ସେପ୍ଟେମ୍ବରରେ ଇକ୍ୱିଟିରୁ ୭,୬୦୦ କୋଟି ଟଙ୍କା ପ୍ରତ୍ୟାହାର
ନୂଆଦିଲ୍ଲୀ,୩।୧୦: ଗତ ଦୁଇ ମାସ ମଧ୍ୟରେ ପାଣ୍ଠି ଯୋଗାଇବା ପରେ ବିଦେଶୀ ନିବେଶକମାନେ ଚଳିତ ସେପ୍ଟେମ୍ବରରେ ପୁନର୍ବାର ବିକ୍ରେତାଙ୍କୁ ଫେରାଇ ଆଣିଥିଲେ ଏବଂ ଆମେରିକାର ଫେଡର ହକ୍ ଆଭିମୁଖ୍ୟ ଏବଂ ଟଙ୍କା ମୂଲ୍ୟରେ ହ୍ରାସ ହେତୁ ଭାରତୀୟ ଇକ୍ୱିଟି ବଜାରରୁ ୭,୬୦୦…
ବୋଲସୋନାରଙ୍କୁ ଲୁଲାଙ୍କ ଟକ୍କର
ରିଓ ଡି ଜେନେରିଓ, ୩ା୧୦: ଚାରି ବର୍ଷ ଧରି କଠୋର ଦକ୍ଷିଣପନ୍ଥୀଙ୍କ ଶାସନରେ ଥିବା ବ୍ରାଜିଲରେ ରବିବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏଥିରେ ବିଦାୟୀ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ବାମପନ୍ଥୀ ନେତା ଲୁଇଜ୍ ଇନାସିଓ ଲୁଲା ଡା…
ପଦ୍ମପୁର ବିଧାୟକଙ୍କ ପରଲୋକ
ଭୁବନେଶ୍ୱର ବ୍ୟୁରୋ/ବରଗଡ଼ ଅଫିସ(୩ା୧୦): ବରଗଡ଼ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି।ଅସୁସ୍ଥତା ଯୋଗୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ୬୫ ବର୍ଷରେ ସେ ଶେଷ ନିଃଶ୍ୱାସ…
ଜବାବ ଦେବ ୟୁକ୍ରେନ୍
କିଭ୍, ୩ା୧୦: ମସ୍କୋର ରେଡ୍ ସ୍କୋୟାରରେ ବିଜୟ ବ୍ୟାନର ଲଗାଇଥିଲା ରୁଷିଆ। ଏଥିରେ ଲେଖାଥିଲା ଡୋନେସ୍କ, ଲୁହାନ୍ସ୍କ, ଜାପୋରିଝିଆ, ଖେରସୋନ୍, ରୁଷିଆ! ସବୁଦିନ ପାଇଁ ଏକାଠି ହେଲେ। ଗତ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ୍ର ଏହି ୪ ଅଞ୍ଚଳକୁ…
ହୋସବାଲେଙ୍କ ଚିତ୍ରର ଭିନ୍ନ ରଙ୍ଗ
ନୂଆଦିଲ୍ଲୀ,୩ା୧୦: ଦେଶରେ ଦାରିଦ୍ର୍ୟ, ବେକାରି ଏବଂ ଅର୍ଥନୈତିକ ଅସମାନତା ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଦୁଃସ୍ଥିତିରେ ସୁଧାର ଆଣିବା ପାଇଁ ୨୦୧୪ ଲୋକ ସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ପମ୍ପା ମାଠିଆ ବୋଲି…
ମଙ୍ଗଳୟାନର ମିଶନ ଶେଷ
ବେଙ୍ଗାଲୁରୁ, ୩ା୧୦: ଭାରତର ପ୍ରଥମ ମଙ୍ଗଳମିଶନରେ ସାମିଲ ମହାକାଶଯାନ ‘ମଙ୍ଗଳୟାନ’ ଲୋହିତ ଗ୍ରହରେ ଏହାର ମିଶନ ଶେଷ କରିଛି। ମାତ୍ର ୨୦୧୩ରେ ମଙ୍ଗଳୟାନକୁ ଲାଲ ଗ୍ରହର କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଥିଲା। ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବା ପାଇଁ…
ସିରିଜ କବ୍ଜାରେ ଭାରତ
ଗୁଆହାଟୀ,୨।୧୦: ସ୍ଥାନୀୟ ବର୍ଷାପଡା ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ହାଇସ୍କୋରିଂ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୧୬ ରନ୍ରେ ବିଜୟୀ ହୋଇଛି। ଏହି ବିଜୟ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା…
ଦକ୍ଷିଣ ଆଫ୍ରିକାକୁ ୨୩୮ ରନ୍ର ଟାର୍ଗେଟ୍ ଦେଲା ଭାରତ
ଗୁଆହାଟୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଭାରତ ଜବରଦସ୍ତ ବ୍ୟାଟିଂ କରିଛି। ପ୍ରଥମ ବ୍ୟାଟିଂ କରି ଭାରତ ୨୦ ଓଭରରେ ୩ ଉଇକେଟ ହରାଇ ୨୩୭ ରନ ସଂଗ୍ରହ କରିଛନ୍ତି।ଏହି ମ୍ୟାଚ୍ରେ କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ…
ନୂଆମୋଡ଼ରେ ରୁଷିଆ-ୟୁକ୍ରେନ ଯୁଦ୍ଧ
ମସ୍କୋ,୨ା୧୦: ରୁଷିଆ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଏକ ନୂଆ ମୋଡ଼ରେ ପହଞ୍ଚିଛି। ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ନାଟୋ ସହଯୋଗୀ ଦେଶ ସହିତ ନାଟୋ ଅଞ୍ଚଳର ପ୍ରତ୍ୟେକ ଇଞ୍ଚକୁ…
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବାରାଣସୀ ଯାଇଥିବା ତୀର୍ଥଯାତ୍ରୀ ବସ୍ ଫେରିବା ବାଟରେ ଝାଡ଼ଖଣ୍ଡର ହଜାରିବାଗଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଉକ୍ତ ବସ୍ରେ ୫୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସମସ୍ତ…
ତୀର୍ଥଯାତ୍ରୀ ବସ୍କୁ ଧକ୍କା ଦେଲା ଟ୍ରେଲର, ୪ ମୃତ, ୨୫ରୁ ଊର୍ଦ୍ଧ୍ୱ ଆହତ
କଣିହାଁ,୨ା୧୦(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍କୁ ଟ୍ରେଲର ଧକ୍କା ଦେବାରୁ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ହଜାରିବାଗଠାରେ ଏହି…
ଇମ୍ରାନଙ୍କ ଅଜବ ବିବୃତ୍ତି ନେଇ ଚର୍ଚ୍ଚା
ଇସଲାମାବାଦ,୨ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କର ଅଜବ ବିବୃତ୍ତି ପାଇଁ ସବୁଆଡ଼େ ଥଟ୍ଟାର ପାତ୍ର ହୋଇଛନ୍ତି। ସଦ୍ୟତମ ମାମଲାରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଇମ୍ରାନ କହିଛନ୍ତି, ଯଦି ପାକିସ୍ତାନରେ ଶ୍ରୀଘ୍ର ନିର୍ବାଚନ ଘୋଷଣା…
Archives


