Home Middle

ଇଡ଼ିର ରିପୋର୍ଟ କାର୍ଡ: ଦୋଷୀଙ୍କୁ ଦଣ୍ଡାଦେଶ ହାର ୯୬ ପ୍ରତିଶତ…

ନୂଆଦିଲ୍ଲୀ,୧୬।୩ : ରାଜନୈତିକ କାରଣରୁ ତଦନ୍ତ ଆରମ୍ଭ କରି ଦୀର୍ଘ ଦିନ ଧରି ପଚରାଉଚରା ପରେ କୋର୍ଟରେ ବିଫଳ ହୋଇଥିବା ବିରୋଧୀ ଦଳର ଅଭିଯୋଗର ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବର୍ତ୍ତମାନ ଦାବି କରିଛି ଯେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ…

ଶିକ୍ଷା ଠକେଇ :୨୦-୨୦ ଲକ୍ଷ ଦେଇ ବେଆଇନ ଭାବେ କାନାଡାରେ ପହଞ୍ଚିଥିବା ୭୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର…

ଟରଣ୍ଟୋ,୧୬।୩ : କାନାଡାରେ ୭୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ବିପଦରେ ପଡ଼ିଛି। ଏହି ଛାତ୍ରୀଛାତ୍ରମାନଙ୍କୁ କାନାଡାରୁ ଭାରତ ପଠାଯିବାର ବ୍ୟବସ୍ଥା କରାଉଛି। ବାସ୍ତବରେ, ତାଙ୍କ ଭବିଷ୍ୟତ ସହିତ ଖେଳୁଥିବା ଠକ ଏଜେଣ୍ଟମାନେ ତାଙ୍କୁ ନକଲି ଭିଜା ସାହାଯ୍ୟରେ କାନାଡା ପଠାଇଥିଲେ।…

ଅନ୍ତର୍ଜାତୀୟ ଆଇନ ଯେଉଁଠି ଅନୁମତି ଦେବ ସେଠି ଉଡ଼ାଣ କରିବୁ: ରୁଷିଆକୁ ଆମେରିକାର ଜବାବ…

ଓ୍ବାଶିଂଟନ,୧୬।୩ : ଆମେରିକାର ସାମରିକ ଅନୁସନ୍ଧାନ ଡ୍ରୋନର ରୁଷିଆର ଯୁଦ୍ଧ ବିମାନ ସହିତ ଧକ୍କା ହେବା ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ…

ଆରବ ସାଗରରେ ଚାଇନା-ରୁଷିଆ-ଇରାନର ମିଳିତ ସମରାଭ୍ୟାସ…

ମସ୍କୋ/ବେଜିଂ,୧୬।୩ : ଆରବ ସାଗରରେ ଚାଇନା ଏବଂ ଇରାନ ସହିତ ରୁଷିଆ ନୌସେନା ମିଳିତ ସମରାଭ୍ୟାସ ଆରମ୍ଭ କରିଛି। ଏନେଇ ରୁଷିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରୁଷିଆ ଏଭଳି କରି ଚାଇନୀ ଏବଂ ଇରାନ ସହ ସମ୍ପର୍କକୁ ମଜବୁତ କରିବାକୁ…

ମୂଳ ଭାରତୀୟ ରବି ଚୌଧୁରୀ ଆମେରିକା ବାୟୁସେନାରେ ସହାୟକ ସଚିବ…

ଓ୍ବାଶିଂଟନ,୧୬।୩ : ଆମେରିକାର ସିନେଟ ମୂଳ ଭାରତୀୟ ରବି ଚୌଧୁରୀଙ୍କୁ ବାୟୁସେନାର ସହକାରୀ ସଚିବ ନିଯୁକ୍ତ କରିଛନ୍ତି। ରବି ବାୟୁସେନାରେ ଶକ୍ତି, ସ୍ଥାପନ ଏବଂ ପରିବେଶ ସମ୍ବନ୍ଧୀୟ ବିଷୟ ପାଇଁ କାର୍ଯ୍ୟ କରିବେ। ସିନେଟରେ ଭୋଟ ଦେବା ସମୟରେ ତାଙ୍କ ସପକ୍ଷରେ…

ଆମେରିକା ବିରୋଧରେ ଗୁପ୍ତଚରୀ ଅଭିଯୋଗ ଆଣିଲା ରୁଷିଆ…

ମସ୍କୋ,୧୬।୩ : ଆମେରିକାର ଡ୍ରୋନକୁ ରୁଷିଆର ଯୁଦ୍ଧ ବିମାନ ଦ୍ୱାରା ଗୁଳି କରି ଖସାଇ ଦିଆଯିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏନେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ଫୋନ…

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଲଣ୍ଡନ୍‌,୧୬ା୩: ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ଭାରତର ପି ଭି ସିନ୍ଧୁ। ଦୁଇ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ପ୍ରଥମ ରାଉଣ୍ଡରେ ଚୀନ୍‌ର ଝାଙ୍ଗ ୟି ମାନଙ୍କ ନିକଟରୁ ପରାଜିତ ହୋଇଛନ୍ତି। ବୁଧବାର…

କୁଲ୍‌ଦୀପ୍‌-ଚହଲଙ୍କ ଉପରେ ନଜର

ମୁମ୍ବାଇ,୧୬ା୩(ପି.ଟି.): ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପରେ ଭାରତର ପ୍ରଥମ ପସନ୍ଦର ବୋଲର ରହିଥିବା କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ(କୁଲ୍‌-ଚା) ପରବର୍ତ୍ତୀ ସମୟରେ ଅନେକ ପରିବର୍ତ୍ତନର ସାମ୍ନା କରିଛନ୍ତି। ୨୦୨୧ରେ କୁଲଦୀପଙ୍କ ଆଣ୍ଠୁରେ ସର୍ଜରୀ ହୋଇଥିବା ବେଳେ ଖରାପ ପ୍ରଦର୍ଶନ କାରଣରୁ…

ନିଖତ, ଲଭଲିନା ପଦକ ଫେବରିଟ୍‌

ନୂଆଦିଲ୍ଲୀ,୧୬ା୩ (ପି.ଟି.): ନୂଆଦିଲ୍ଲୀରେ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଥିବା ବେଳେ ନିଖତ ଜରିନ୍‌ ଓ ଲଭଲିନା ବୋର୍ଗୋହେନ୍‌ ଭାରତର ପଦକ ଫେବରିଟ୍‌ ରହିଛନ୍ତି। ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ୧୩ ତମ ସଂସ୍କରଣରେ ୬୫ ଦେଶର ୩୦୦ରୁ ଅଧିକ ବକ୍ସର…

ଶୁଟ୍‌ଆଉଟରେ ଭାରତ ବିଜୟୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୬।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶୁଟ୍‌ଆଉଟ/ସଡନ୍‌ଡେଥ୍‌ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୨-୨ ସ୍ଥିତିରେ ବରାବର ରହିବାରୁ ଶୁଟ୍‌ଆଉଟ ପଦ୍ଧତିର ସହାୟତା…

ଓଡ଼ିଶାର ୧୭ ସହରରେ ଜିଓ ଟ୍ରୁ-୫ଜି ସେବା

ନୂଆଦିଲ୍ଲୀ,୧୬।୩: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବୁଧବାର ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଏବଂ ଖୋର୍ଦ୍ଧା ଭଳି ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜିଓ ଟ୍ରୁ-୫ଜି ସେବା ଓଡ଼ିଶାର ୧୭ଟି ସହରରେ…

ଫେବୃୟାରୀରେ ରପ୍ତାନି ୮.୮% ହ୍ରାସ

ନୂଆଦିଲ୍ଲୀ,୧୬।୩ : କ୍ରମାଗତ ୩ୟ ମାସ ଲାଗି ଭାରତୀୟ ରପ୍ତାନି କ୍ଷେତ୍ରରେ ହ୍ରାସ ଦେଖିବାକୁ ମିଳିଛି। ବିଶେଷକରି ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ବୈଶ୍ବିକ ମାନ୍ଦାବସ୍ଥା ଯୋଗୁ ଦେଶର ରପ୍ତାନି ହାରରେ ହ୍ରାସ ଘଟିଛି। ଏପରିକି ଚଳିତ ବର୍ଷ ଫେବୃୟାରୀରେ ଦେଶର ରପ୍ତାନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?