲୀ, ୧୧।୮ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଏନଡିଏ ପ୍ରାର୍ଥୀ ଜଗଦୀପ ଧନକର ଗୁରୁବାର ଭାରତର ନୂତନ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୧ଟା ୪୫ରେ ରାଷ୍ଟ୍ରପତି ଭବନରେ ଜଗଦୀପ ଧନକରଙ୍କୁ ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?