ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ
ଲଣ୍ଡନ/ନୂଆଦିଲ୍ଲୀ,୮ା୯: ବ୍ରିଟେନ୍ର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏନେଇ ବକିଙ୍ଗହାମ୍ ପ୍ୟାଲେସ୍ ପକ୍ଷରୁ ଏହି ଦୁଃଖଦ ସୂଚନା ଦିଆଯାଇଛି । ସେ ୭୦ ବର୍ଷ ଧରି ଶାସନ କରିଥିଲେ। ୯୬ ବର୍ଷୀୟା ମହାରାଣୀ ଗତବର୍ଷ ଅକ୍ଟୋବରରୁ…
ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍
ସମ୍ବଲପୁର,୮ା୯(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍ରୁ ଗୋଟିଏ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଏହାକୁ ଗୁରୁବାର ଅପରାହ୍ନ ୩ଟାରେ ବନ୍ଦ କରି ଦିଆଯାଇଛି । ଏବେ ଡ୍ୟାମ୍ର ସମସ୍ତ ଗେଟ୍ ବନ୍ଦ ହୋଇଯାଇଛି। ଏହି ଜଳଭଣ୍ଡାରରେ ୬୩୦ ଫୁଟ ଜଳଧାରଣ…
କୋହଲିଙ୍କ ଦମ୍ଦାର ଶତକ: ଆଫଗାନିସ୍ତାନ ଆଗରେ ୨୧୩ ରନ୍ର ଟାର୍ଗେଟ
ଦୁବାଇ,୮।୯: ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍ଦାର ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୨ ରନ୍ କରିବାରେ ସଫଳ ହୋଇଛି। ଫଳରେ ଭାରତ ଆଫଗାନିସ୍ତାନ ଆଗରେ ୨୧୩ରନ୍ର…
ଉଦ୍ଘାଟିତ ହେଲା ‘କର୍ତ୍ତବ୍ୟ ପଥ’, ଦେଶ ପାଇଁ ଏକ ଐତିହାସିକ ଦିନ: ମୋଦି
ନୂଆଦିଲ୍ଲୀ,୮।୯: ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁର ଉଦ୍ଘାଟନ କରିଛନ୍ତି। ଇଣ୍ଡିଆ ଗେଟ୍ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ‘କର୍ତ୍ତବ୍ୟ ପଥ’କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ସନ୍ଧ୍ୟାରେ ଉଦ୍ଘାଟନ କରିଥିଲେ। ଏହା ପୂର୍ବରୁ କର୍ତ୍ତବ୍ୟ ପଥରେ ଥିବା ନେତାଜୀ…
ନେତାଜୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କଲେ ମୋଦି
ନୂଆଦିଲ୍ଲୀ,୮ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୧୦ ମିନିଟରେ ଇଣ୍ଡିଆ ଗେଟ ନିକଟରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାପରେ ସେ ମୂର୍ତ୍ତି ନିକଟରେ ପୁଷ୍ପାଞ୍ଜଳି ଦେଇଛନ୍ତି । ସୁଭାଷ ବୋଷଙ୍କ ଏହି…
ଘରୋଇ ବିଦ୍ୟୁତ୍ ଦର କମାଇବେ ସରକାର
ଲଣ୍ଡନ,୮ା୯: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଗୁରୁବାର କହିଛନ୍ତି, ଆଗାମୀ ଦିନରେ ପ୍ରବଳ ଥଣ୍ଡା ପାଗର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ତାଙ୍କ ସରକାର ଘରୋଇ ତଥା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ବିଦ୍ୟୁତ୍ ଶକ୍ତି ମୂଲ୍ୟ ହ୍ରାସ କରିବେ। ସଂସଦରେ…
ଦରଦାମ୍ ବୃଦ୍ଧି ପାଇଁ କେବଳ କେନ୍ଦ୍ର ନୁହେଁ ରାଜ୍ୟ ବି ଦାୟୀ: ଅର୍ଥମନ୍ତ୍ରୀ…
ନୂଆଦିଲ୍ଲୀ, ୮।୯ : ଦରଦାମ୍ ବୃଦ୍ଧି ସମ୍ପର୍କରେ ତାଙ୍କ ବିବୃତ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି। ଦରଦାମ୍ ବଢ଼ିବା ନେଇ ଅର୍ଥମନ୍ତ୍ରୀ ପୁଣି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ହ୍ରାସ…
‘ଜାପାନ-ଭାରତ ସମ୍ପର୍କ ଆହୁରି ସୁଦୃଢ଼ ହେବ’
ଟୋକିଓ,୮ା୯: ଗୁରୁବାର ଭାରତ ଏବଂ ଜାପାନ ମଧ୍ୟରେ ଚାଲିଥିବା ଟୁ-ପ୍ଲସ-ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଏଏମ୍ଏସ୍ ଜୟଶଙ୍କର ଯୋଗ ଦେଇଛନ୍ତି। ପ୍ରତିରକ୍ଷା ସହଯୋଗକୁ ଆହୁରି ଦୃଢ଼ କରିବ ବୋଲି ଗୁରୁବାର ଭାରତ ଏବଂ ଜାପାନ କହିଛନ୍ତି।…
ମେକ୍ ଇନ୍ ଇଣ୍ଡିଆ ନୀତି ଯୋଗୁ ଭାରତୀୟ ସେନା ପାଖରେ ଅସ୍ତ୍ରଶସ୍ତ୍ର ଅଭାବ: ରିପୋର୍ଟ…
ନୂଆଦିଲ୍ଲୀ, ୮।୯ : ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ର ତଥା ଉପକରଣକୁ ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତ ଦେଶରେ ନିର୍ମାଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଫଳରେ ଭାରତୀୟ ସେନା…
ଚଳିତ ବର୍ଷ ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି ଆମେରିକା…
ନୂଆଦିଲ୍ଲୀ/ଓ୍ବାଶିଂଟନ, ୮।୯ : ଚଳିତ ୨୦୨୨ରେ ଆମେରିକା ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି। ଏହା ପୂର୍ବର ବର୍ଷଗୁଡ଼ିକ ତୁଳନାରେ ଅଧିକ ରହିଛି। ସେହିପରି ଅନ୍ୟ ଦେଶ ଅପେକ୍ଷା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଆମେରିକା ଅଧିକ ଭିଜା ପ୍ରଦାନ କରିଛି।…
ନୂଆ ସହଯୋଗୀଙ୍କ ବିନା ନିର୍ବାଚନ ଲଢ଼ିବା ରାସ୍ତାରେ କଂଗ୍ରେସ…
କନ୍ୟାକୁମାରୀ, ୮।୯ : ଗୁରୁବାର ଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ପଦଯାତ୍ରା ସହିତ ଦଳ ବଡ଼ ଯୋଜନା କରିବା ଆରମ୍ଭ କରିଛି। ଏହା ଅନ୍ତର୍ଗତରେ ବିଧାନସଭା ନିର୍ବାଚନ ଠାରୁ ଆରମ୍ଭ କରି ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ…
୪ ବିଦେଶୀ ଉପହାର ବିକ୍ରି କରିଛନ୍ତି ଇମ୍ରାନ
ଇସଲାମାବାଦ,୮ା୯: ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ସ୍ବୀକାର କରିଛନ୍ତି ଯେ, ସେ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାଇଥିବା ୪ଟିି ବିଦେଶୀ ଉପହାର ବିକ୍ରି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ବୁଧବାର ତୋଶାଖାନା ମାମଲାରେ ପାକିସ୍ତାନର ନିର୍ବାଚନ…
Archives


