Home Middle

ଜେଲେନସ୍କିଙ୍କୁ ଘାରିଛି ପୁଟିନଙ୍କ ଭଡାଟିଆ ଗୁଣ୍ଡା ୱାଗନର୍‌ ଗ୍ରୁପ ଚିନ୍ତା…

କିଭ୍‌,୧୧।୧ : ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଭଡାଟିଆ ଗୁଣ୍ଡାଙ୍କୁ ୟୁକ୍ରେନ୍‌ରେ ଆତଙ୍କ ସୃଷ୍ଟି କରିଛନ୍ତି। ଏମାନଙ୍କୁ ‘ୱାଗନର୍‌ ଗ୍ରୁପ’ କୁହାଯାଉଛି। ରୁଷିଆର ଏହି ଘରୋଥ ସେନା ପୁଣିଥରେ ୟୁକ୍ରେନ ବିରୁଦ୍ଧରେ ଆକ୍ରମଣାତ୍ମକ ହୋଇପଡିଛି। ୱାଗନର୍‌ ଗ୍ରୁପ୍ର ମୁଖ୍ୟ ୟେଭେଗେନି ପ୍ରିଗୋଜିନ…

ମାଡ଼ିିଲାଣି ମାନ୍ଦାବସ୍ଥା

ଓ୍ବାଶିଂଟନ,୧୧ା୧: ୨୦୨୩ ବିଶ୍ୱ ଅର୍ଥନୀତି ପାଇଁ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି। କାରଣ ଯେଉଁ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା କରୁଥିଲେ ତାହା ଆସିସାରିଛି। ଆମେରିକା, ୟୁରୋପ ଓ ଚାଇନା ଭଳି ବୃହତ୍‌ ଅର୍ଥନୀତିରେ ଦୁର୍ବଳ ଅଭିବୃଦ୍ଧି ଯୋଗୁ ବୈଶ୍ୱିକ…

ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ପରୀକ୍ଷା ପରିଚାଳନାକୁ ଅଧିକ କଡ଼ାକଡ଼ି କରାଯିବ। ପରୀକ୍ଷାରେ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ମେଧାବୀ ପରୀକ୍ଷାର୍ଥୀ ଯେପରି ଠିକ୍‌ ମାର୍କ ପାଇବେ ସେଥିଲାଗି ପ୍ରାଥମିକ ସ୍ତରରୁ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷର…

ଆଜି ଦୁଲୁକିବ ବାରବାଟୀ ଷ୍ଟାଡିୟମ

କଟକ ଅଫିସ,୧୧ା୧: ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆରମ୍ଭ ହୋଇ ଯାଇଛି କାଉଣ୍ଟଡାଉନ। ଉଦଘାଟନୀ ସଂନ୍ଧ୍ୟା କାର୍ଯ୍ୟକ୍ରମ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରୁଷ ହକି ବିଶ୍ୱକପର ଶୁଭାରମ୍ଭ ଉତ୍ସବକୁ ଦେଖିବ ସାରା…

ଗୁଲାମ ନବୀଙ୍କୁ ରମେଶଙ୍କ କଟାକ୍ଷ…

ଶ୍ରୀନଗର,୧୦।୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମଙ୍ଗଳବାର ଗୁଲାମ ନବୀ ଆଜାଦଙ୍କ ପାର୍ଟିକୁ ନେଇ କଟାକ୍ଷ କରିଛନ୍ତି। ନିକଟରେ ଆଜାଦଙ୍କ ଦଳର ଅନେକ ନେତା କଂଗ୍ରେସକୁ ଫେରିଛନ୍ତି। ଏହା ପରେ ଜୟରାମ ରମେଶ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବାବେଳେ…

ଶ୍ରୀଲଙ୍କା ସଙ୍କଟ ଘନେଇଲା: ସରକାରୀ କର୍ମଚାରୀଙ୍କ ଜାନୁୟାରୀ-ଫେବୃୟାରୀ ଦରମା ନେଇ ଅନିଶ୍ଚିତତା…

କଲମ୍ବୋ,୧୦।୧ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଉତିମଧ୍ୟରେ ସମସ୍ତ ମନ୍ତ୍ରଣାଳୟକୁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଙ୍ଘେ ଏକ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ, ଚଳିତ ବର୍ଷର ବଜେଟରେ ସେମାନଙ୍କୁ ଦିଆଯାଇଥିବା ଆନୁମାନିକ ଖର୍ଚ୍ଚକୁ ପାଞ୍ଚ ପ୍ରତିଶତ ହ୍ରାସ…

ବିନା ନୋଟିସରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚାକରିରୁ ବାହାର କରାଯାଇ ପାରିବ ନାହିଁ: ହାଇକୋର୍ଟ…

ଥରୁଭାନନ୍ତପୁରମ୍‌,୧୦।୧ : କେରଳ ହାଇକୋର୍ଟ କହିଛନ୍ତି ଯେ କାର୍ଯ୍ୟରେ ଅସନ୍ତୋଷଜନକ ପ୍ରଦର୍ଶନ ଯୋଗୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ପୂର୍ବ ସୂଚନା ବିନା ଚାକରିରୁ ବାହାର କରାଯାଇପାରିବ ନାହିଁ। ବରଖାସ୍ତ ହେବା ପୂର୍ବରୁ କର୍ମଚାରୀଙ୍କୁ ନୋଟିସ ଦିଆଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ୱାୟାନାଡ…

କାନାଡାରେ ଗୋଟାବାୟା-ମହିନ୍ଦାଙ୍କ ବିରୋଧରେ ପ୍ରତିବନ୍ଧକ…

ଅଟଓ୍ବା/କଲମ୍ବୋ,୧୦।୧ : ନାଗରିକ ବିବାଦର ମାନବିକ ଅଧିକାରର ଉଲ୍ଲଂଘନ ପାଇଁ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବଂ ମହିନ୍ଦା ରାଜପକ୍ଷେ, ସେମାନଙ୍କ କର୍ମଚାରୀ ସୁନୀଲ ରତ୍ନାୟକେ ଏବଂ ଲ୍ୟୁଟନାଟ କମାଣ୍ଡର ଚନ୍ଦନା ପି ହେଟିଆରିଚିଥେଙ୍କ ସମେତ କାନାଡା ସରକାର ଶ୍ରୀଲଙ୍କାର ଚାରିଜଣ…

ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ, ଲଢୁଆ ବ୍ୟାଟିଂ ସତ୍ତ୍ୱେ ହାରିଲା ଶ୍ରୀଲଙ୍କା…

ଗୁଆହାଟୀ,୯।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଗୁଆହାଟିର ବାରସାପରା କ୍ରିକେଟ ଷ୍ଟାଡିୟମରେ ତିନିଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଭ୍ରମଣକାରୀ ଦଳ ଶ୍ରୀଲଙ୍କାକୁ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଶେଷରେ ପରାଜୟ…

ଜୋଷୀମଠରେ ସ୍ଥାପନ ହେବ ଭୂକମ୍ପ ଅବଲୋକନ ପ୍ରଣାଳୀ…

ନୂଆଦିଲ୍ଲୀ,୧୦।୧ : ଉତ୍ତରାଖଣ୍ଡର ଅନ୍ୟତମ ପ୍ରସିଦ୍ଧ ସହର ଜୋଷୀମଠ କ୍ରମାଗତ ଭାବରେ ଦବିବାରେ ଲାଗିଛି। ହୋଇଥିବା ଭୂସ୍ଖଳନ ମଧ୍ୟରେ କେନ୍ଦ୍ର ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଏଠାରେ ଏକ ମାଇକ୍ରୋ ସେସମିକ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା(ଭୂକମ୍ପ ଅବଲୋକନ ପ୍ରଣାଳୀ) ସ୍ଥାପନ କରାଯିବ।…

୩ ପ୍ରସ୍ତାବକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ: ସେନା-ନୌସେନା ପାଇଁ କିଣାଯିବ ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ,୧୦।୧ : ଚାଇନା ସହିତ ଏଲଏସିରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସେନା ଏବଂ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ତିନୋଟି ଅଧିଗ୍ରହଣ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଅନୁମୋଦନ ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା…

ଶକ୍ତି ପରୀକ୍ଷାରେ ଜିତିଲେ ପ୍ରଚଣ୍ଡ…

କାଠମାଣ୍ଡୁ,୧୦।୧ : ନେପାଳ ସଂସଦରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ହୋଇଥିବା ମତଦାନରେ ତାଙ୍କ ସମର୍ଥନରେ ୨୬୮ ଭୋଟ ମିଳିଥିଲା। ମୋଟ ଉପସ୍ଥିତ ଥିବା ୨୭୦ ସଦସ୍ୟଙ୍କ ଭୋଟ ମଧ୍ୟରୁ ସେ କେବଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri