ନେପାଳରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

କାଠମାଣ୍ଡୁ,୨୫ା୧୨: ଦକ୍ଷିଣ ନେପାଳରେ ୫ ଜଣ ଅଜ୍ଞାତ ବନ୍ଧୁକଧାରୀ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ମୃତକଙ୍କ ନାମ ଶିବପୂଜନ ଯାଦବ(୪୫)।ସେ ମୋତିହାରୀ ଛଉଦାଦାନୋ ନିବାସୀ ଅଟନ୍ତି।

ତାଙ୍କୁ ମହାଗଡ଼ିମାଇ ପୌରସଂସ୍ଥାରେ ଗୁଳି ଚଳାଇଥିବା ପୋଲିସ କହିଛି। ଦୁଇଟି ବାଇକ୍‌ରେ ଯାଉଥିବା ୫ ଜଣ ଶନିବାର ଶିବପୂଜନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ।

ଘଟଣା ପରେ ତୁରନ୍ତ ଶିବଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଜଣେ ସନ୍ଦିଗ୍ଧଙ୍କୁ ରବିବାର ଗିରଫ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଝଟ୍‌କା: ପାର୍ଲାମେଣ୍ଟ ସ୍ଥଗିତ ବେଆଇନ

ଲଣ୍ଡନ,୧୨ା୯: ବ୍ରେକ୍‌ଜିଟକୁ ନେଇ ବିବାଦ ଜାରି ରହିଥିବାବେଳେ ବ୍ରିଟେନ ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ବେଆଇନ ବୋଲି ସ୍କଟଲାଣ୍ଡର ସେସନ୍ସ କୋର୍ଟ ବୁଧବାର ଘୋଷଣା କରିବା ପରେ...

ଏସିଆରେ ଚାଇନା ପ୍ରତି ଥିବା ସମର୍ଥନ ହ୍ରାସ କରିବାକୁ ଉଦ୍ୟମ କରୁଛି ଆମେରିକା…

ବେଜିଂ, ୧୨।୬ : ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ବିରୋଧରେ ବଡ଼ ଧରଣର ଅଭିଯୋଗ କରିଛି। ଆମେରିକା ଜାଣିଶୁଣି ଚାଇନାର ସାମ୍ରଦିକ ସୀମାରେ ପାଟ୍ରୋଲିଂ ସହିତ...

ଆମେରିକାକୁ ପ୍ରତ୍ୟର୍ପିତ ହେବେ ଆସେଞ୍ଜ

ଲଣ୍ଡନ, ୨୧ା୪: ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ୍‌ର ଏକ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି...

କ୍ଷୀରରେ ଗାଧୋଇବା ପରେ ପ୍ୟାକ୍‌ କରି ବଜାରରେ କରାଯାଉଛି ବିକ୍ରି!

ଭିଟାମିନ୍‌ରେ ଭରପୂର କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାର ଉପକାର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। ତେବେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ...

୨୦ ବର୍ଷ ଯୁଦ୍ଧ ପରେ ଖାଲିହାତରେ ଫେରୁଛନ୍ତି ଆମେରିକା ସୈନ୍ୟବାହିନୀ, ୬,୩୮୪ ସୈନ୍ୟଙ୍କ ଯାଇଛି ଜୀବନ…

କାବୁଲ/ଓ୍ବାଶିଂଟନ,୧୨।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିବା ଜାରି ରହିଛି। ଏପରିସ୍ଥଳେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ଆତଙ୍କବାଦୀ ନିଜ କବ୍‌ଜାକୁ ମଧ୍ୟ ନେଇ...

ଇସଲାମିକ ଚରମପନ୍ଥୀ ବ୍ରିଟେନ ପାଇଁ ବଡ ବିପଦ: ଋଷି ସୁନକ

ଲଣ୍ଡନ,୪ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ଥିବା ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବୁଧବାର ଦାବି କରି କହିଛନ୍ତି, ସେ ଇସଲାମିକ ଚରମପନ୍ଥୀଙ୍କ...

ଚାହୁଁଚାହୁଁ ହଠାତ୍‌ ବିମାନବନ୍ଦରରେ ମାଟିରେ ମିଶିଲା ୮୪ ଫୁଟର ଟାଓ୍ବାର, ଦେଖନ୍ତୁ ପୂରା ଭିଡିଓ

ଓ୍ବାଶିଂଟନ,୧୭।୨: ଆମେରିକାର ୟୁଟାରେ ସଲ୍ଟ ଲେକ୍‌ ସିଟି ଇଣ୍ଟରନ୍ୟାଶନାଲ ବିମାନବନ୍ଦରରେ ୮୪ ଫୁଟର ଏକ ଷ୍ଟିଲ୍‌ ଏବଂ କଂକ୍ରିଟ ଟାଓ୍ବାର ଧ୍ୱଂସ ହୋଇଯାଇଛି। ବିମାନବନ୍ଦର ପକ୍ଷରୁ...

କରୋନା ସଂକ୍ରମଣ: ବ୍ରିଟେନରେ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ

ଲଣ୍ଡନ,୭।୪: ବ୍ରିଟେନରେ କାର୍ଯ୍ୟରତ ଜଣେ ଭାରତୀୟ ଡାକ୍ତର ଜିତେନ୍ଦ୍ର କୁମାର ରାଥୋଡଙ୍କର କରୋନା ସଂକ୍ରମଣରେ ସୋମବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡାକ୍ତର ରାଥୋଡ ୧୯୭୭ରେ...

Advertisement
Archives

Model This Week