Posted inଜାତୀୟ

ଜୈଶ୍‌ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ୍‌, ୮ ଗିରଫ…

ଶ୍ରୀନଗର, ୨୪।୫ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ୍‌ ଘଟିଛି। ପୁଲଓ୍ବାମା ଜିଲାର ଅଓ୍ବନ୍ତିପୁରାରେ ଏହି ଘଟଣାରେ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଗୋଳା ବାରୁଦ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସିଆର୍‌ପିଏଫ୍‌ ଏବଂ ସେନା ଯବାନଙ୍କ ମିଳିତ ଅପରେଶନ୍‌ରେ ଏହି ସଫଳତା ମିଳିଛି।

ଗିରଫ ଆତଙ୍କବାଦୀଙ୍କୁ ପଚରା ଉଚରା କରାଯାଉଛି। ସେମାନଙ୍କୁ ମୁସ୍ତାଫ ଅହମ୍ମଦ, ଇାଫାକ୍‌ ଅହମ୍ମଦ, ମଞ୍ଜୁର ଅହମ୍ମଦ, ଫୈୟାଜ ଅହମ୍ମଦ, ଶବିର ଅହମ୍ମଦ, ମହମ୍ମଦ ଲତିଫ, ଶିରାଜ ଅହମ୍ମଦ ଏବଂ ଓ୍ବସିମ୍‌ ଅହମ୍ମଦ ଭାବେ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ସଂକଟ: ୨୯ ରୁଟ୍‌ ପାଇଁ ବିମାନ ଉଡ଼ାଣରେ ଲାଗିଲା କଟକଣା

ନୂଆଦିଲ୍ଲୀ,୧୩ା୫: ତେଲ ସଂକଟ ନେଇ ଉଡ଼ାଣ କମ୍‌ ପାଇଁ ସୂଚନା ଜାରି କରିଛି ଏୟାର ଇଣ୍ଡିଆ। ୨୯ଟି ଅନ୍ତର୍ଜାତୀୟ ରୁଟ୍‌ରେ ଉଡ଼ାଣ କମ୍‌ ଓ ବାତିଲ ନେଇ…

ଚାଷୀଙ୍କ ପାଇଁ ଖୁସି ଖବର, ଧାନର MSP ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୩ା୫: କେନ୍ଦ୍ର କ୍ୟାବିନେଟର ବୈଠକରେ ଚାଷୀ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ୨୦୨୬-୨୭ ଖରିଫ ଋତୁ…

ବସ୍‌ରେ ଯାତ୍ରା କରିବେ ନୀତିନ ଗଡକରୀ, ମୋଦିଙ୍କ ଅପିଲ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ଼୍ବାନ ପରେ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଇନ୍ଧନ ସଂରକ୍ଷଣ ପାଇଁ, ଗଡକରୀ ତାଙ୍କର ସରକାରୀ…

ରାଜଧାନୀରେ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର, ରୁମକୁ ଡାକି ପୁରୁଷ ବନ୍ଧୁ…..

ଭୁବନେଶ୍ବର,୧୩ା୫ : ରାଜଧାନୀ ଭୁବନେଶ୍ବରରୁ ପୁଣି ଥରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଘରୋଇ ଇଞ୍ଜେନିୟରିଂ କଲେଜ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ…

ସରକାରୀ ଓଜନ କଣ୍ଟାରେ ଲାଗିଲା ନିଆଁ: ଜଳିଗଲା ଗୁରୁତ୍ୱପୂର୍ଣ୍ଣ ନଥିପତ୍ର

କେନ୍ଦୁଝର,୧୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼କାଳିମାଟିତଠାରେ ଥିବା ସରକାରୀ ଓଜନ କଣ୍ଟାରେ ବୁଧବାର ନିଆଁ ଲାଗିଯିବାରୁ ଏହା ଭିତରେ ଥିବା ବହୁ କାଗଜପତ୍ର ଓ…

ଭାରତର କେଉଁ ରାଜ୍ୟରେ ବେଶୀ ଖର୍ଚ୍ଚ ହୁଏ ପେଟ୍ରୋଲ? ଲିଷ୍ଟରେ ଓଡ଼ିଶାର ନାଁ ଜାଣିଲେ ହୋଇଯିବେ ତାଜୁବ!

ନୂଆଦିଲ୍ଲୀ,୧୩।୫: ବିଶ୍ୱ ସ୍ତରରେ ଚାଲିଥିବା ଦ୍ୱନ୍ଦ୍ୱ ଏବଂ ଯୋଗାଣ ଶୃଙ୍ଖଳରେ ବାଧା ମଧ୍ୟରେ, ଭାରତରେ ଏକ ସମ୍ଭାବ୍ୟ ଇନ୍ଧନ ସଙ୍କଟ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ…

ପଶ୍ଚିମବଙ୍ଗର କେଉଁ ଆସନ ଛାଡ଼ିଲେ, କେଉଁ ଆସନ ରଖିଲେ ନିଜେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ…

କୋଲକାତା,୧୩ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମ ଏବଂ ଭବାନୀପୁର ଉଭୟ ଆସନରେ ବିଜୟୀ ହୋଇଥିଲେ, ଯାହା ପରେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ…

ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ଛାତି ବିନ୍ଧୁଥିବା ବ୍ୟକ୍ତିଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ

କେନ୍ଦ୍ରାପଡ଼ା,୧୩ା୫(ଜଗନ୍ନାଥ ଧଳ): କୁକୁର କାମୁଡା ରୋଗୀ ବଦଳରେ ଅନ୍ୟଜଣେ ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ । କେନ୍ଦ୍ରାପଡା ଜିଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri