ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ, ଚଣ୍ଡିଗଡ଼ରେ ଦେଖାଯିବ ବାୟୁବୀରଙ୍କ ଶକ୍ତି
ଚଣ୍ଡିଗଡ଼,୮ ।୧୦: ଭାରତୀୟ ବାୟୁସେନା ଶନିବାର ତା’ର ୯୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମଥର ଲାଗି କୌଣସି ଏୟାର ବେସ ବାହାରେ ଚଣ୍ଡିଗଡ଼ର ସୁପ୍ରସିଦ୍ଧ ସୁଖନା ଲେକର ଆକାଶରେ ବାୟୁସେନାର ଶକ୍ତି ଦେଖିବାକୁ…
ନାସିକରେ ଚଳନ୍ତା ବସରେ ଲାଗିଲା ନିଆଁ: ଜଳିଯାଇ ୧୧ ମୃତ ଅନେକେ ଆହତ
ନାସିକ,୮ ।୧୦: ମହାରାଷ୍ଟ୍ରର ନାସିକରେ ଶୁକ୍ରବାର ରାତିରେ ଏକ ବଡ ଅଘଟଣ ଘଟିଛି । ଏଠାରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଘଟଣା ନାସିକ-ଔରଙ୍ଗାବାଦ ରାସ୍ତାର ନାନ୍ଦୁରନାକା ନାମକ ସ୍ଥାନରେ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ…
ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା, ବଢିଲା ସିଏନଜି-ପିଏନଜି ଦାମ
ନୂଆଦିଲ୍ଲୀ,୮ ।୧୦: ଦୀପାବଳୀ ପୂର୍ବରୁ ଗ୍ରାହକଙ୍କୁ ବଡ ଝଟକା ଲାଗିଛି । ଆଇଜିଏଲ ଦ୍ୱାରା ସିଏନଜିର ଦାମ କିଲୋପିଛା ୩ ଟଙ୍କା ବୃଦ୍ଧି ହୋଇଛି । ସେହିଭଳି ପିଏନଜିର ଦାମ ବି ୩ ଟଙ୍କା ବଢିଛି । ଶନିବାରଠାରୁ ଏହି ବର୍ଦ୍ଧିତ…
ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ: ଟପର ତେଜସ୍ବିନୀ ବେହେରା
ଭୁବନେଶ୍ୱର,୭।୧୦(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସ-୨୦୨୦ (ଓଏଏସ୍) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୪୮ ଜଣ ଓଡ଼ିଆ ଅଛନ୍ତି। ତେଜସ୍ବିନୀ ବେହେରା ଓଏଏସ୍ ଟପର ହୋଇଥିବା ବେଳେ ଶୁଭଙ୍କରୀ ସୁଦେଷ୍ଣା ଦାଶ…
ବେଲାରୁଷର ମାନବାଧିକାର କର୍ମୀଙ୍କୁ ଶାନ୍ତି ନୋବେଲ ପୁରସ୍କାର, ରୁଷିଆ-ୟୁକ୍ରେନର ଦୁଇଟି ସଂସ୍ଥା ବି ମନୋନୀତ
ଷ୍ଟକହୋମ,୭ ।୧୦: ନୋବେଲ ଶାନ୍ତି ପୁରସ୍କାର ୨୦୨୨ ଘୋଷଣା ହୋଇ ସାରିଛି । ଏଥର ଜଣେ ବ୍ୟକ୍ତି ଓ ଦୁଇଟି ସଂସ୍ଥାକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ବେଲାରୁଷର ମାନବାଧିକାର କର୍ମୀ ଏଲେସ ବିୟାଲିୟାତ୍ସକିଙ୍କ ବ୍ୟତୀତ ଦୁଇଟି ସଂସ୍ଥା…
ଜଣେ ବ୍ୟକ୍ତି ଗୋଟିଏ ସିଟ୍ରୁ ହିଁ ଲଢ଼ିପାରିବେ ନିର୍ବାଚନ
ନୂଆଦିଲ୍ଲୀ,୭ା୧୦: ନୂତନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆସିବା ପରେ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ନିୟମ ଲାଗୁ କରିବାକୁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୦୪ରେ ପ୍ରଥମ ଥର ପାଇଁ ଏହି ପ୍ରସ୍ତାବ ନିର୍ବାଚନ…
‘ସଠିକ୍ ଦିଗରେ ଆଗକୁ ବଢୁଛି ଭାରତ-ଆମେରିକା ସମ୍ପର୍କ’
ଓ୍ବାଶିଂଟନ,୭ା୧୦: ପେଣ୍ଟାଗନ କହିଛି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ସଠିକ ଦିଗରେ ଆଗକୁ ଗତି କରୁଛି। ଏଥି ସହିତ ଉଭୟ ଦେଶ ବିଶେଷ ଭାବରେ ସେମାନଙ୍କ ସୈନ୍ୟବାହିନୀର ଶକ୍ତି ଏବଂ ସାମର୍ଥ୍ୟ ମଧ୍ୟରେ ପାର୍ଥକ୍ୟ ଉପରେ ଧ୍ୟାନ ଦେଉଛନ୍ତି।…
ତୈଳ ଯୁଦ୍ଧ: ଓପେକ୍ ବନାମ ନୋପେକ୍
ଭିଏନା/ଓ୍ବାଶିଂଟନ,୭ା୧୦:ପେଟ୍ରୋଲିୟମ୍ ରପ୍ତାନିକାରୀ ଦେଶଗୁଡ଼ିକର ସଙ୍ଗଠନ (ଓପିଇସି) ସମେତ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ନେଇ ଗଠିତ ଓପେକ୍ ପ୍ଲସ୍ର ବୈଠକ ବୁଧବାର ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଦୈନିକ ୨ ମିଲିୟନ ବ୍ୟାରେଲ (ବିପିଡି) ତୈଳ ଉତ୍ପାଦନ ହ୍ରାସ…
ଭାରତକୁ ୨୫୦ ରନ୍ର ବିଜୟ ଟାର୍ଗେଟ୍
ଲକ୍ଷ୍ନୌ,୬।୧୦: ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚରେ ଅଧିନାୟକ ଶିଖର ଧୱନ ଟସ୍ ଜିତି ବୋଲି ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂ…
ଡେ କେୟାରରେ ଗୁଳିମାଡ଼ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ
ବ୍ୟାଙ୍କକ୍,୬ା୧୦: ଗୁରୁବାର ଥାଇଲାଣ୍ଡର ଏକ ଡେ କେୟାର ସେଣ୍ଟରରେ ଗୁଳିମାଡ଼ ହୋଇଛି। ଏଥିରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ-ଓଚା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କୁ…
ଆନି ଏର୍ନକ୍ସଙ୍କୁ ସାହିତ୍ୟରେ ନୋବେଲ
ସ୍ବିଡେନ୍,୬।୧୦: ଚଳିତବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଗୁରୁବାର ଘୋଷଣା କରାଯାଇଛି। ଫରାସୀ ଲେଖକ ଆନି ଏର୍ନକ୍ସଙ୍କୁ ଏହି ପୁରସ୍କାର ମିଳିବ। ଆନି ସେପ୍ଟେମ୍ବର ୧, ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଫରାସୀ ଲେଖକ ଏବଂ ସାହିତ୍ୟର ପ୍ରଫେସର। ତାଙ୍କର…
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି…
ଇସଲାମାବାଦ,୬।୧୦ : ପାକିସ୍ତାନ ସରକାର ସମଗ୍ର ଦେଶରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି କରିଛନ୍ତି। ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ଏବଂ ଅତ୍ୟଧିକ ସଜାଗ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନରେ…

