Home Middle

ନେତ୍‌ନ୍ୟାହୁଙ୍କ ବିରୋଧରେ ବିଶାଳ ବିକ୍ଷୋଭ

ତେଲ୍‌ଭି, ୯।୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତ୍‌ନ୍ୟାହୁଙ୍କ ନୂଆ ସରକାର ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଛି। ନଭେମ୍ବର ୧ ନିର୍ବାଚନରେ ନେତନ୍ୟାହୁ କ୍ଷମତାକୁ ଫେରିଥିବାବେଳେ ଅତିରକ୍ଷଣଶୀଳ ଇହୁଦି ଦଳଗୁଡ଼ିକର ସମର୍ଥନ କ୍ରମେ ଗତମାସରେ ମେଣ୍ଟ ସରକାର ଗଢ଼ିଛନ୍ତି। ସେହି ଦଳଗୁଡ଼ିକର କେତେଜଣ…

ଦରମା ବୃଦ୍ଧି ଦାବିରେ ନର୍ସଙ୍କ ଆନ୍ଦୋଳନ

ଲଣ୍ଡନ୍‌, ୯।୧: ଗତ ଡିସେମ୍ବର ୧୫ରେ ବ୍ରିଟେନ୍‌ର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌) କର୍ମଚାରୀମାନେ ୧୦୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଏହାର ୫ ଦିନ ପରେ ଦରମା ବୃଦ୍ଧି ଦାବିରେ ନର୍ସ ସମେତ ଅନ୍ୟ ସ୍ବାସ୍ଥ୍ୟ…

ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

ସାଂଘାଇ, ୯।୧: ଚାଇନାରେ ଆଉଥରେ ସାଧାରଣ ନାଗରିକ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ସେଣ୍ଟ୍ରାଲ ଚାଇନାରେ ଥିବା କାଭିଡ୍‌-୧୯ ଆଣ୍ଟିଜେନ୍‌ କିଟ୍‌ ନିର୍ମାଣକାରୀ କମ୍ପାନୀ ଜାଇବିଓ ବିନା ନୋଟିସ୍‌ରେ ଅନେକ ଲୋକଙ୍କୁ ଚାକିରିରୁ ବାହାର କରିଥିବାବେଳେ ଏହାକୁ ବିରୋଧ…

ଆଉ ଦୁଇଦିନ ଥରାଇବ ଶୀତ

ଭୁବନେଶ୍ୱର,୯ା୧(ବ୍ୟୁରୋ): ସମଗ୍ର ରାଜ୍ୟରେ ଏବେ ପ୍ରବଳ ଶୀତର ଲହରି ଜାରି ରହିଛି। ତେବେ ରାଜ୍ୟରେ ଆହୁରି ଦୁଇଦିନ ଶୀତ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ…

କାହିଁକି ଧସୁଛି ଜୋଷୀମଠ

ନୂଆଦିଲ୍ଲୀ,୯ା୧: ଭୂସ୍ଫଳନ ପ୍ରବଣ ଜୋନ୍‌ ଜୋଷୀମଠରେ ଅବାଧ ନିର୍ମାଣ ସମ୍ପୃକ୍ତ ଅଞ୍ଚଳକୁ ବିପଦ ମୁହଁକୁ ଠେଲିଦେଇଛି। ଏହାର ପ୍ରତିବାଦରେ ହିଲ୍‌ ଟାଉନ୍‌ ବାସିନ୍ଦା ଗୁରୁବାର ବନ୍ଦ ପାଳନ କରିଥିଲେ। ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଦୋକାନବଜାର ବନ୍ଦ ସହ ଚକା…

୪୮%ଙ୍କ ମତ ବିମାନରେ ମଦ୍ୟପାନ ସେବା ବନ୍ଦହେଉ

ନୂଆଦିଲ୍ଲୀ, ୯।୧: ଏୟାର ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ନିୟନ୍ତ୍ରଣ ହରାଇ ପୁରୁଷ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବାର ୨ଟି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ବିମାନରେ ଯାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଯାତ୍ରା…

ଜୋଷୀମଠ ଭୂସ୍ଖଳନପ୍ରବଣ

ଡେରାଡୁନ୍‌/ନୂଆଦିଲ୍ଲୀ,୯ା୧: ଦେବଭୂମି ରୂପେ ପରିଚିତ ଉତ୍ତରାଖଣ୍ଡର ଛୋଟ ସହର ଜୋଷୀମଠ ଉପରେ ବଡ଼ ବିପଦ ଦେଖାଦେଇଛି। ଚମୋଲି ଜିଲାର ଏହି ଅଞ୍ଚଳରେ ଲଗାତର ଭାବେ ଘର କାନ୍ଥ ଭାଙ୍ଗିବା ସହ ରାସ୍ତା ଧସିବାରେ ଲାଗିଥିବାରୁ ରବିବାର ଏହାକୁ ‘ଭୂସ୍ଖଳନ ପ୍ରବଣ ଜୋନ୍‌’…

ଭାଜପା ମୋଦିଙ୍କୁ ଭଗବାନ ବୋଲି କହୁଛି, ଏହା ଏକଛତ୍ରବାଦୀ ଶାସନ ବ୍ୟତୀତ ଆଉ କିଛି ନୁହେଁ: ଖର୍ଗେ

ଚିତ୍ରଦୁର୍ଗ,୮ ।୧: କର୍ନାଟକର ଚିତ୍ରଦୁର୍ଗରେ ରବିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସରକାରୀ ପଦବି ଖାଲି ରଖିଥିବା ଅଭିଯୋଗ କରି ମଲ୍ଲିକାର୍ଜୁନ ଖର୍ଗେ କହିଛନ୍ତି, ୩୦ ଲକ୍ଷ ସରକାରୀ ପଦବୀ ଖାଲି ରହିଛି,…

‘ଭାଜପା ଗଙ୍ଗା ଭଳି, ପାପରୁ ମୁକ୍ତି ପାଇଁ ଏଥିରେ ବୁଡ ପକାନ୍ତୁ’: ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ବିରୋଧିଙ୍କୁ ଅଫର

କାକରାବାନ,୮ ।୧: ବାମପନ୍ଥୀ ନେତାଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହେବା ପାଇଁ ଅପିଲ କରି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ରବିବାର ଭାଜପାକୁ ଗଙ୍ଗା ନଦୀ ସହ ତୁଳନା କରିଛନ୍ତି । ମାଣିକ ଶାହା ବିରୋଧି ଦଳ ନେତାଙ୍କୁ ଅଫର…

କାଲିଫର୍ନିଆରେ ପ୍ରବଳ ଝଡ଼ବର୍ଷା ଆଶଙ୍କା

ଓ୍ବାଶିଂଟନ,୮ା୧: କାଲିଫର୍ନିଆରେ ପ୍ରବଳ ଝଡ଼ବର୍ଷା ଯୋଗୁ ହଜାର ହଜାର ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡ଼ିବ। ସୋମବାର ପ୍ରବଳ ଝଡ଼ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିସହ ବୁଧବାର ପର୍ଯ୍ୟନ୍ତ ୧ରୁ ୧୨ ଇଞ୍ଚ ବର୍ଷା ହେବାର ଆଶଙ୍କା ରହିଛି। ଉତ୍ତର…

କ୍ରିକେଟ ଖେଳି ଫେରିବା ବେଳେ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଭବାନୀପାଟଣା,୮।୧(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭବାନୀପାଟଣା ସଦର ଥାନା ଅଧୀନ ବେଲାମାଲ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଗ୍ୟାସ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ…

ଜୋଷୀମଠ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଧାମିଙ୍କ ସହିତ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୮।୧ : ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ଡକ୍ଟର ପି.କେ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କ୍ୟାବିନେଟ ସଚିବ, କେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri