Home Middle

ଏଥର ଖର୍ଚ୍ଚ ପରିମାଣ ୧୬ ଗୁଣା ଅଧିକ

ଭୁବନେଶ୍ୱର, ୨୮।୧୧: ଓଡ଼ିଶାରେ ଦ୍ୱିତୀୟଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ୍‌। ପୂର୍ବରୁ ୨୦୧୮ରେ ଏହା ଭୁବନେଶ୍ୱରରେ ସଫଳତାର ସହ ଆୟୋଜନ ହୋଇଥିଲା। ୨୦୨୩ ହକି ବିଶ୍ୱକପ୍‌ କିନ୍ତୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏହା ଜାନୁୟାରୀ ୧୩ରୁ…

ବୃଦ୍ଧି ପାଉଛି ଭାରତୀୟ ଫାର୍ମା ରପ୍ତାନି

ନୂଆଦିଲ୍ଲୀ,୨୮।୧୧: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତୀୟ ଫାର୍ମାର ରପ୍ତାନି ୪.୨୨% ବୃଦ୍ଧି ପାଇ ୧୪.୫୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏପରିକି ଗତ ମାସରେ ଏକ ନକାରାତ୍ମକ ଧାରା ସତ୍ତ୍ୱେ ୨୦୨୨-୨୩ର ପ୍ରଥମ ୭ମାସ କ୍ରମାଗତଭାବେ ଭାରତରୁ ଔଷଧ…

ଇସ୍ତଫା ଦିଅ ଜିନ୍‌ପିଙ୍ଗ୍‌

ବେଜିଂ/ସାଂଘାଇ,୨୮ା୧୧(ପି.ଟି./ଏ.ପି.): ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଚାଇନାରେ ପୁଣି ଅସମ୍ଭାଳ ହେଲାଣି କୋଭିଡ୍‌-୧୯। ଘାତକ ଭୂତାଣୁ ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବାରୁ ବେଜିଂ, ସାଂଘାଇ ଓ ଉରୁମ୍‌କି ସମେତ ବିଭିନ୍ନ ସହରରେ କଟକଣା ଜାରି କରିଛନ୍ତି କମ୍ୟୁନିଷ୍ଟ ସରକାର। ଏହାର ପ୍ରତିବାଦରେ ଲୋକେ…

ୟୁରୋପୀୟ ସଂଘର ଅଭିଯୋଗ, ଚାରି ଗୁଣା ମହଙ୍ଗା ଗ୍ୟାସ ବିକ୍ରି କରୁଛି ଆମେରିକା, ଶକ୍ତି ସଙ୍କଟରେ ୟୁରୋପ

ବ୍ରସେଲ୍ସ,୨୮ ।୧୧: ୟୁରୋପୀୟ ସଂଘ(ଇୟୁ) ଆମେରିକା ଉପରେ ଅଭିଯୋଗ ଆଣିଛି କି ଆମେରିକା ସହଯୋଗୀ ହେବା ପରେ ବି ଏହାର ମଜବୁରିର ଫାଇଦା ଉଠାଉଛି । ଇୟୁର ଜଣେ ଅଧିକାରୀ କହିଛନ୍ତି, ଏହି କଥାକୁ ଗୁରୁତର ସହ ଚିନ୍ତା କରିବାକୁ ପଡିବ…

କଠୋର ନିଷ୍ପତ୍ତି ନେବାକୁ ପଛାଇବନି କଂଗ୍ରେସ: ରମେଶ

ଇନ୍ଦୋର,୨୮।୧୧(ପି.ଟି.): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ମଧ୍ୟରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ସଂଗଠନକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ହେଲେ କଠୋର ନିଷ୍ପତ୍ତି ନେବାରୁ କଂଗ୍ରେସ ପଛାଇବ ନାହିଁ ବୋଲି ବରିଷ୍ଠ ନେତା ଜୟରାମ…

ନେପାଳରେ ଶାସକ ମେଣ୍ଟକୁ ସଂଖ୍ୟାଗରିଷ୍ଠତା

କାଠମାଣ୍ଡୁ,୨୮ା୧୧: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ନେତୃତ୍ୱାଧୀନ ନେପାଳୀ କଂଗ୍ରେସକୁ ରବିବାର ସଂଖ୍ୟାଗରିଷ୍ଠତା ମିଳିଛି। ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଶାସକ ଦଳ ୫୩ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଫଳରେ ପଡ଼ୋଶୀ…

ଭାଜପାକୁ ସର୍ବାଧିକ କର୍ପୋରେଟ୍‌ ଚାନ୍ଦା ଗୁଜରାଟରୁ ମିଳିଛି

ନୂଆଦିଲ୍ଲୀ,୨୮।୧୧(ପି.ଟି.): ୨୦୧୭ରୁ ୨୦୨୧ ମଧ୍ୟରେ ଗୁଜରାଟରୁ ଭାଜପା ସର୍ବାଧିକ କର୍ପୋରେଟ ଚାନ୍ଦା ପାଇଛି। ଏହି ଚାନ୍ଦା ପରିମାଣ କଂଗ୍ରେସ ପାଇଥିବା ଚାନ୍ଦାର ୧୬ ଗୁଣ ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ରବିବାର ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଉକ୍ତ…

ଭୋକିଲା ଶିଶୁଙ୍କୁ ଡ୍ରଗ୍ସ ଦେଇ ଶୁଆଉଛନ୍ତି

କାବୁଲ,୨୮।୧୧ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନର ଦ୍ୱିତୀୟ ବର୍ଷ ଚାଲିଥିବାବେଳେ ଲୋକଙ୍କ କରୁଣ ସ୍ଥିତି ସାମ୍‌ନାକୁ ଆସିଛି। ଲୋକେ ଖାଇବାକୁ ନ ପାଇ ଉପବାସ ରହୁଥିବାବେଳେ ଭୋକିଲା ଶିଶୁଙ୍କୁ ଶୁଆଇଦେବା ଲାଗି ନିଶା ଔଷଧ ବ୍ୟବହାର କରୁଛନ୍ତି। ବଞ୍ଚତ୍ବା ପାଇଁ ନିଜ…

ଫୁଲବାଣୀରେ ସର୍ବନିମ୍ନ ପାରଦ ୯.୫ ଡିଗ୍ରୀ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସାରା ଓଡ଼ିଶାରେ ଶୀତର ଲହରି ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୧୦ଡିଗ୍ରୀ ରହୁଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ସହ ସବୁଠାରୁ ଥଣ୍ଡା…

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା

ନୂଆଦିଲ୍ଲୀ,୨୮ ।୧୧: ଭାରତର ମହାନ ଆଥଲେଟ ପିଟି ଉଷା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ସେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ହେବା ଏକ ପ୍ରକାର ସ୍ଥିର ନିଶ୍ଚିତ ହୋଇଯାଇଛି । ତାଙ୍କୁ ନିର୍ବିରୋଧରେ ନିର୍ବାଚିତ କରାଯାଇପାରେ…

‘ମୁଁ ଦଳର କାହା ଉପରେ ରାଗି ନାହିଁ’

ନୂଆଦିଲ୍ଲୀ,୨୭ା୧୧: କଂଗ୍ରେସ ଏମ୍‌ପି ଶଶି ଥରୁର କହିଛନ୍ତି, ସେ କେରଳ ୟୁନିଟ୍‌ରେ କାହା ଉପରେ ରାଗି ନାହାନ୍ତି। ସେ ଦଳର କାହା ବିରୋଧରେ କହି ନାହାନ୍ତି କିମ୍ବା ନିର୍ଦ୍ଦେଶ ବିରୋଧରେ କାର୍ଯ୍ୟ କରିନାହାନ୍ତି। ଯଦି କେହି ଏପରି ଭାବନ୍ତି, ତେବେ ପ୍ରମାଣ…

କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୨୭ା୧୧: ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ସକ୍ରିୟ ଭାବେ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜୁରାଟର ଖେଡାଠାରେ ଏକ ନିର୍ବାଚନୀ ବୈଠକରେ ସମ୍ବୋଧିତ କରିଛନ୍ତି। ଆତଙ୍କବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri