ଘନେଇଲା ସଙ୍କଟ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ଉପର ମୁହାଁ…
ନୂଆଦିଲ୍ଲୀ, ୨୪।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୫୯୩ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ…
୨୦୨୪ ପାଇଁ ବିଜେଡିର ରଣନୀତି
ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିଛି। ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଚାୟତ ଓ ପୌର ନିର୍ବାଚନ ଭଳି ବିଧାନସଭା ଓ ଲୋକ ସଭା ନିର୍ବାଚନରେ ଦଳ କିପରି କ୍ଲିନ୍ ସୁଇପ୍…
ଟିଭି ଚ୍ୟାନେଲ ଉପରେ ସରକାରୀ କଟକଣା
ନୂଆଦିଲ୍ଲୀ,୨୪।୪ (ପି.ଟି.): ୟୁକ୍ରେନ୍-ରୁଷିଆ ଯୁଦ୍ଧ ଏବଂ ଦିଲ୍ଲୀ ଦଙ୍ଗାକୁ ନେଇ ଘରୋଇ ଟିଭି ଚ୍ୟାନେଲଗୁଡ଼ିକରେ ପ୍ରସାରିତ କେତେକ ବିତର୍କରେ ଉତ୍ତେଜକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ହୋଇ ନ ଥିବା ଭାଷା ବ୍ୟବହାର କରାଯାଇଥିବା ଦେଖାଯାଇଛି। ଏଥିସହ ବିତର୍କକୁ ‘ପରମାଣୁ ପୁଟିନ୍’…
ତ୍ୱରିତ ନ୍ୟାୟ ପ୍ରକୃତ ନ୍ୟାୟକୁ କ୍ଷତି ପହଞ୍ଚାଏ…
ନୂଆଦିଲ୍ଲୀ, ୨୩।୪ : ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ରହିଛି। ଏପରିସ୍ଥଳେ କେତେକେ ତ୍ୱରିତ ନ୍ୟାୟ ପାଇଁ ଆଶା ରଖିଥାନ୍ତି। କିନ୍ତୁ ତ୍ୱରିତ ନ୍ୟାୟ ପ୍ରକୃତ ନ୍ୟାୟକୁ କ୍ଷତି ପହଞ୍ଚାଇଥାଏ ବୋଲୀ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି…
ଇମ୍ରାନ ଏବଂ ତାଙ୍କ ସ୍ତ୍ରୀ ଟଙ୍କାଟିଏ ନ ଦେଇ ରଖିଥିଲେ ୫୨ଟି ବିଦେଶୀ ଉପହାର
ଇସଲାମାବାଦ,୨୩ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ତାଙ୍କ ସ୍ତ୍ରୀ ବୁଶ୍ରା ବିବି ବିଭିନ୍ନ ଦେଶରେ ୧୪.୨ ମିଲିୟନରୁ ଅଧିକ ମୂଲ୍ୟର ୧୧୨ଟି ମୂଲ୍ୟବାନ ଉପହାର ରଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି ଉପହାରଗୁଡ଼ିକ ବିନା ମୂଲ୍ୟରେ ରଖାଯାଇଥିଲା କିମ୍ବା…
ଏସ୍ଆର୍ଏଚ୍ର ସହଜ ବିଜୟ…
ମୁମ୍ବାଇ, ୨୩।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ବିପକ୍ଷରେ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ସହଜ ବିଜୟ ହାସଲ କରିଛି। ବିଜୟ ପାଇଁ ଆବଶ୍ୟକ ୬୯ ରନ୍ର ପିଛା କରି ଏସ୍ଆର୍ଏଚ୍ ୮ ଓଭରରେ…
ଆର୍ସିବିର ବ୍ୟାଟିଂ ବିପର୍ଯ୍ୟୟ, ଏସ୍ଆର୍ଏଚ୍ ପାଇଁ ବିଜୟ ଲକ୍ଷ୍ୟ ୬୯…
ମୁମ୍ବାଇ, ୨୩।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ବିପକ୍ଷରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆର୍ଏଚ୍) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ…
ସିବିଏସ୍ଇ ପାଠ୍ୟକ୍ରମରେ ପରିବର୍ତ୍ତନ, ଇସଲାମ୍ ସାମ୍ରାଜ୍ୟ-ଶୀତଳଯୁଦ୍ଧ ଅଧ୍ୟାୟ ହଟିଲା..
ନୂଆଦିଲ୍ଲୀ, ୨୩।୪ : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସ୍ଇ) ପକ୍ଷରୁ ଏହାର ପାଠ୍ୟକ୍ରମରେ କେତେକ ପରିବର୍ତ୍ତନ କରାଯାଇଛି। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଶୀତଳ ଯୁଦ୍ଧ ଯୁଗ, ଆଫ୍ରୋ-ଏସୀୟ ଅଞ୍ଚଳରେ ଇସଲାମ ସାମ୍ରାଜ୍ୟର ଅଭ୍ୟୁଦୟ, ମୋଗଲ କୋର୍ଟର ଇତିହାସ ଏବଂ…
ଏସ୍ଆର୍ଏଚ୍ ଜିତିଲା ଟସ୍, ପ୍ରଥମେ ବୋଲିଂ…
ମୁମ୍ବାଇ, ୨୩।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ବିପକ୍ଷରେ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଏସ୍ଆର୍ଏଚ୍ର…
ଜିଟି ବିଜୟୀ…
ମୁମ୍ବାଇ, ୨୩।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ୍ (କେକେଆର) ବିପକ୍ଷରେ ଗୁଜରାଟ ଟାଇଟନ୍ସ(ଜିଟି) ୮ ରନ୍ରେ ବିଜୟୀ ହୋଇଛି। ମହାରାଷ୍ଟ୍ର ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ସ୍ପୋଟର୍ସ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଜିଟିର…
ମାତୋଶ୍ରୀରେ ହନୁମାନ ଚାଳିସା ପାଠ,ନବନୀତ-ରବି ଗିରଫ…
ମୁମ୍ବାଇ, ୨୩।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ହନୁମାନ ଚାଳିସା ପାଠକୁ ନେଇ ବିବାଦ ଥମିବାର ନା ଧରୁନି। ଶିବସେନା କର୍ମକର୍ତ୍ତାଙ୍କ ଅଭିଯୋଗ କ୍ରମେଏମ୍ପି ନବନୀତ୍ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କୁ ମୁମ୍ବାଇ…
ପାମ୍ ଅଏଲ୍ ରପ୍ତାନୀ ଉପରେ କଟକଣା, ବଢ଼ିଲା ଭାରତର ଚିନ୍ତା…
ଜାକର୍ତ୍ତା/ନୂଆଦିଲ୍ଲୀ, ୨୩।୪ : ପାମ୍ ତେଲ ଉତ୍ପାଦନ କ୍ଷେତ୍ରରେ ଇଣ୍ଡୋନେସିଆ ବିଶ୍ୱର ଶୀର୍ଷରେ ରହିଛି। ଏହା ସତ୍ତ୍ୱେ ଦେଶରେ ପାମ୍ ତେଲ ସଙ୍କଟ ଦେଇଛି। ଇଣ୍ଡୋନେସିଆରେ ଘରୋଇ ଖାଇବା ତେଲର ମୂଲ୍ୟ ପୂର୍ବରୁ ବୃଦ୍ଧି ପାଇଥିବା ବେଳେ ଏବେ ମଧ୍ୟ ଏହା…
Archives


