ସୈନ୍ୟ କମାଣ୍ଡର୍ସ ସମ୍ମଳନୀରେ ଏଲଏସି ପାଇଁ ନୂଆ ରଣନୀତି…
ନୂଆଦିଲ୍ଲୀ,୬।୧୧ : ପୂର୍ବ ଲଦାଖରେ ଥିବା ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ-ଚାଇନା ସମ୍ପର୍କ ଉପରେ ଏକ ନୂତନ ରଣନୀତି ପ୍ରସ୍ତୁତ କରାଯାଉଛି। ସୋମବାରଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ପାଞ୍ଚ ଦିନିଆ ମିଲିଟାରୀ କମାଣ୍ଡର୍ସ…
ସେମିଫାଇନାଲରେ ଟିମ୍ ଇଣ୍ଡିଆ…
ମେଲବୋର୍ନ,୬।୧୧ : ରବିବାର ନେଦରଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପରାସ୍ତ ହେବା ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଛି। ଗ୍ରୁପ-୨ ରୁ ଶେଷ -୪ରେ ପହଞ୍ଚିବାରେ ଟିମ୍ ଇଣ୍ଡିଆ ପ୍ରଥମ ଦଳ ହୋଇଛି। ଚାରିଟି ମ୍ୟାଚରେ ଟିମ…
ପ୍ରାରମ୍ଭିକ ପର୍ଯ୍ୟାୟରେ ଭାଜପା ଆଗୁଆ
ଭୁବନେଶ୍ୱର,୬।୧୧(ବ୍ୟୁରୋ): ଆଜି ଆସିବ ନିର୍ବାଚନ ଫଳାଫଳ। କିଏ ମାରିବ ବାଜି! ଏ ନେଇ ସବୁଠି ଚର୍ଚ୍ଚା। ଓଡ଼ିଶାବାସୀଙ୍କ ନଜରରେ ରହିଛି ଧାମନଗର ନିର୍ବାଚନ ଫଳାଫଳ। କାହା ଅଙ୍କକଷା କେତେ କାମ କରିବ? ୩ ପ୍ରମୁଖ ଦଳ ମଧ୍ୟରେ ଅଛନ୍ତି ସ୍ବାଧୀନ ପ୍ରାର୍ଥୀ।…
ଫିଲାଡେଲଫିଆରେ ଗୁଳିକାଣ୍ଡ: ୧୦ ଗୁରୁତର ଆହତ…
ମୋଲବୋର୍ନ,୬।୧୧ : ଆମେରିକାର ଫିଲାଡେଲଫିଆ ସହରର କେନ୍ସିଙ୍ଗଟନ ଏବଂ ଆଲେଗେନି ଅଞ୍ଚଳରେ ଶନିବାର ରାତିରେ କିଛି ଅଜଣା ଲୋକ ଆଖିବୁଜା ଗୁଳିଚାଳନା କରିଛନ୍ତି। ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର…
ସକ୍ରିୟ ମାମଲା ୧୫ ହଜାର ତଳେ, ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…
ନୂଆଦିଲ୍ଲୀ, ୬।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି…
ଆରମ୍ଭ ହେଲା ଭୋଟ ଗଣତି: କିଏ ମାରିବ ବାଜି
ଭୁବନେଶ୍ୱର,୬।୧୧(ବ୍ୟୁରୋ): ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣନା ଆରମ୍ଭ ହୋଇଛି। ପରେ ଇଭିଏମ ଭୋଟଗଣନା କରାଯିବ ବୋଲ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ…
ମୋଗାଦିସୁ ଆତ୍ମଘାତୀ ବିସ୍ଫୋରଣରେ ୧୫ରୁ ଅଧିକ ମୃତ, ଅନେକେ ଆହତ
ମୋଗାଦିସୁ,୬ ।୧୧: ସୋମାଲିଆର ରାଜଧାନୀ ମୋଗାଦିସୁ ସହରର ଦକ୍ଷିଣରେ ଏକ ସେନା ଆଡ୍ଡା ଉପରେ ବିସ୍ଫୋରଣ ହେବାରୁ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ…
ଆଜି ଆସିବ ଧାମନଗର ଭୋଟ ଫଳାଫଳ
ଭୁବନେଶ୍ୱର, ୬।୧୧(ବ୍ୟୁରୋ)/ଭଦ୍ରକ ଅଫିସ୍: ଧାମନଗର ବିଧାନସଭା ଉପନିର୍ବାଚନ ଭୋଟଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣନା କରାଯିବ। ସକାଳ ୮ଟା ୩୦…
୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନର ଫଳାଫଳ ଆଜି
ନୂଆଦିଲ୍ଲୀ,୬ ।୧୧: ଗୋଟିଏ ପଟେ ହିମାଚଳ ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ନଗର ନିଗମର ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ସମସ୍ତ ରାଜନୈତିକ ଦଳ ବିଜୟ ଲକ୍ଷ୍ୟ ରଖି ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଏପଟେ ୬…
ଫାଇନାଲରେ ହୋଇପାରେ ଭାରତ-ପାକିସ୍ତାନ ଭେଟ !…
ମୋଲବୋର୍ନ,୫।୧୧ : ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ସମ୍ଭବ ବୋଲି କୁହାଯାଉଛି। ୨୦୨୨ ଟି-୨୦ ବିଶ୍ୱକପ୍ ଫର୍ମାଟ ଅନୁସାରେ ଭାରତ ସେମିଫାଇନାଲ ଖେଳିବା ଆଶା ରହିଥିବାବେଳେ ଏନେଇ…
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଦାଉଦ-ଛୋଟା ଶକିଲଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ…
ନୂଆଦିଲ୍ଲୀ,୫।୧୧ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଅଣ୍ଡର ଓ୍ବାଲର୍ଡ ଡନ୍ ଦାଉଦ ଇବ୍ରାହିମ ଏବଂ ଛୋଟା ଶକିଲଙ୍କ ସମେତ ୩ ଅନ୍ୟ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରାଯାଇଛି। ଏନଆଇଏ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନଆଇଏ ଚାର୍ଜଶିଟ…
ମହିଳାଙ୍କ ପ୍ରଜନନ ଅଧିକାରରେ ବାଧା ଦିଆଯାଇ ପାରିବ ନାହିଁ : ହାଇକୋର୍ଟ…
ଥିରୁଭାନନ୍ତପୁରମ୍,୫।୧୧ : ମହିଳାଙ୍କ ପ୍ରଜନନ ଅଧିକାରରେ ବାଧା ଦିଆଯାଇ ପାରିବ ନାହିଁ। ଏକ ମାମଲାର ଶୁଣାଣି ସମୟରେ କେରଳ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ଏହା ସହିତ ଆବେଦନକାରୀ ୨୩ ବର୍ଷ ବୟସ୍କା ଛାତ୍ରୀଙ୍କୁ କୋର୍ଟ ୨୬ ସପ୍ତାହର ଭ୍ରୁଣର ଗର୍ଭପାତ…
Archives


