ପାକିସ୍ତାନରେ ଆତଙ୍କବାଦୀଙ୍କ ହତ୍ୟା ଜାରି, ଏଜାଜ ପରେ ହିଜବୁଲ କମାଣ୍ଡର ଏବେ ଅଲ ବଦର ମୁଖ୍ୟଙ୍କୁ ହତ୍ୟା, ସଂଗଠନର ବଢ଼ିଲା ଚିନ୍ତା…
ଇସଲାମାବାଦ,୨୮।୨ : ଗତ ୧୫ ଦିନ ମଧ୍ୟରେ ଆର୍ଥିକ ସଙ୍କଟ, ମୁଦ୍ରାସ୍ଫୀତି ଏବଂ ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ତିନିଜଣ ବଡ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଏହି ତିନିଜଣଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରାଯାଇଥିଲା। ଭାରତରେ…
ଜି-୨୦ ବୈଠକରେ ଯୋଗଦେବାକୁ ଭାରତ ଆସିବେନି ଜାପାନ ବୈଦେଶିକ ମନ୍ତ୍ରୀ…
ଟୋକିଓ,୨୮।୨ : ବୁଧବାର ଠାରୁ ଭାରତରେ ଆରମ୍ଭ ହେବାକୁ ଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଜାପାନର ବୈଦେଶିକ ମନ୍ତ୍ରୀ ୟୋସିମାସା ହାୟାଶି ଯୋଗଦେବେ ନାହିଁ। ଜାପାନ ସଂସଦରେ ବଜେଟ ଉପରେ ଆଲୋଚନା ହେବ। ସେହି କାରଣରୁ ଜାପାନର ବ…
ଲିଭ୍-ଇନ୍ ସମ୍ପର୍କର ପଞ୍ଜୀକରଣ ଅନିବାର୍ଯ୍ୟ ପାଇଁ ସୁପ୍ରିମ୍କୋର୍ଟରେ ଆବେଦନ…
ନୂଆଦିଲ୍ଲୀ,୨୮।୨ : ଲିଭ୍-ଇନ୍ ସମ୍ପର୍କର ପଞ୍ଜୀକରଣ ଏବଂ ଏହାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏହି ଆବେଦନରେ ଶ୍ରଦ୍ଧା ୱାକର ଏବଂ ନିକ୍କି ଯାଦବଙ୍କ ହତ୍ୟା ମାମଲା ଉଲ୍ଲେଖ କରାଯାଇଛି। ଆବେଦନରେ କୁହାଯାଇଛି ଯେ,…
ଆମେରିକା ସାଂସଦଙ୍କ ବଡ ବୟାନ: ଚାଇନା ବିରୋଧରେ ଆମେରିକାକୁ ଯେଉଁ ସହଯୋଗ ଦରକାର, ସେଥିପାଇଁ ଭାରତ ଏକଦମ ଠିକ୍
ୱାଶିଂଟନ,୨୮ ।୨: ଆମେରିକାର ବରିଷ୍ଠ ସିନେଟର ଚକ ଶୁମର କହିଛନ୍ତି, ଚାଇନା ବିରୋଧରେ ଆମେରିକାକୁ ଯେଉଁଭଳି ସହଯୋଗର ଆବଶ୍ୟକତା ରହିଛି ଭାରତ ସେହି ଭୂମିକା ପାଇଁ ଏକଦମ ଠିକ୍ । ଶୁମର ଦାବି କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର…
ପୁଣି ବିଶ୍ୱର ୧ ନମ୍ବର ଧନୀ ହେଲେ ମସ୍କ
ଓ୍ବାଶିଂଟନ୍,୨୮।୨: ଟେସଲା ସିଇଓ ଏଲନ ମସ୍କ ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଗତ ବର୍ଷ ଅଧିକ କ୍ଷତି ହେତୁ ବିଶ୍ୱର କୋଟିପତି ତାଲିକାରେ ଦୁଇ ନମ୍ବରକୁ ଖସି ଆସିଥିଲେ, କିନ୍ତୁ ଚଳିତ ବର୍ଷ ସମ୍ପତ୍ତି ବୃଦ୍ଧି ହେତୁ…
ଆତଙ୍କବାଦ ବିରୋଧରେ ଭାରତ କରିଛି ଭଲକାମ, ଆମେରିକା ସରକାରଙ୍କ ରିପୋର୍ଟରେ ପ୍ରଶଂସା
ୱାଶିଂଟନ,୨୮ ।୨: ଆମେରିକା ସରକାରଙ୍କ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତ ସରକାର ଆତଙ୍କବାଦ ବିରୋଧରେ ଭଲ କାମ କରିଛନ୍ତି । ରିପୋର୍ଟରେ କୁହାଯାଇଛି, ଭାରତ ଆତଙ୍କବାଦ ସଙ୍ଗଠନକୁ ଚିହ୍ନିବା, ଏହାକୁ ନଷ୍ଟ କରିବା ଓ ଆତଙ୍କବାଦ ଭଳି ବିପଦକୁ…
ନାଗାଲାଣ୍ଡ-ତ୍ରିପୁରାରେ ଭାଜପା, ମେଘାଳୟରେ ଝୁଲା
ନୂଆଦିଲ୍ଲୀ, ୨୮ା୨:ତିନି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଲାଗି ମତଦାନ ଶେଷ ହେବା ସହ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ (ବୁଥ୍ଫେରନ୍ତା ଜନମତ ସର୍ଭେ) ରିପୋର୍ଟ ସୋମବାର ସନ୍ଧ୍ୟାରେ ପ୍ରକାଶ ପାଇଛି।…
କରୋନା ପାଇଁ ବେଜିଂକୁ ଦାୟୀ କଲେ ନିକ୍କି ହେଲି
ୱାଶିଂଟନ,୨୮ ।୨: ଆମେରିକାନ ରିପ୍ଲିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ମଙ୍ଗଳବାର କହିଛନ୍ତି କୋଭିଡ-୧୯ ସମ୍ଭବତଃ ଚାଇନାର ଲାବୋରୋଟୋରିରୁ ଆସିଛି, ସେଥିପାଇଁ ଚାଇନାକୁ ଦିଆଯାଉଥିବା ଆମେରିକା ସହାୟତାକୁ କମ କରିଦେବା ଦରକାର । ହେଲି ମଙ୍ଗଳବାର ଟୁଇଟ କରିଛନ୍ତି, କୋଭିଡ-୧୯…
ଆମେରିକା-ବ୍ରିଟେନ ପରେ ଏବେ କାନାଡାରେ ଟିକଟକ ଉପରେ ଲାଗିଲା ପ୍ରତିବନ୍ଧକ, କର୍ମଚାରୀ କରିପାରିବେ ନାହିଁ ବ୍ୟବହାର
ଓଟାୱା,୨୮ ।୨: କାନାଡା ସରକାର ସର୍ଟ-ଫର୍ମ ଭିଡିଓ ଆପ ଟିକଟକକୁ ବ୍ୟାନ କରିଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କାନାଡା ସରକାର ଏକ ବୟାନରେ କହିଛନ୍ତି, ମଙ୍ଗଳବାରଠାରୁ ମୋବାଇଲ…
ଖାର୍ଗେ ଛିଡା ହେଲେ ଖରାରେ, ସୋନିଆଙ୍କୁ ମିଳିଲା ଛତା, ପ୍ରଧାନମନ୍ତ୍ରୀ କହିଲେ ଖାର୍ଗେଙ୍କ ଭଳି ବରିଷ୍ଠ ନେତାଙ୍କୁ ଦେଖି ମୁଁ ଦୁଃଖିତ …
ନୂଆଦିଲ୍ଲୀ,୨୭।୨: କଂଗ୍ରେସର ୮୫ତମ ରାଷ୍ଟ୍ରୀୟ ଅଧିବେଶନ ରାୟପୁରରେ ଅନୁଷ୍ଠିତ ହୋଇଛି। ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଛତା ତଳେ ଛିଡା ହେବା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଖରାରେ ଛିଡା ହୋଇଥିବାର ଏକ ଫଟୋ ସାମ୍ନାକୁ ଆସିଛି।…
ସନ୍ଧ୍ୟା ୫ଟା ସୁଦ୍ଧା ନାଗାଲାଣ୍ଡରେ ୮୧.୯୪, ମେଘାଳୟରେ ୭୪.୩୨ ପ୍ରତିଶତ ଭୋଟିଂ
କୋହିମା/ଶିଲଂ,୨୭।୨: ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟାରେ ଶେଷ ହେବାର ଥିଲା। ହେଲେ କେବଳ ଧାଡ଼ିରେ ରହିଥିବା ଭୋଟର…
କୃଷକଙ୍କୁ ମିଳିଲା ହୋଲି ଉପହାର: ଆକାଉଣ୍ଟକୁ ୧୩ତମ କିସ୍ତି ପଠାଇଲେ ମୋଦି
ନୂଆଦିଲ୍ଲୀ,୨୭।୨: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଏଥର ହୋଲିରେ ଦେଶର କୋଟି କୋଟି ଚାଷୀଙ୍କୁ ମୋଦି ସରକାରଙ୍କ ପକ୍ଷରୁ ଏକ ଉପହାର ଭେଟି ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ତମ କିସ୍ତି କେନ୍ଦ୍ରସରକାର କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…
Archives


