Home Middle

ପାକିସ୍ତାନରେ ନାବାଳିକାଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କଲା ଜାତିସଂଘ…

ଜେନେଭା,୧୭।୧ : ପାକିସ୍ତାନର ମୌଳିବାଦୀ ଚେହେରା ପୁଣି ଥରେ ବିଶ୍ୱ ସାମ୍ନାରେ ପ୍ରକାଶ ପାଇଛି। ଜାତିସଂଘର ବିଶେଷଜ୍ଞମାନେ ପାକିସ୍ତାନରେ ଧାର୍ମିକ ଅଳ୍ପସଂଖ୍ୟଙ୍କ ନାବାଳିକାଙ୍କ ଅପହରଣ, ବାଧ୍ୟତାମୂଳକ ବିବାହ ଏବଂ ନାବାଳିକ ତଥା ଯୁବତୀମାନଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ବିଶେଷଜ୍ଞମାନେ ସହମତ…

ବର୍ଷେ ବଢ଼ିଲା ନଡ୍ଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୭।୧: ଭାଜପା ଅଧ୍ୟକ୍ଷ ଭାବେ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାଜପା କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲଗାଯାଇଛି। ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଖବରଦାତା ସମ୍ମିଳନୀ କରି ଏନେଇ…

ଏକଛତ୍ରବାଦୀ ଶାସକଙ୍କୁ ଘାରିଛି ମୃତ୍ୟୁ ଭୟ ! ମଦନିଶାରେ କାନ୍ଦୁଛନ୍ତି…

ପ୍ୟୋଙ୍ଗୟାଙ୍ଗ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ କିଛି ଗୁରୁତର ରୋଗରେ ପୀଡିତ ଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ତାଙ୍କ ଖରାପ ଜୀବନଶଳୀ ଯୋଗୁ…

୫ ସପ୍ତାହରେ ୯ ଲକ୍ଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ଚାଇନା ସରକାରଙ୍କ ପର୍ଦ୍ଦାଫାଶ କଲା ଚାଇନା ବିଶ୍ୱବିଦ୍ୟାଳୟ…

ବେଜିଂ,୧୭।୧ : ଚାଇନା ସରକାର ସ୍ବୀକାର କରିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ପ୍ରାୟ ଦେଶରେ୬୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଯଦିଓ ବିଶ୍ୱର ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଚାଇନା ପ୍ରକୃତ ତଥ୍ୟକୁ ଲୁଚାଉଛି। ସରକାରୀ ଆକଳନ ତୁଳନାରେ ଚାଇନାରେ…

କିମ୍‌ଙ୍କ ଉପରେ ନଜର ରଖିବ ଆମେରିକା, ପର୍ଦ୍ଦଫାଶ ପାଇଁ ଖର୍ଚ୍ଚ କରିବ ୪୦୦ କୋଟି…

ଓ୍ବାଶିଂଟନ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଉପରେ ଆମେରିକା ନଜର ରଖିଛି। କିମ୍‌ଙ୍କର ପର୍ଦ୍ଦାଫାଶ ପାଇଁ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ବ୍ୟବହାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିମ୍‌ଙ୍କର ଗୁପ୍ତ…

ନଡ୍ଡାଙ୍କ ପାଇଁ ଅଗ୍ନି ପରୀକ୍ଷା: ୫ ରାଜ୍ୟରେ ସରକାରଙ୍କୁ ସୁରକ୍ଷା-୪ ରାଜ୍ୟରେ ବିଜୟ ଚିନ୍ତା…

ନୂଆଦିଲ୍ଲୀ,୧୭।୧ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ପୁଣି ବଢ଼ିଛି। ତେବେ ୨୦୨୩ ତାଙ୍କ ପାଇଁ ଅଗ୍ନିପରୀକ୍ଷା ସମୟ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଚଳିତ ବର୍ଷ ୯ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ…

ମୁଁ ନିର୍ବାଚିତ ମୁଖ୍ୟମନ୍ତ୍ରୀ, କିନ୍ତୁ ଆପଣ କିଏ ? ଉପରାଜ୍ୟପାଳଙ୍କୁ କେଜରିଓ୍ବାଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୭।୧ : ଦିଲ୍ଲୀର ଶିକ୍ଷକଙ୍କୁ ତାଲିମ ପାଇଁ ଫିନଲାଣ୍ଡ ପଠାଇବାକୁ ରୋକିବା ନେଇ ବିଧାନସଭାରେ ବାକ୍‌ ଯୁଦ୍ଧ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଉପରାଜ୍ୟପାଳ ଭି.କେ.ସାକ୍ସସେନାକୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଉପରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି ଆମେ ନିର୍ବାଚିତ…

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ରିପୋର୍ଟ ଦାଖଲରେ ବିଳମ୍ବ: ସୁପ୍ରିମ୍‌କୋର୍ଟ ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୧୭।୧ : ଦେଶର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲରେ ବିଳମ୍ବ ହେବାରୁ ସୁପ୍ରିମ୍‌କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଯଦି ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର…

ଶାହବାଜ ଶରିଫ କହିଲେ ‘ପାକିସ୍ତାନ ବୁଦ୍ଧି ଶିଖି ସାରିଛି’, ମୋଦିଙ୍କୁ ଅପିଲ କରି କହିଲେ, ‘ଚାଲ ଏକାଠି ବସିବା’

ଇସଲାମାବାଦ,୧୭ ।୧: ପାକିସ୍ତାନ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଲୋକେ ସେଠାରେ ଉତ୍କଟ ଖାଦ୍ୟ ସଙ୍କଟର ସାମ୍ନାବି କଲେଣି । ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କର ଏକ ବୟାନ ସାମ୍ନାକୁ ଆସିଛି, ଯେଉଁଥିରେ…

ନିପ୍ରୋର ଭଙ୍ଗା କୋଠାତଳୁ ୪୦ ମୃତଦେହ ଉଦ୍ଧାର, ୪୬ ଲୋକ ଏବେବି ନିଖୋଜ, ରୁଷିଆ କହିଲା କରିନାହିଁ ଆକ୍ରମଣ

ମସ୍କୋ/ବର୍ଲିନ,୧୭ ।୧: ୟୁକ୍ରେନ ସହର ନିପ୍ରୋରେ ଥିବା ଘରୋଇ କୋଠା ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରୁଷିଆ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନର ପ୍ରବକ୍ତା ଦିମିତ୍ରି ପେସ୍କୋବ ସୋମବାର କହିଛନ୍ତି, ଉକ୍ତ କୋଠା ଉପରେ ରୁଷିଆ ମିଶାଇଲ ଆକ୍ରମଣ କରିନାହିଁ ।…

ଅଶାନ୍ତ ଆମେରିକା: ୬ ମାସର ଶିଶୁ, ମାଆ ସମେତ ୬ ଜଣଙ୍କୁ ହତ୍ୟା

କାଲିଫର୍ନିଆ,୧୭ ।୧: ତୁଲରେ କାଉଣ୍ଟିର ମାଇକ ବୋଡ୍ରେକ୍ସ ସୋମବାର କହିଛନ୍ତି ଆମେରିକା କାଲିଫର୍ନିଆ ରାଜ୍ୟର ଗୋଶେନରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଣେ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡ ସୋମବାର ସକାଳେ ମଧ୍ୟ କାଲିଫର୍ନିଆର ଏକ…

ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ

ଥିରୁଭାନ୍ତପୁରମ୍‌,୧୬।୧: କେରଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ସରକାର ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ସର୍ବସାଧାରଣ ସ୍ଥାନ, କାର୍ଯ୍ୟାଳୟ ଏବଂ ସମାବେଶରେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri