Home Middle

ହୀରାକୁଦରେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୨୦ା୮(ବ୍ୟୁରୋ): ହୀରାକୁଦରେ ବନ୍ଦ ହେଲା ଆଉ ୬ ଗେଟ୍‌। ବର୍ତ୍ତମାନ ମାତ୍ର ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ମଧ୍ୟାହ୍ନସୁଦ୍ଧା ଖୋଲାଥିବା ୧୦ ଗେଟ୍‌ ମଧ୍ୟରୁ ଅପରାହ୍ନରେ ଆଉ ୬ଟି ବନ୍ଦ କରିଦିଆଯାଇଛି। ଏବେ ୪ଟି ଗେଟ୍‌ ଦେଇ ଜଳ…

ଅଗଷ୍ଟ ୨୭ରେ ଏଏସ୍‌ଓ ପରୀକ୍ଷା, ଜାଣନ୍ତୁ ସମସ୍ତ ସୂଚନା…

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଅଗଷ୍ଟ ୨୭ରେ ହେବ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା। ରାଜ୍ୟରେ ବନ୍ୟାସ୍ଥିତି ଯୋଗୁ ଏହି ପରୀକ୍ଷା ଘୁଞ୍ଚିଥିବା ବେଳେ ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ପରୀକ୍ଷା ୩ ସିଟିଂରେ ହେବ। ପ୍ରଥମ ସିଟିଂ ପରୀକ୍ଷା…

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୨ ରନ୍‌…

ହରାରେ, ୨୦।୮ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ହାରାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତ ପାଇଁ ୧୬୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି। ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଟିମ…

ଜଣେ ବିଚାରପତି ୫୦ ମାମଲା ସମାଧାନ କଲେ ପୁଣି ୧୦୦ ନୂଆ ଦାଖଲ ହେଉଛି, କହିଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ, ୨୦।୮ : ଦେଶରେ ବିଭିନ୍ନ କୋର୍ଟରେ ବିଚାରାଧୀନ ମାମଲାର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯଦି ଜଣେ ବିଚାରପତି ୫୦ ଟି ମାମଲା ସମାଧାନ କରୁଛନ୍ତି, ତା’ହେଲେ ପୁଣି ୧୦୦ ଟି ନୂଆ ମାମଲା ଦାଖଲ ହୋଇ ଯାଉଛି।…

ନ୍ୟାୟ ପ୍ରଦାନ ସମୟ-ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ, ୨୦।୮ : ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ସଶସ୍ତ୍ର ବାହିନୀକୁ ଠିକ ସମୟରେ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏକ ସେମିନାରକୁ ସମ୍ବୋଧିତ କରି ରାଜନାଥ…

ବିଚାରାଧୀନ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା ଜରୁରୀ…

ମୁମ୍ବାଇ, ୨୦।୮ : ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଭାରତର ଅଦାଲତଗୁଡ଼ିକରେ ବହୁ ବିଚାରାଧୀନ ମାମଲା ପଡ଼ି ରହିଛି। ମାମଲାଗୁଡ଼ିକର ପଡ଼ି ରହିଥିବା ଉଦବେଗଜନକ ହାରକୁ ଦୃଷ୍ଟିରେ ରଖି ମଧ୍ୟସ୍ଥତା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଲଟିଛି। ପୁଣେରେ ଭାରତୀୟ…

କେରଳ ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ପରିବାରବାଦ, ରାଜ୍ୟପାଳ-ସରକାର ମୁହାଁମୁହିଁ…

ଥିରୁଭାନନ୍ତପୁରମ୍‌, ୨୦।୮ : କେରଳର ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ପରିବାରବାଦ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଶାସକ ସିପିଆଇ (ଏମ) ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଶନିବାର ରାଜ୍ୟପାଳ ଖାନ କହିଛନ୍ତି ଯେ…

ସରକାରୀ କାର୍ଯ୍ୟାଳୟରେ ବଢୁଛି ଦୁର୍ନୀତି, ବିଡ଼ିଏ ଅଧିକାରୀଙ୍କୁ ମିଳିଲାନି ଜାମିନ…

ବେଙ୍ଗାଲୁରୁ, ୨୦।୮ : ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ସମ୍ପର୍କରେ କର୍ନାଟକ ହାଇକୋର୍ଟ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି। ସରକାରୀ କାର୍ଯ୍ୟାଳୟରେ ଅନିୟନ୍ତ୍ରିତ ଦୁର୍ନୀତି ରହିଛି ବୋଲି ଦର୍ଶାଇ ବାଙ୍ଗାଲୋର ବିକାଶ ପ୍ରାଧିକରଣ (ବିଡିଏ)ର ଜଣେ ଅଧିକାରୀଙ୍କୁ ଜାମିନ ପ୍ରଦାନ କରିବାକୁ ହାଇକୋର୍ଟ…

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକୀୟ ଉଚ୍ଚ ଅଧିକାରୀ

ଓ୍ବାଶିଂଟନ,୨୦ା୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଅର୍ଥ ବିଭାଗର ଉଚ୍ଚ ଅଧିକାରୀ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏହା ଆମେରିକାର ଟ୍ରେଜେରୀ ଅଧିକାରୀଙ୍କ ପ୍ରଥମ ସରକାରୀ ଗସ୍ତ। ଏଭଳି ପରିସ୍ଥିତିରେ ସମଗ୍ର…

୨୬/୧୧ ଭଳି ମୁମ୍ବାଇକୁ ବିସ୍ଫୋରଣରେ ଉଡ଼ାଇବାକୁ ହେଉଛି ଷଡ଼ଯନ୍ତ୍ର, ହ୍ବାଟସ ଆପ୍‌ରେ ଧମକ….

ମୁମ୍ବାଇ, ୨୦।୮ : ମାୟାନାଗରୀ ମୁମ୍ବାଇକୁ ପୁଣି ଥରେ ବିସ୍ଫୋରଣରେ ଉଡ଼ାଇବାକୁ ଏକ ଷଡଯନ୍ତ୍ର ରଚାଯାଇଛି। ଏହି ମର୍ମରେ ମୁମ୍ବାଇ ପୋଲିସର ହ୍ବାଟସ ଆପ୍‌ରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଏହି ବାର୍ତ୍ତାରେ କୁହାଯାଇଛି ଯେ ମୁମ୍ବାଇକୁ ଉଡ଼ାଇବା ପାଇଁ ସମ୍ପୂର୍ଣ୍ଣ…

ତେଜସ୍ବୀଙ୍କ ନୂଆ ନିର୍ଦ୍ଦେଶ, କେହି କିଣିବେନି ଗାଡ଼ି-ପାଦ ଛୁଇଁବାକୁ ମନା…

ପାଟନା,୨୦।୮ : ବିହାରରେ ଗଠିତ ନୂତନ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ବିଭାଗର କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିବା ସହିତ ତାଙ୍କ ଦଳର କୋଟା ମନ୍ତ୍ରୀମାନଙ୍କ ପାଇଁ ୬ଟି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ…

ଦୈନିକ ସଂକ୍ରମଣ ୭ ଶହ ତଳେ…

ନୂଆଦିଲ୍ଲୀ, ୨୦।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୧ ହଜାରରୁ ଅଧିକ ରହିଛି। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?