ମନ୍ଦିର କାର୍ଯ୍ୟକ୍ରମରେ କେଉଁ ରଙ୍ଗ ବ୍ୟବହାର କରାଯିବ ତାହା ପ୍ରଶାସନ-ପୋଲିସ ସ୍ଥିର କରିପାରିବ ନାହିଁ: ହାଇକୋର୍ଟ…
ଥିରୁଭାନନ୍ତପୁରମ,୧୬।୨ : ଗୁରୁବାର କେରଳ ହାଇକୋର୍ଟ ଏକ ମନ୍ଦିର ଏବଂ ପୋଲିସ ପ୍ରଶାସନ ମଧ୍ୟରେ ବିବାଦକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ମନ୍ଦିର କାର୍ଯ୍ୟକ୍ରମରେ କେବଳ ରାଜନୈତିକ ନିରପେକ୍ଷ ରଙ୍ଗ ବ୍ୟବହାର କରାଯିବ ବୋଲି…
ଏଲଏସିରେ ନିର୍ମାଣ ହେବ ୪୭ ନୂଆ ଆଉଟପୋଷ୍ଟ, କେନ୍ଦ୍ରର ମଞ୍ଜୁରୀ…
ନୂଆଦିଲ୍ଲୀ,୧୬।୨ : ଭାରତ-ଚାଇନା ସୀମାରେ ଥିବା ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପାଇଁ ୯.୪୦୦ ନୂତନ ଯବାନ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ) ର ଏକ ବୈଠକରେ…
ଲାଟୁରରେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ, ମାଟି ତଳୁ ଶୁଭୁଛି ରହସ୍ୟମୟ ଶବ୍ଦ…
ମୁମ୍ବାଇ,୧୬।୨ : ମହାରାଷ୍ଟ୍ରର ଲାଟୁର ସହରରେ ମାଟି ତଳୁ କିଛି ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଯଦିଓ ଅଧିକାରୀମାନେ କହିଛନ୍ତି…
ଶୁକ୍ରବାରଠାରୁ ଦିଲ୍ଲୀରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ…
ନୂଆଦିଲ୍ଲୀ,୧୬।୨ : ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ନାଗପୁରରେ ୧୩୨ ରନ ଏବଂ ଏକ ଇନିଂସରେ ପରାସ୍ତ କରି ଭାରତୀୟ ଦଳ ଏକ ବଡ଼ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲା।…
ଟେକ୍ସାସ ଶପିଂ ମଲରେ ଗୁଳିକାଣ୍ଡ: ଜଣେ ମୃତ, ଜଣେ ଅଭିଯୁକ୍ତ ଗିରଫ…
ଓ୍ବାଶିଂଟନ,୧୬।୨ : ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ମାମଲା ସାମ୍ନାକୁ ଆସିଛି। ଟେକ୍ସାସର ଏଲ ପାସୋରେ ଜଣେ ବନ୍ଧୁକଧାରୀ ଏକ ଶପିଂ ମଲରେ ପ୍ରବେଶ କରି ଚାରି ଜଣଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ-ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ…
ନୂଆଦିଲ୍ଲୀ, ୧୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
ଗ୍ଲାକ୍ସୋ ୪୦ ବର୍ଷ ଧରି ଜେନେଟେକ ଔଷଧର କର୍କଟ ବିପଦ ସମ୍ପର୍କରେ ତଥ୍ୟ ଲୁଚାଇ ଥିଲା, ବିକ୍ରୟ ଉପରେ ଏଫଡିଏର ପ୍ରତିବନ୍ଧକ…
ଲଣ୍ଡନ,୧୬।୨ : ବ୍ରିଟେନର ପ୍ରସିଦ୍ଧ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲାକ୍ସୋ ସାରା ବିଶ୍ୱରେ ଅଲସର ଏବଂ ଗ୍ୟାସରୁ ମୁକ୍ତି ପ୍ରଦାନ ନାମରେ କର୍କଟ ଭଳି ଗୁରୁତର ରୋଗର ଆଶଙ୍କା ବଢ଼ାଇ ଚାଲିଥିଲା। ୧୯୭୮ରେ, କମ୍ପାନୀ ରାନିଟିଡାଇନ ନାମକ ଏକ ଅଣୁ ବିକଶିତ କଲା।…
ବାଇଡେନଙ୍କ ଉପରେ ବିପଦ ଘନେଇଲା, ଏଫବିଆଇର ତନାଘନା…
ଓ୍ବାଶିଂଟନ,୧୬।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଗୁପ୍ତ ଡକ୍ୟୁମେଣ୍ଟ ସନ୍ଧାନରେ ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ସର୍ଚ୍ଚ କରୁଛି। ତଥାପି, ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ। ସଦ୍ୟତମ ରିପୋର୍ଟ ଅନୁଯାୟୀ,…
ଅଲ କାଏଦାର ନୂଆ ମୁଖ୍ୟ ସୈଫ୍ ଆଦେଲ ଇରାନରେ ଲୁଚି ରହିଛନ୍ତି: ଆମେରିକା…
ଓ୍ବାଶିଂଟନ,୧୬।୨ : ସାରା ବିଶ୍ୱରେ ଆତଙ୍କ ବିସ୍ତାର କରୁଥିବା ଆତଙ୍କବାଦୀ ସଂଗଠନ ଅଲ-କାଏଦା ଏହାର ନୂତନ ମୁଖ୍ୟ ଚୟନ କରିଛି। ଗତ ବର୍ଷ ଜୁଲାଇରେ ଆମେରିକା ଦ୍ୱାରା ଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ମୁଖ୍ୟ ଆୟମାନ ଅଲ-ଜାବାହିରିଙ୍କୁ ହତ୍ୟା କରାଯିବା ପରେ ସୈଫ…
ଭାରତ ଆମର ପୁରାତନ ବନ୍ଧୁ: ଫିଜି ପ୍ରଧାନମନ୍ତ୍ରୀ…
ସୁଭା,୧୬।୨ : ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଫିଜି ଗସ୍ତରେ ଅଛନ୍ତି। ସେଠାରେ ଗୁରୁବାର ଫିଜିର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏକ ବୈଠକରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ଏହି ବୈଠକ ପରେ ଭାରତୀୟ…
ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି, ଭୋଟ ଦେବାକୁ ସମସ୍ତଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ…
ଅଗରତାଲା,୧୬।୨ : ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଜାରି ରହିଛି। ୨୦ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୨୫୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନ ଭାଗ୍ୟ ପରୀକ୍ଷା କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମସ୍ତ…
ବାରବାଟୀରେ ବିଶ୍ୱକପ୍ ମ୍ୟାଚ ହେବନି
କଟକ ଅଫିସ, ୧୬ା୨: ଆସନ୍ତା ଅକ୍ଟୋବର ୧୦ରୁ ଆରମ୍ଭ ହେବାକୁଥିବା ପୁରୁଷ କ୍ରିକେଟ ବିଶ୍ୱକପ୍ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ହେବ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା ସୁବିଧା ନ ଥିବାରୁ ଏଠାରେ ମ୍ୟାଚ୍ ହୋଇପାରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।…
Archives


