୨୪ ବର୍ଷ ଧରି ଭୂକମ୍ପ ଟିକସ ଆଦାୟ କରୁଛନ୍ତି ତୁର୍କୀ ସରକାର, ଏବେ ଲୋକେ ମାଗିଲେ ୪.୬ ବିଲିୟନ ଡଲାରର ହିସାବ…
ଇସ୍ତାନବୁଲ,୯।୨ : ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୫ ହଜାର ଅତିକ୍ରମ କରିଛି। ଏଥି ସହିତ ଆହତଙ୍କ ସଂଖ୍ୟା ୮୦ ହଜାରରୁ ଅଧିକ ଛୁଇଁଛି। ଘରୋଇ ଏବଂ ବିଦେଶୀ ରିଲିଫ କର୍ମଚାରୀମାନେ ଉଭୟ ଦେଶର ଭୂକମ୍ପ ପ୍ରଭାବିତ…
ତୁର୍କୀକୁ ଭାରତର ସହାୟତା
ଆଙ୍କାରା,୯ା୨: ଗୁରୁବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଉଦ୍ଧାର କର୍ମଚାରୀ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଚିକିତ୍ସା ଉପକରଣ ନେଇ ଭାରତରୁ ଷଷ୍ଠ ବିମାନ ‘ଅପରେଶନ ଦୋସ୍ତ’ ଭୂକମ୍ପରେ ସହାୟତା ପାଇଁ ତୁର୍କୀରେ ପହଞ୍ଚିଛି। ଷଷ୍ଠ ବିମାନରେ ଭୂକମ୍ପ…
ନୌସେନା କ୍ରୁ ମଡ୍ୟୁଲ ପୁନରୁଦ୍ଧାର ମଡେଲର ପ୍ରାଥମିକ ପରୀକ୍ଷଣ କଲା ଇସ୍ରୋ, ୨୦୨୪ରେ ଗଗନୟାନ ମିଶନ…
ଶ୍ରୀହରିକୋଟା,୯।୨ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ନୌସେନା ସହିତ ଏହାର ଗଗନୟାନ ମିଶନର ଏକ ଅଂଶ ଭାବରେ ୱାଟର ସର୍ଭାଇଭାଲ ଟେଷ୍ଟ ସୁବିଧାର କ୍ରୁ ମଡ୍ୟୁଲ ପୁନରୁଦ୍ଧାର ମଡେଲର ପ୍ରାରମ୍ଭିକ ପରୀକ୍ଷା ସମାପ୍ତ କରିଛି। ମହାକାଶ ଏଜେନ୍ସି କହିଛି…
ଭାରତରେ ଆରମ୍ଭ ହେଲା ଟୁଇଟର ବ୍ଲୁ. ମାସକୁ ଦେବାକୁ ପଡ଼ିବ ୯୦୦ ଟଙ୍କା…
ନୂଆଦିଲ୍ଲୀ,୯।୨ : ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର ଶେଷରେ ଭାରତରେ ଏହାର ପ୍ରିମିୟମ ସବସ୍କ୍ରିପଶନ ସେବା ଟୁଇଟର ବ୍ଲୁ ଲଞ୍ଚ କରିଛି। ବ୍ଲୁ ଟିକ ପାଇବାକୁ ଏବଂ ପ୍ରିମିୟମ ସବସ୍କ୍ରିପଶନ ସେବାର ବୈଶିଷ୍ଟ୍ୟ ବ୍ୟବହାର କରିବାକୁ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କୁ ମାସକୁ…
ଭାଜପା ଖେଳୁଛି ଡବଲ ଗେମ୍, ପଶ୍ଚିମବଙ୍ଗ ବିଭାଜନ ବିରୋଧରେ ପ୍ରସ୍ତାବ ଆଣିବ ଟିଏମସି, ୪୮ ଘଣ୍ଟିଆ ଚେତାବନୀ…
କୋଲକାତା,୯।୨ : ପଶ୍ଚିମବଙ୍ଗ ବଜେଟ ଅଧିବେଶନର ପ୍ରଥମ ଦିନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଉତ୍ତର ପଶ୍ଚିମବଙ୍ଗକୁ ପୃଥକ ରାଜ୍ୟ ଦାବି ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭାରତୀୟ ଜନତା ପାର୍ଟି (ଭାଜପା) କୁ କହିଛି। ପଶ୍ଚିମବଙ୍ଗ ବିଭାଜନ ବିରୋଧରେ…
ମହିଳା ମସଜିଦରେ ପଢ଼ିପାରିବେ ନମାଜ: ମୁସଲିମ ପର୍ସନାଲ ଲ ବୋର୍ଡ…
ନୂଆଦିଲ୍ଲୀ,୯।୨ : ଅଲ ଇଣ୍ଡିଆ ମୁସଲିମ ବ୍ୟକ୍ତିଗତ ଆଇନ ବୋର୍ଡ (ଏଆଇଏମପିଏଲବି) ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ମହିଳାମାନଙ୍କୁ ମସଜିଦ ପ୍ରବେଶ କରି ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି। ବୋର୍ଡ କହିଛି ଯେ ମୁସଲମାନ ମହିଳାମାନେ ପ୍ରାର୍ଥନା କରିବା ପାଇଁ ମସଜିଦ ଭିତରକୁ…
ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ, ଦୈନିକ ସଂକ୍ରମଣ ହାର ୦.୧୧ ପ୍ରତିଶତ…
ନୂଆଦିଲ୍ଲୀ, ୯।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
ଟାଇଗର ରିଜର୍ଭ-ଜାତୀୟ ଉଦ୍ୟାନର ମୁଖ୍ୟ ଅଞ୍ଚଳରେ ନିର୍ମାଣ ପ୍ରତିବନ୍ଧକ, ସଫାରି ନେଇ ଏନଟିସିଏକୁ ନୋଟିସ…
ନୂଆଦିଲ୍ଲୀ,୯।୨ : ବାଘ ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନର ମୂଳ ଅଞ୍ଚଳରେ କୌଣସି ନିର୍ମାଣକୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଯେ ଏହି ସ୍ଥାନରେ ପ୍ରାଣୀ ଉଦ୍ୟାନ କିମ୍ବା ସଫାରି ତିଆରି କରିବାର କୌଣସି ଯଥାର୍ଥତା…
ଭୂକମ୍ପ ଯୋଗୁ ତୁର୍କୀ ମୂଳ ସ୍ଥାନରୁ ୫ରୁ ୬ ମିଟର ସ୍ଥାନାନ୍ତରିତ…
ରୋମ/ଇସ୍ତାନବୁଲ,୯।୨ : ତୁର୍କୀ-ସିରିଆରେ ଭୟଙ୍କର ଭୂକମ୍ପ ଏପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି। ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଅଟ୍ଟାଳିକା ଧ୍ୱଂସସ୍ତୁପରେ ପରିଣତ ହୋଇଛି ଏବଂ ଏହା ତଳେ କେତେ ଲୋକ ପୋତି…
ଟସ୍ ଜିତିଲା ଅଷ୍ଟ୍ରେଲିଆ
ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ କେ.ଏସ ଭରତ ଏହି…
ଆଖିରେ ଲୁହ ମନରେ କୋହ, ଚାରିଆଡ ଖାଁ ଖାଁ…
ଇସ୍ତାନବୁଲ,୯।୨ : ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନୂତନ ଆକଳନ ଅନୁଯାୟୀ, ଏପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ସଂଖ୍ୟା ୮୦ ହଜାରରୁ…
୨୦୨୫ ସୁଦ୍ଧା ପୃଥିବୀର ଅଧା ବିଦ୍ୟୁତ ଶକ୍ତି ବ୍ୟବହାର କରିବ ଏସିଆ, ଭାରତରେ ବିଦ୍ୟୁତ ଚାହିଦା ୫.୬ ପ୍ରତିଶତ: ରିପୋର୍ଟ…
ପ୍ୟାରିସ,୯।୨ : ଭାରତରେ ବାର୍ଷିକ ୫.୩ ପ୍ରତିଶତ ହାରରେ ବିଦ୍ୟୁତ ଚାହିଦା ୨୦୨୨ ରେ ୮.୪ପ୍ରତିଶତରେ ପହଞ୍ଚିଛି। କୋଭିଡ ମହାମାରୀ ପରେ ଦେଶର ଦ୍ରୁତ ପୁନଃରୁଦ୍ଧାର ଏହାର କାରଣ ଥିଲା। ଏହା ସହିତ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ଯୋଗୁ…

