Advertisement
Posted inଜାତୀୟ

ଚାଇନାର ପ୍ରସଙ୍ଗରେ ରାଜ୍ୟ ସଭାରେ ହଟ୍ଟଗୋଳ, ବିରୋଧୀ ଦଳଙ୍କ ଗୃହତ୍ୟାଗ…

ନୂଆଦିଲ୍ଲୀ,୧୯।୧୨ : ଚାଇନା ପ୍ରସଙ୍ଗରେ ବିରୋଧୀ ଦଳର ନେତାମାନେ ରାଜ୍ୟ ସଭାରେ ସୋମବାର ପ୍ରବଳ ହଟ୍ଟଗୋଳ କରିଛନ୍ତି। ସୋମବାର ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପାଟି ତୁଣ୍ଡ କରିଥିଲେ। ଏଥି ସହିତ, କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଚାଇନା ଆମ ଜମି ଦଖଲ କରୁଛି।

ଯଦି ଆମେ ଏହି ବିଷୟ ଉପରେ ଆଲୋଚନା ନକରିବା ତେବେ ଆମେ ଆଉ କ’ଣ ଆଲୋଚନା କରିବା? ଆମେ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ। କିନ୍ତୁ ସରକାର ଆଲୋଚନାରୁ ଦୂରେଇ ଯାଉଛନ୍ତି। ତେଣୁ ଗୃହରେ ରହିବାର ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେରା ବାବା ନାନକରେ ମହିଳା ଏବଂ ପୁରୁଷ ଆତଙ୍କବାଦୀଙ୍କ ପ୍ରବେଶ: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୬।୧୧: କରତାର୍‌ପୁର କରିଡୋର ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନଭେମ୍ବର ୯ରେ ଡେରା ବାବା ନାନକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରେମ୍‌ଡେସିଭିର୍‌ ଦାମ୍‌ କମିଲା

ମୁମ୍ବାଇ, ୧୮।୪(ଆଇଏଏନ୍‌ଏସ୍‌): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜୀବନ ରକ୍ଷାକାରୀ ଔଷଧ ଭାବେ ବ୍ୟବହୃତ ହେଉଥିବା ରେମ୍‌ଡେସିଭିର୍‌ ଇଞ୍ଜେକ୍‌ଶନ ଦାମ୍‌ ସରକାର ପାଖାପାଖି ୫୦ ପ୍ରତିଶତ...

ଫାଶୀ ଦେଲେ ଅନ୍ନଦାତା: ସୁଇସାଇଡ୍‌ ନୋଟ୍‌ ଜବତ

ନୂଆଦିଲ୍ଲୀ,୨।୧: ସିଙ୍ଘୁ ବର୍ଡରରେ ଅନ୍ନଦାତାଙ୍କ ଆନ୍ଦୋଳନ ୩୮ ଦିନରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଜଣେ ଆନ୍ଦୋଳନକାରୀଙ୍କର...

ରାହୁଲ ଗାନ୍ଧୀଙ୍କ ନାଁରେ ନିଜର ସବୁ ସମ୍ପତ୍ତି କରିଦେଲେ ମହିଳା

ଡେରାଡୁନ,୪।୪: ଉତ୍ତରାଖଣ୍ଡର ଜଣେ ମହିଳା ନିଜର ସବୁ ସମ୍ପତ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ କରିଦେଇଛନ୍ତି। ୭୮ ବର୍ଷୀୟ ଏହି ମହିଳାଙ୍କ ୫୦...

ମିଳିଲା ପ୍ରେମ ପତ୍ର: ଶରଦ ପାୱାର

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରର ପତ୍ତନ ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।...

ମହିଳାଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ

ଶାହଜାହାନପୁର(ଉତ୍ତରପ୍ରଦେଶ),୧।୫ : ଜଣେ ୩୦ ବର୍ଷୀୟା ମହିଳାଙ୍କୁ ୫ ଜଣ ବ୍ୟକ୍ତି ଗଣବଳାତ୍କାର କରିବା ସହ ଅପରାଧର ଭିଡିଓ ଶୁଟ୍‌ କରି ଭାଇରାଲ କରି ଦେଇଛନ୍ତି।...

ସିଜେଆଇଙ୍କୁ ଉତ୍ତରାଧିକାରୀ ବାଛିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ, ୮ା୧୦: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତଙ୍କୁ କେନ୍ଦ୍ର ସରକାର ତାଙ୍କ ଉତ୍ତରାଧିକାରୀ ବାଛିବାକୁ କହିଛନ୍ତି। ସିଜେଆଇ ଲଲିତ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ...

ହିମାଚଳ ପ୍ରଦେଶରେ ହେବ ୨୦୦ ପ୍ରଜାତିର ଔଷଧୀୟ ଜଡ଼ିବୁଟି ଚାଷ

ଶିମଲା, ୨୮।୯: ହିମାଚଳ ପ୍ରଦେଶରେ ୨୦୦ ପ୍ରଜାତିର ଔଷଧୀୟ ଜଡ଼ିବୁଟି ଚାଷ କରାଯିବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବେ।...

Advertisement
Archives

Model This Week