ପେଟ୍ରୋଲ ଦର ହ୍ରାସ ସମ୍ଭାବନା କ୍ଷୀଣ
ନୂଆଦିଲ୍ଲୀ,୨୩।୧: ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ କ୍ରମାଗତ ଭାବେ ତେଲ ଦର ହ୍ରାସ ପାଉଥିବା ବେଳେ ଭାରତୀୟ ତୈଳ ବଜାରରେ ତେଲ ଦର ଦୀର୍ଘ ଦିନ ହେବ ସ୍ଥିର ରହିଛି। ଏପରିକି ତେଲ ଦର କେବେ କମିବ ସେ ନେଇ ମଧ୍ୟ କାହା…
କୁନ୍ଲାଭଟ, ଆନ୍ ସେୟଙ୍ଗ୍ ଚାମ୍ପିୟନ
ନୂଆଦିଲ୍ଲୀ, ୨୩ା୧(ପି.ଟି.): ଥାଇଲାଣ୍ଡର କୁନ୍ଲାଭଟ ଭିଦିତଶରନ ଓ କୋରିଆର ଆନ୍ ସେୟଙ୍ଗ ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେମାନେ ଯଥାକ୍ରମେ ଦୁଇଥର ବିଶ୍ୱ ଚାମ୍ପିୟନ ଭିକ୍ଟର ଏକ୍ସେଲସେନ୍ ଓ ଆକାନେ…
ସ୍ବିଟେକ୍, ଗଫ୍ ୪ର୍ଥ ରାଉଣ୍ଡରୁ ବିଦା
ମେଲବୋର୍ନ,୨୩ା୧(ପି.ଟି.): ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ଟୁର୍ନାମେଣ୍ଟରେ ରବିବାର ଦେଖିବାକୁ ମିଳିଛି ବଡ଼ ବିପର୍ଯୟ। ମହିଳା ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ଇଗା ସ୍ବିଟେକ୍ ଓ ୭ ନମ୍ବର କୋକୋଆ ଗଫ୍ ପରାଜୟ ସହ ଚତୁର୍ଥ ରାଉଣ୍ଡରୁ ବିଦାୟ…
ୟୁପିର ସବୁ ଆସନରେ ଭାଜପା ହାରିବ: ଅଖିଳେଶ
ଲକ୍ଷ୍ନୌ,୨୩।୧ : ୨୦୨୪ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ସମସ୍ତ ୮୦ ଆସନରେ ଭାଜପା ନିଶ୍ଚୟ ପରାଜୟର ସ୍ବାଦ ଚାଖିବ ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ରବିବାର କହିଛନ୍ତି। ଉତ୍ତରପ୍ରଦେଶକୁ ଆଗାମୀ ୫୦ ବର୍ଷ ଯାଏ ଭାଜପା ଶାସନ…
ସାମ୍ବାରେ ଭାରତ ଯୋଡ଼ୋ ଯାତ୍ରା
ସାମ୍ବା,୨୩।୧(ପି.ଟି.): ଜମ୍ମୁ-କଶ୍ମୀରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ରବିବାର ୨୧ କିଲୋମିଟର ଅତିକ୍ରମ କରିବା ପରେ ଅପରାହ୍ନରେ ସାମ୍ବାରେ ପହଞ୍ଚତ୍ଛି। ଜମ୍ମୁରେ ଶନିବାର ଦୁଇଟି ବିସ୍ଫୋରଣ ଘଟିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଥିଲା। ରାହୁଲ…
ବିଦେଶୀ ଘୋଷଣାର ୯ ବର୍ଷ ପରେ ନାଗରିକତ୍ୱ ପ୍ରମାଣ ଲାଗି ସୁଯୋଗ
ଗୁଆହାଟୀ,୨୩।୧(ଆଇଏଏନ୍ଏସ୍): ଆସାମ କରିମଗଞ୍ଜ ଜିଲା ବାସିନ୍ଦା ରଞ୍ଜିତ ଦାସଙ୍କ ନାଗରିକତ୍ୱକୁ ନେଇ ବିବାଦ ଦେଖାଦେଇଥିଲା। ସ୍ଥାନୀୟ ଫରେନର୍ସ ଟ୍ରିବ୍ୟୁନାଲଙ୍କ ନିକଟରେ ସେ ଦାଖଲ କରିଥିବା ଅଧିକାଂଶ ଦସ୍ତାବିଜ୍ରେ ତାଳମେଳ ନ ଥିବାରୁ ୯ ବର୍ଷ ପୂର୍ବେ କୋର୍ଟ ତାଙ୍କୁ ବିଦେଶୀ ଘୋଷଣା…
୯୩% ସମ୍ପତ୍ତି ହରାଇଛନ୍ତି ଚାଇନା ବିଲିୟନେୟାର ହୁଇ କା ୟାନ୍
ବେଜିଂ, ୨୩।୧: ଚାଇନା ଏଭରଗ୍ରାଣ୍ଡ ଗ୍ରୁପ୍ର ଚେୟାରମ୍ୟାନ୍ ହୁଇ କା ୟାନ୍ଙ୍କୁ ନିଜ ସମ୍ପତ୍ତିର ୯୩% ହରାଇବାକୁ ପଡ଼ିଛି। ହୁଇଙ୍କ ସମ୍ପତ୍ତି ୪୨ ବିଲିୟନ୍ ଡଲାରରୁ ବର୍ତ୍ତମାନ ୩ ବିଲିୟନ୍ ଡଲାରରେ ଯାଇ ପହଞ୍ଚିଛି। ପୂର୍ବରୁ ଏସିଆର ସବୁଠୁ ଧନୀ ବ୍ୟକ୍ତି…
ଜୋଷୀମଠ ଦବିବା ପଛରେ ଗାଏବ ପୁଷ୍କରିଣୀ
ଡେରାଡୁନ୍,୨୩।୧: ଉତ୍ତରାଖଣ୍ଡର ଜୋଷୀମଠ ସହର ଓ ଏହାର ଆଖପାଖ ଦବୁଥିବାରୁ ଅନେକ ଘର ଓ ରାସ୍ତାଘାଟରେ ଫାଟ ହୋଇ ବିପଦ ସୃଷ୍ଟି କରିଛି। ଉକ୍ତ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ଉଦ୍ୟମ ଚଳାଇଛି। ଜୋଷୀମଠ ବାସିନ୍ଦାଙ୍କ କହିବା…
ଶ୍ରଦ୍ଧା ହତ୍ୟା ମାମଲାରେ ୩ ହଜାର ପୃଷ୍ଠାର ଚାର୍ଜଶିଟ୍
ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲ୍କର ହତ୍ୟା ମାମଲାରେ ପୋଲିସ ୩,୦୦୦ ପୃଷ୍ଠାର ଚାର୍ଜଶିଟ୍ ପ୍ରସ୍ତୁତ କରିଛି। ଏଥିରେ ଫୋରେନ୍ସିକ୍ ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣ ସହ ୧୦୦ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରାଯାଇଛି। ପୋଲିସ ଅଧିକାରୀମାନେ ଏହି ଅଭିଯୋଗ ଫର୍ଦ୍ଦ…
ବଳାତ୍କାରକୁ ନା କରିବାରୁ ହତ୍ୟା
ହଜାରିବାଗ,୨୩ା୧: ଜାନୁୟାରୀ ୭ ତାରିଖର ଘଟଣା। ଝାଡ଼ଖଣ୍ଡର ହଜାରିବାଗରେ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଜଣକ ଏହାକୁ ପ୍ରତିରୋଧ କରିବାରୁ ସେମାନେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଅଁା ଲଗାଇଦେଇଥିଲେ। ତାଙ୍କ ଶରୀରର…
ସମ୍ବିଧାନକୁ ହାଇଜାକ୍ କରିଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୩।୧(ଆଇଏଏନ୍ଏସ୍): ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ରବିବାର ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍.ଏସ୍. ସୋଧିଙ୍କ ସାକ୍ଷାତ୍କାରର ଭିଡିଓ ଶେୟାର କରିଛନ୍ତି। ସୁପ୍ରିମକୋର୍ଟ ନିଜେ ବିଚାରପତି ନିଯୁକ୍ତି ସମ୍ପର୍କରେ…
ଆଜି ୯ ଜିଲାକୁ ଘନକୁହୁଡ଼ି
ଭୁବନେଶ୍ୱର, ୨୩।୧(ବ୍ୟୁରୋ):ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ଶୀତ କମିଯାଇଥିବାବେଳେ କୁହୁଡ଼ି ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୋମବାରରୁ ମଙ୍ଗଳବାର ସକାଳ ସାଢ଼େ ୮ଟା…
Archives


