ଆତଙ୍କବାଦକୁ ମିଳୁଛି ସୀମାପାର ସମର୍ଥନ: ଯେକୌଣସି ସ୍ଥିତିର ମୁକାବିଲା ଲାଗି ସେନା ପ୍ରସ୍ତୁତ: ସେନାମୁଖ୍ୟ…
ନୂଆଦିଲ୍ଲୀ,୧୨।୧ : ସେନା ଦିବସ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଫେବୃଆରୀ ୨୦୨୧ ଠାରୁ ଅସ୍ତ୍ରବିରତି ଜାରି ରହିଛି। କିନ୍ତୁ ଆତଙ୍କବାଦ ଏବଂ ଆତଙ୍କବାଦ ଭିତ୍ତିଭୂମି ପାଇଁ ସୀମାପାର ସମର୍ଥନ ଜାରି ରହିଛି। ଉତ୍ତର…
ବ୍ରାସିଲିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବ୍ରାସିଲିଆ,୧୨ା୧: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲ୍ସନାରୋଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ରବିବାର ବିରୋଧ ପରେ ଗୁରୁବାର ଆଉ ଥରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନେ ବ୍ରାଜିଲ ରାସ୍ତାରେ ନୂଆ ପ୍ରଦର୍ଶନ ଆରମ୍ଭ କରିଛନ୍ତି।…
ତଟରକ୍ଷୀ ବାହିନୀରେ ସ୍ବଦେଶୀ ପାଟ୍ରୋଲିଂ ଜାହାଜ କମଲା ଦେବୀ ସାମିଲ…
କୋଲକାତା,୧୨।୧ : ଭାରତୀୟ ତଟରକ୍ଷୀ ବାହିନୀରେ ଗୁରୁବାର ନୂତନ ସ୍ବଦେଶୀ ପାଟ୍ରୋଲିଂ ଜାହାଜ କମଲା ଦେବୀ ସାମିଲ ହୋଇଛି। ଜିଆରଏସଇ ଶିପିୟାର୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ (ଡିଜି) ବିରେନ୍ଦର ସିଂ ପଠାନିଆଙ୍କ ଉପସ୍ଥିତିରେ ଏହି ପାଟ୍ରୋଲିଂ ଜାହାଜକୁ ସାମିଲ…
ଆମେରିକା ସିନେଟରେ ବୃଦ୍ଧି ପାଇଲା ଭାରତୀୟଙ୍କ ପତିଆରା, ସାମୋସା କୋକସ ସଦସ୍ୟ ସଂଖ୍ୟା ବଢ଼ିଲା…
ଓ୍ବାଶିଂଟନ,୧୨।୧ : ଭାରତୀୟ ଆମେରିକୀୟ ସାଂସଦମାନଙ୍କର ଏକ ଅନୌପଚାରିକ ଗୋଷ୍ଠୀ ଅଛି ଯାହା ସାମୋସା କୋକସ ନାମରେ ପରିଚିତ। ଆମେରିକାରେ ଭାରତୀୟ ମୂଳ ଲୋକମାନଙ୍କର ବଢୁଥିବା ପ୍ରଭାବ ଯୋଗୁ ଏହି ସାମୋସା କୋକସ କ୍ରମାଗତ ଭାବରେ ବିସ୍ତାର ହେଉଛି। ସାମୋସା କୋକସ…
ବିଶ୍ୱ ଚ୍ୟାଲେଞ୍ଜ ପାଇଁ ଗ୍ଲୋବାଲ ସାଉଥ ଦାୟୀ ନ ଥିଲେ ବି ଅନୁଭୁତ ହୋଇଛି ସର୍ବାଧିକ ପ୍ରଭାବ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୨।୧ : ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ମୋର ସୌଭାଗ୍ୟ ଯେ ମୁଁ ଆପଣଙ୍କୁ ଏହି ଶିଖର ସମ୍ମିଳନୀରେ ସ୍ବାଗତ କରୁଛି। ମୁଁ ଆପଣଙ୍କୁ…
ଜାପାନ ଉପରେ ଚାଇନା ଆକ୍ରମଣ କଲେ ସୈନ୍ୟ ପଠାଇବ ବ୍ରିଟେନ: ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି…
ଲଣ୍ଡନ/ଟୋକିଓ,୧୨।୧ : ବ୍ରିଟେନ ଏବଂ ଜାପାନର ନେତାମାନେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଛନ୍ତି। ଚୁକ୍ତି ଅନୁସାରେ ଉଭୟ ଦେଶ ପରସ୍ପରର ସୈନ୍ୟମାନଙ୍କୁ ନିଜ ଦେଶରେ ରଖିବାକୁ ଅନୁମତି ଦେବେ। ତାଇୱାନ ଉପରେ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଚିନ୍ତା ମଧ୍ୟରେ…
୧୦ ବର୍ଷ ମଧ୍ୟରେ ରୁଷିଆର ପତନ ହେବ: ସର୍ଭେ ରିପୋର୍ଟ…
ଓ୍ବାଶିଂଟନ,୧୨।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଭୟ ଦେଶ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୟୁକ୍ରେନ ଏଥିରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛି। କିନ୍ତୁ ବିଶେଷଜ୍ଞମାନେ ମପୋଷଣ କରିଛନ୍ତି ଯେ ଏହି ଯୁଦ୍ଧର ପ୍ରଭାବ ଦୀର୍ଘ ଦିନ…
ପଶ୍ଚିମ ଦେଶ ସହାୟତା କଲେ ଚଳିତ ବର୍ଷ ରୁଷିଆକୁ ହରାଇ ଯୁଦ୍ଧ ଜିତିବୁ: ୟୁକ୍ରେନ…
ମସ୍କୋ,୧୨।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ପ୍ରାୟ ୧୧ ମାସ ବିତିବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଜିତିବାରେ ସକ୍ଷମ ହୋଇ ନାହିଁ। ଏଥି ସହିତ, ସମୟ ଗଡିବା ସହିତ, ୟୁକ୍ରେନ ଦୃ ଢ଼ ଭାବରେ…
ଇତିହାସ ସେମାନଙ୍କ ଚଷମାରେ ଲେଖା ଯାଇଛି, ଏବେ ଆମକୁ ଠିକ ଭାବେ ଲେଖିବାରେ କେହି ରୋକି ପାରିବେ ନାହିଁ : ଶାହା…
ନୂଆଦିଲ୍ଲୀ,୧୨।୧ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବ୍ରିଟିଶମାନେ ଭାରତ ଛାଡିଛନ୍ତି ଏବଂ ଭାରତୀୟ ଦୃଷ୍ଟିକୋଣରୁ ଇତିହାସ ଲେଖିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପନିବେଶର ଅତୀତର ସମସ୍ତ ଅବଶେଷରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ। ଉପନିବେଶିକ ଅତୀତର…
ବଢ଼ିଲା ଦୈନିକ ସଂକ୍ରମଣ, କମିଲା ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୧୨।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…
୧ରୁ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ
ଭୁବନେଶ୍ୱର, ୧୨।୧(ବ୍ୟୁରୋ): ରାଜ୍ୟ ସରକାର ଯଥାଶୀଘ୍ର ଦାବି ପୂରଣ ନ କଲେ ଫେବୃୟାରୀ ୧ରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏନେଇ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏଶନ (ଓମ୍ସା) ଚେତାବନୀ ଦେଇଛି। ବୁଧବାର ଓମ୍ସା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସଭାପତି ନାରାୟଣ…
ଗୁରୁବାରଠାରୁ ସ୍ବାଭାବିକ ହେବ ବିମାନ ଉଡ଼ାଣ, ଏଫଏଏରେ ହୋଇନାହିଁ ସାଇବର ଆକ୍ରମଣ: ସ୍ପଷ୍ଟୀକରଣ ଦେଲା ଆମେରିକା…
ଓ୍ବାଶିଂଟନ,୧୨।୧ : ଆମେରିକାରେ ବିମାନ ସେବା ଗୁରୁବାର ଠାରୁ ଆରମ୍ଭ ହୋଇପାରେ। ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ କମ୍ପ୍ୟୁଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଧବାର ଦିନ ସାରା ଦେଶରେ ବିମାନ ସେବା ବନ୍ଦ ହୋଇଯାଇଥିଲା। ଫ୍ଲାଇଟ ଆୱାରର ରିପୋର୍ଟ ଅନୁଯାୟୀ, ଏହି ସମୟ…
Archives


