Home Middle

ନିରା ରାଡିଆଙ୍କୁ ସିବିଆଇର କ୍ଲିନ୍‌ ଚିଟ୍‌, ସୁପ୍ରିମ୍‌କୋର୍ଟଙ୍କୁ କଲେ ସୂଚିତ…

ନୂଆଦିଲ୍ଲୀ, ୨୧।୯ : ଟ୍ୟାପିଂ ମାମଲାରେ ସିବିଆଇ କର୍ପୋରେଟ ନିରା ରାଡିଆଙ୍କୁ କ୍ଲିନ ଚିଟ ଦେଇଛି। ପୂର୍ବତନ କର୍ପୋରେଟ ନିରାଙ୍କ ବିରୋଧରେ ରାଜନେତା, ଆଇନଜୀବୀ, ସାମ୍ବାଦିକ ଏବଂ ଶିଳ୍ପପତିଙ୍କ ମଧ୍ୟରେ ବାର୍ତ୍ତାଳାପର ଟେପ୍‌ର ବିଷୟବସ୍ତୁ ଯାଞ୍ଚ କରିବାରେ କୌଣସି ଆପତ୍ତିଜନକ ପ୍ରମାଣ…

ସେନାରେ ଶେଷ ହେବ ପରାଧୀନତାର ଚିହ୍ନ, ବଦଳିବ ପୋଷାକ…

ନୂଆଦିଲ୍ଲୀ, ୨୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନୂତନ ନୌସେନା ପତାକା ଉନ୍ମୋଚନ କରିଛନ୍ତି। ପତାକାରେ ବ୍ରିଟିଶ ଶାସନର ପ୍ରତୀକ ରେଡ କ୍ରସ ହଟାଯାଇଛି। ବର୍ତ୍ତମାନ ଆଲୋଚନା ହେଉଛି ଯେ ସେନାରେ ଥିବା ସେହି ସମସ୍ତ ଚିହ୍ନକୁ ଶେଷ କରିବାକୁ…

ଚାଇନା ସାମଗ୍ରୀରେ ହେବନି ଯବାନଙ୍କ ବୁଲେଟ ପ୍ରୁଫ୍‌ ଜ୍ୟାକେଟ…

ନୂଆଦିଲ୍ଲୀ, ୨୧।୯ : ଦେଶର ଯବାନମାନଙ୍କୁ ଶତ୍ରୁ ଗୁଳିରୁ ରକ୍ଷା କରୁଥିବା ବୁଲେଟ ପ୍ରୁଫ ଜ୍ୟାକେଟରେ ଚାଇନାର ସାମଗ୍ରୀକୁ ରୋକିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଉତ୍ପାଦକମାନଙ୍କୁ ନିଶ୍ଚିତ କରିବାକୁ…

ଭଜନ ଗାନ କଲେ ମୁଁ କ‘ଣ ହିନ୍ଦୁ ହୋଇଯିବି କି : ମେହବୁବାଙ୍କ ମନ୍ତବ୍ୟ ଉପରେ ଫାରୁକଙ୍କ ଉତ୍ତର…

ଶ୍ରୀନଗର, ୨୧।୯ : ଜାତୀୟ ତଥା ସାମ୍ପ୍ରଦାୟିକ ଏକତାର ଗୀତ କୁହାଯାଉଥିବା ରଘୁପତି ରାଘବ ରାମ ରାମ ଗୀତକୁ ନେଇ ଜମ୍ମୁ-କଶ୍ମୀର ବିଦ୍ୟାଳୟରେ ବିବାଦ ଜାରି ରହିଛି। ଏହି ଗୀତକୁ ସାମ୍ପ୍ରଦାୟିକ ବୋଲି କହି ମେହବୁବା ମୁଫତି କହିଥିଲେ ଯେ କଶ୍ମୀରରେ…

ମନ୍ଦିର ଉପରେ ଆକ୍ରମଣକୁ ସହ୍ୟ କରାଯିବ ନାହିଁ, କାନାଡ଼ା-ବ୍ରିଟେନ ଉଦ୍ଦେଶ୍ୟରେ କହିଲା ଭାରତ…

ନୂଆଦିଲ୍ଲୀ, ୨୧।୯ : ଶିଖ ମୌଳବାଦ ଘଟଣା ବଢ଼ିବା ସହିତ ମନ୍ଦିର ଉପରେ ଆକ୍ରମଣ ଏବଂ ବ୍ରିଟେନ ଓ କାନାଡାରେ ହିନ୍ଦୁ ପ୍ରତୀକଗୁଡ଼ିକର ଭଙ୍ଗାରୁଜା ଘଟଣାରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ତୀକ୍ଷଣ ନଜର ରଖିଛନ୍ତି। ଏହି ପ୍ରସଙ୍ଗରେ ଖୁବ ଶୀଘ୍ର…

କଶ୍ମୀର ଉପରେ ରାଷ୍ଟ୍ରପତି ଏର୍ଦୋଗାନଙ୍କ ମନ୍ତବ୍ୟ ପରେ ତୁର୍କୀ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର…

ଜାତିସଂଘ, ୨୧।୯ : ସାଇପ୍ରସ ପ୍ରସଙ୍ଗରେ ଭାରତୀୟ ବହିର୍ବ୍ୟାପାରମନ୍ତ୍ରୀ ଏସ.ଜୟଶଙ୍କର ବୁଧବାର ତୁର୍କୀ ପ୍ରତିପକ୍ଷ ମେଭଲୁଟ କଭୁସୋଗ୍ଲୋଙ୍କ ସହ ଏକ ବୈଠକ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ସାଇପ୍ରସ ସମ୍ବନ୍ଧୀୟ ନିଷ୍ପତ୍ତିକୁ ପାଳନ କରିବା ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।…

ଚାଷୀ ଆତ୍ମହତ୍ୟାର ପର୍ଦ୍ଦାଫାଶ୍‌, ଟିଏମ୍‌ସିକୁ ଘେରିଲା ଭାଜପା…

କୋଲକାତା, ୨୧।୯ : କୃଷକଙ୍କ ଆତ୍ମହତ୍ୟାକୁ ନେଇ ଭାଜପା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଭାଜପା କହିଛି ଯେ ଏହା କେବଳ ଚୋର ସରକାର ନୁହେଁ ବରଂ ଅପରାଧୀଙ୍କ ସରକାର ମଧ୍ୟ। ସରକାରଙ୍କ କହିବାନୁସାରେ, ରାଜ୍ୟରେ କୌଣସି କୃଷକ…

ସୁପ୍ରିମ୍‌ ପଦକ୍ଷେପ: ୨୭ ସେପ୍ଟେମ୍ବରରୁ ସାମ୍ବିଧାନିକ ପୀଠ ଶୁଣାଣିର ଲାଇଭ ଷ୍ଟ୍ରିମିଂ, ୟୁଟ୍ୟୁବରେ ଟେଲିକାଷ୍ଟ…

ନୂଆଦିଲ୍ଲୀ, ୨୧।୯ : ଏକ ନୂତନ ପଦକ୍ଷେପ ଅନ୍ତର୍ଗତ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୭ ରୁ ସାମ୍ବିଧାନିକ ପୀଠ ମାମଲାର ଲାଇଭ ଷ୍ଟ୍ରିମିଂ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସାରେ ଭାରତର ପ୍ରଧାନ ବିଚାରପତି (ସିଜେଇ) ୟୁୟୁ ଲଲିତଙ୍କ ଦ୍ୱାରା ଡକାଯାଇଥିବା…

ନିଦ୍ରା ହେଲା ଶେଷ ନିଦ୍ରା: ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌, ୪ ମୃତ…

ନୂଆଦିଲ୍ଲୀ, ୨୧।୯ :ବୁଧବାର ବିଳମ୍ବିତ ରାତି ୧ଟା ୫୧ରେ ଦିଲ୍ଲୀରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏକ ଟ୍ରକ ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଯାଇଛି। ଫଳରେ ଶୋଇଥିବା ୬ ଜଣଙ୍କ…

ମାନବାଧିକାର ଉଲ୍ଳଂଘନ: ଚାଇନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…

ଜେନେଭା, ୨୧।୯ : ବିଭିନ୍ନ ଦେଶରୁ କୂଟନୀତିଜ୍ଞ ତଥା ମାନବାଧିକାର ସମର୍ଥକମାନେ ଜାତିସଂଘକୁ ମାନବିକତା ବିରୋଧରେ ଅପରାଧ ରିପୋର୍ଟ ଅନୁଯାୟୀ ଚାଇନା ବିରୋଧରେ କଡା ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ସେମାନେ କହିଛନ୍ତି ଯେ ଅନୁସୂଚିତ ଜାତି ଜନଜାତିର ନିର୍ଯାତନା ସମ୍ପର୍କରେ…

ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନାକଲେ ରାଷ୍ଟ୍ରପତି ବିଦ୍ୟା ଦେବୀ…

କାଠମାଣ୍ଡୁ, ୨୧।୯ : ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ସଂସଦର ଉଭୟ ଗୃହ ଦ୍ୱାରା ଏହି ବିଲ ପୁନଃପାରିତ ହୋଇ ରାଷ୍ଟ୍ରପତିଙ୍କ ସହମତି ପାଇଁ ପଠାଯାଇଥିଲା। ଫଳରେ ଏବେ ଦେଶରେ ସାମ୍ବିଧାନିକ…

ପରଲୋକରେ ହାସ୍ୟ ଅଭିନେତା

ମୁମ୍ବାଇ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ ଭେଣ୍ଟିଲେଟରରେ ଚିକିତ୍ସା ହେଉଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?