ମାନିଲେ ଶେହବାଜ ଶରିଫ: ଆର୍ଥିକ ସ୍ଥିତି ସଙ୍କଟ ଜନକ…

ଇସଲାମାବାଦ,୨୭।୧୨ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି ଯେ ତାଙ୍କ ଦେଶ ଡିଫଲ୍ଟ ସ୍ଥିତିରେ ପହଞ୍ଚିଛି। ତେବେ ବର୍ତ୍ତମାନ ପରିସ୍ଥିତି ଭଲ ଏବଂ ପାକିସ୍ତାନ ଡିଫଲ୍ଟର ହେବ ନାହିଁ ବୋଲି ସେ ଦାବି କରିଛନ୍ତି। ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଯେତେବେଳେ ସେ କ୍ଷମତାକୁ ଆସିଲେ ପାକିସ୍ତାନ ଡିଫଲ୍ଟ ହେବାକୁ ଯାଉଥିଲା। ସେ କହିଛନ୍ତି ପାକିସ୍ଥାନ ଡେମୋକ୍ରାଟିକ ଆଲାଇନ୍ସ ସରକାର ତଥା ଅନ୍ୟାନ୍ୟ ସଂପୃକ୍ତ ଅନୁଷ୍ଠାନ ଦ୍ୱାରା ଆମକୁ ଡିଫଲ୍ଟରୁ ରକ୍ଷା କରାଯାଇଛି। କିନ୍ତୁ ଦେଶ ଏବେବି ଆର୍ଥିକ ଆହ୍ବାନର ସମ୍ମୁଖୀନ ହେଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଅସାଧାରଣ ବନ୍ୟା ଯୋଗୁଁ ପାକିସ୍ତାନରେ ୩୦ ବିଲିୟନ ଡଲାରର ବ୍ୟାପକ କ୍ଷତି ହୋଇଛି। ଏହା ବ୍ୟତୀତ ୟୁକ୍ରେନ ଯୁଦ୍ଧ ପରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ବିଶ୍ୱର ମାନ୍ଦାବସ୍ଥା ପରିସ୍ଥିତିକୁ ଅଧିକ ଗୁରୁତର କରିଦେଇଛି। ଦେଶରେ ପେଟ୍ରୋଲିୟମ ଏବଂ ବିଦ୍ୟୁତର ମୂଲ୍ୟ ଅଧିକ ଥିବାରୁ ସେ ଅନ୍ତର୍ଜାତୀୟ ପରିସ୍ଥିତିକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ଜିଆ ରାସ୍ତା ଦେଇ ୟୁକ୍ରେନ୍‌କୁ ସୈନ୍ୟ ପଠାଉଛି ରୁଷିଆ

ଓ୍ବାଶିଂଟନ୍‌,୨୬।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୩୧ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। କିନ୍ତୁ ରୁଷିଆ ତଥାପି ୟୁକ୍ରେନକୁ ଜିତିବାରେ ସକ୍ଷମ ହୋଇନାହିଁ। ୟୁକ୍ରେନର ଅନେକ...

ଆଜି ଆସିବେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ବେଜିଂ, ୩୧ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଭିତରେ ବିଶ୍ୱରେ ନୂଆ ଓ୍ବାଲର୍‌ଡ ଅର୍ଡର (ବିଶ୍ୱର ଘଟଣାବଳୀକୁ ନିୟନ୍ତ୍ରଣ କରୁଥିବା ଏକ ବ୍ୟବସ୍ଥା ଯାହାକି ବୈଶ୍ୱିକ ସ୍ଥିରତା ପାଇଁ...

ବର୍ଣ୍ଣବୈଷମ୍ୟ ପ୍ରତି ଆଖି ବୁଜିଦେଇପାରିବା ନାହିଁ

ଭାଟିକାନ୍‌ ସିଟି,୪ା୬: କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଶୋକବ୍ୟକ୍ତ କରିଛନ୍ତି। ପୋପ୍‌ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ବର୍ଣ୍ଣବୈଷମ୍ୟ ପାପର...

ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…

ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ...

ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ପୁଣି ଚାଇନାର ଧମକ

ବେଜିଂ,୧୧ା୧: ବୁଧବାର ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଚାଇନା ପୁଣି ଥରେ ଧମକ ଦେଇଛି। ଏଥିସହିତ ଚାଇନା ବିଦେଶୀ ନେତାଙ୍କୁ ‘ନିଆଁ ସହ ଖେଳୁଛନ୍ତି’ ବୋଲି...

ଶ୍ରୀଲଙ୍କା ଦେବାଳିଆ

କଲମ୍ବୋ, ୧୩ା୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି। ବିଦେଶ ଓ ବିଭିନ୍ନ ସୂତ୍ରରୁ ଆଣିଥିବା ୫୧...

ୟୁରୋପର ଦ୍ୱିତୀୟ ସର୍ବବୃହତ, ହେଲେ ସବୁଠାରୁ ଗରିବ ଦେଶ ୟୁକ୍ରେନ; କିଛି ଏଭଳି ତାର ଇତିହାସ

କ୍ୱିଭ୍‌,୨୬।୨: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଆକାଶମାର୍ଗରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ଓ ରକେଟ ମାଡରେ ଧ୍ୱସ୍ତବିଧ୍ୱସ୍ତ ହେଉଛି ଏହି ପୂର୍ବ ୟୁରୋପୀୟ...

ହାଇକୋର୍ଟ ପହଞ୍ଚିଲେ ନଓ୍ବାଜ୍‌

ଇସ୍‌ଲାମାବାଦ,୨୧।୫: ଭ୍ରଷ୍ଟାଚାର ମାମଲାରେ ଜେଲରେ ସଜ୍ଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଇସ୍‌ଲାମାବାଦ ହାଇକୋର୍ଟ ପହଞ୍ଚିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ହାଇକୋର୍ଟରେ...

Advertisement
Archives

Model This Week