Home Middle

ଫିଫା ବିଶ୍ୱକପ-୨୦୨୬: ଯୋଜନାରେ ପରିବର୍ତ୍ତନ, ୪-୪ ଟିମର ୧୨ ଗ୍ରୁପ୍‌ ରହିବେ…

ଓ୍ବାଶିଂଟନ,୧୫।୩ : ଉତ୍ତର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ-୨୦୨୬ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆସନ୍ତା ବିଶ୍ୱକପରେ ୪-୪ ଟିମର ୧୨ ଟି ଗ୍ରୁପ୍‌ ହେବ ବୋଲି ଫିଫା ଏକ ବିବୃତ୍ତିରେ କହିଛି। ପୂର୍ବରୁ ୩-୩ ଟିମର…

ବିଶ୍ୱ ତାପନ ଯୋଗୁ ମରୁଡି-ବନ୍ୟା ବୃଦ୍ଧି ପାଉଛି: ନାସା…

ଓ୍ବାଶିଂଟନ,୧୫।୩ : ପୃଥିବୀର ଅନେକ ଅଞ୍ଚଳରେ ଭୟଙ୍କର ମରୁଡ଼ି, ଅତ୍ୟଧିକ ବୃଷ୍ଟିପାତ ଏବଂ ବନ୍ୟା ପରିସ୍ଥିତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସାର ନେଚର ଓ୍ବାଟର ଜର୍ନାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଏହି ସୂଚନା ପ୍ରକାଶ…

ବିମାନ ସେବା ହେବ ସହଜ: ବାୟୁସେନାର ୩୯ ବନ୍ଦରକୁ କରାଯିବ ବ୍ୟବହାର…

ନୂଆଦିଲ୍ଲୀ,୧୫।୩ : ଏବେ ବେସାମରିକ ବିମାନ ସେବାକୁ ସହଜ କରିବା ପାଇଁ ୩୯ ଟି ନୂତନ ସାମରିକ ବିମାନବନ୍ଦର ଏବଂ ୯ ଟି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଉପଲବ୍ଧ କରିବାକୁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଛି। ଏଥିରେ ସୀମା ଅଞ୍ଚଳରେ ଅବସ୍ଥିତ…

ଆଦାନୀ ମାମଲାରେ ଆମେ ଦେବୁ ପ୍ରମାଣ: ସଞ୍ଜୟ ରାଉତ…

ମୁମ୍ବାଇ,୧୫।୩ : ଆଦାନୀ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ବୁଧବାର ୧୮ ବିରୋଧୀ ଦଳର ନେତାମାନେ ଏହି ପ୍ରସଙ୍ଗରେ ଆଲୋଚନା କରିଆଗକୁ ରଣନୀତି ପ୍ରସ୍ତୁତ କରିବେ। ବିରୋଧୀ ଦଳର ସମସ୍ତ ଏମ୍‌ପିଙ୍କ ଦ୍ୱାରା ଏକ ପ୍ରସ୍ତାବ ପ୍ରସ୍ତୁତ…

୨୨ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ବହିଷ୍କାର ଆଦେଶ: ନିଯୁକ୍ତି ଆଇନଗତ ନୁହେଁ କହିଲେ ହାଇକୋର୍ଟ…

କୋଲକତା,୧୫।୩ : କୋଲକାତା ହାଇକୋର୍ଟ କହିଛନ୍ତି ଯେ ପଶ୍ଚିମବଙ୍ଗର ୨୨ ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିଯୁକ୍ତି କିମ୍ବା ପୁନଃନିଯୁକ୍ତି ଆଇନ ଅନୁଯାୟୀ ସ୍ଥାୟୀ ନୁହେଁ ଏବଂ ସେମାନଙ୍କର ଏହି ପଦବୀରେ ରହିବାର ରଖିବାର କୌଣସି ଅଧିକାର ନାହିଁ। କୋର୍ଟ ଏହା…

ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ସିରିଜର ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ, ଟିମ୍‌ ଇଣ୍ଡିଆରେ ଖେଳିବେନି ରୋହିତ ଶର୍ମା…

ମୁମ୍ବାଇ,୧୫।୩ : ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫି ପରେ ଏକଦିବଦୀୟ ସିରିଜରେ ମୁକାବିଲା କରିବାକୁ ପ୍ରସ୍ତୁ ହେଉଛନ୍ତି। ମାର୍ଚ୍ଚ ୧୭ ଶୁକ୍ରବାରଠାରୁ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ ହେବ। ପ୍ରଥମ…

ଲାଲୁ-ରାବ୍ରି-ମିସା ଭାରତୀଙ୍କୁ ଜାମିନ…

ନୂଆଦିଲ୍ଲୀ,୧୫।୩ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ଏବଂ ସେମାନଙ୍କ ଝିଅ ଏବଂ ଆରଜେଡି ସାଂସଦ ମିସା ଭାରତୀ ଜମି ବଦଳରେ ଚାକିରି ମାମଲାରେ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀର ରାଉସ ଆଭେନ୍ୟୁ…

୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ…

ଆଫଗାନ ମହିଳାଙ୍କୁ ସମର୍ଥନ କରିବାକୁ ଜାତିସଂଘ ମୁଖ୍ୟଙ୍କ ଆହ୍ବାନ…

ଜେନେଭା,୧୫।୩ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଆଫଗାନିସ୍ତାନ ମହିଳାମାନଙ୍କୁ ସମର୍ଥନ କରିବାକୁ ବିଶ୍ୱକୁ ଅନୁରୋଧ କରିଛନ୍ତି। ଗୁଟେରସ କହିଛନ୍ତି ଯେ ଆଫଗାନିସ୍ତାନର ମହିଳାମାନେ ଅନେକ କ୍ଷେତ୍ରରେ ସରକାରଙ୍କ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ଖାମା ପ୍ରେସ ଏହି ସୂଚନା…

ସ୍ଥିତି ଅଣାୟତ୍ତ ମୁହାଁ, ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬୧୮…

ନୂଆଦିଲ୍ଲୀ, ୧୫।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ପ୍ରଧାନମନ୍ତ୍ରୀଙ୍କ ପ୍ରତି ଘୃଣା ଏବେ ଦେଶପ୍ରତି ଘୃଣା ପାଲଟିଛି: ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୧୫।୩ : ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଘୃଣା ଏବେ ଦେଶ ପ୍ରତି ଘୃଣାଭାବରେ ପରିଣତ ହୋଇଛି। ବିଦେଶ ମାଟିରେ ଦେଶ ବିରୋଧରେ ଦିଆଯାଇଥିବା ବିବୃତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ…

ଇମ୍ରାନ୍‌ଙ୍କ ଘର ପାଲଟିଲା ଯୁଦ୍ଧ କ୍ଷେତ୍ର: ପୋଲିସ-ସମର୍ଥକ ଧସ୍ତାଧସ୍ତି…

ଇସଲାମାବାଦ,୧୫।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ସରକାରଙ୍କ ପାଇଁ ଏକ ସମ୍ମାନର ବିଷୟ ପାଲଟିଛି। ଏହି କାରଣରୁ ବର୍ତ୍ତମାନ ପାକିସ୍ତାନ ପୋଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ବଳ ପ୍ରୟୋଗ କରିବାକୁ ଦ୍ୱିଧା କରୁନାହିଁ। ମଙ୍ଗଳବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?