Home Middle

ମାନହାନି ମାମଲାରେ ଉଦ୍ଧବ, ସଞ୍ଜୟଙ୍କୁ ସମନ

ନୂଆଦିଲ୍ଲୀ, ୨୯ା୩ : ଏକ ମାନହାନି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ତାଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ, ଘନିଷ୍ଠ ସହଯୋଗୀ ସଞ୍ଜୟ ରାଉତଙ୍କୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ସମନ ଜାରି କରିଛନ୍ତି। ଶିବସେନାର ଏକନାଥ…

ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ପାଇଁ ଘୃଣା ମନ୍ତବ୍ୟକୁ ତ୍ୟାଗ କରିବା ଜରୁରୀ…

ନୂଆଦିଲ୍ଲୀ,୨୮।୩ : ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ପାଇଁ ଘୃଣା ମନ୍ତବ୍ୟକୁ ତ୍ୟାଗ କରିବା ଜରୁରୀ ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି। ଘୃଣା ଭାଷଣ ବିରୋଧରେ ଏକ ପିଟିଶନର ଶୁଣାଣି କରୁଥିବାବେଳେ ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ…

ଡୋକଲାମ ନେଇ ଭୁଟାନର ମନ୍ତବ୍ୟ ଯୋଗୁ ଭାରତର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୮।୩ : ଡୋକଲାମ ଷ୍ଟାଣ୍ଡଅଫରେ ସଡକ ନିର୍ମାଣକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ଏକ ବଡ଼ ବିବାଦ ଲାଗି ରହିଛି। ଡୋକଲାମରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମୁହାଁମୁହିଁ ହେବାର ୬ ବର୍ଷ ପରେ ଭୁଟାନର ପ୍ରଧାନମନ୍ତ୍ରୀ ଏକ ବଡ଼…

ସବୁ ଦୁର୍ନୀତିଗ୍ରସ୍ତ ହୋଇଛନ୍ତି ଏକଜୁଟ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୩ : ଯାଞ୍ଚ୍‌ ଏଜେନ୍ସି ଯୋଗୁ ବିରୋଧୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ଦେଶର ସମସ୍ତ ଦୁର୍ନୀତିଗ୍ରସ୍ତ ଏକଜୁଟ ହୋଇ ଯାଇଛନ୍ତି। ଭାଜପା ମୁଖ୍ୟାଳୟରେ ନୂଆ ଆବାସିକ ପରିସରର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହି ବିରୋଧୀ…

ପୁଣି କରୋନା ଆତଙ୍କ : ୧୧ ରାଜ୍ୟରେ ଏକ୍ସବିବି-୧.୧୬ ଭାରିଆଣ୍ଟର ୬୧୦ ଆକ୍ରାନ୍ତ…

ନୂଆଦିଲ୍ଲୀ,୨୮।୩ : ଦେଶରେ ପୁଣି ଥରେ କରୋନା ଆତଙ୍କ ଦେଖାଦେଇଛି। ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରୁ କରୋନାର ନୂଆ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଇନସାକୋଗ ତଥ୍ୟ…

ପୃଥିବୀକୁ ଫେରିଲା ସୋୟୁଜ୍‌ ଏମଏସ-୨୨ କ୍ୟାପସୁଲ…

ମସ୍କୋ,୨୮।୩ : ରୁଷିଆର ମାନବ ବିହୀନ ସ୍ପେସ କ୍ୟାପସୁଲ ସୋୟୁଜ ଏମଏସ -୨୨ ନିରାପଦରେ ପୃଥିବୀକୁ ଫେରିଛି। ଏହି କ୍ୟାପସୁଲର କୁଲାଣ୍ଟ ଲିକ ହୋଇଯାଇଥିଲା। ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ ସହିତ ସଂଯୁକ୍ତ ଥିଲା। ରୁଷିଆର ସ୍ପେସ ଅଧିକାରୀମାନେ ଦାବି କରିଛନ୍ତି…

ରାହୁଲଙ୍କ ଅଯୋଗ୍ୟତା ବିରୋଧରେ ମଶାଲ ଶୋଭାଯାତ୍ରା, ବହୁ ନେତା ଗିରଫ, ସତ୍ୟ-ସତ୍ୟାଗ୍ରହକୁ ଡରୁଛନ୍ତି ସରକାର କହିଲା କଂଗ୍ରେସ…

ନୂଆଦିଲ୍ଲୀ,୨୮।୩ : ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ଅଯୋଗ୍ୟତା ଘୋଷଣା କରିବା ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲାଯାଇଛି। ଏପରିସ୍ଥଳେ କଂଗ୍ରେସ ମଙ୍ଗଳବାର ପୁରୁଣା ଦିଲ୍ଲୀର ଚାନ୍ଦନୀ ଚୌକ ଠାରେ ଥିବା ଲାଲକିଲ୍ଲାଠାରୁ ଟାଉନ ହଲ ପର୍ଯ୍ୟନ୍ତ ମଶାଲ…

ଭାଜପା ବିଧାୟକଙ୍କୁ ଟିକଟ ଲୋଭ ଦେଖାଉଛି କଂଗ୍ରେସ: ବୋମ୍ମାଇ…

ବେଙ୍ଗାଲୁରୁ,୨୮।୩ : ଚଳିତ ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ରାଜ୍ୟର ଭୋଟରଙ୍କୁ ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅପରପକ୍ଷରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ମଙ୍ଗଳବାର କଂଗ୍ରେସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।…

ପରସିମନ ନେଇ ରାଜନୈତିକ ଦଳ-ସଂଗଠନଙ୍କ ସହିତ ଆଲୋଚନା ସଫଳ: ମୁଖ୍ୟ ନିର୍ବାଚନ କମିଶନର…

ନୂଆଦିଲ୍ଲୀ,୨୮।୩ : ଭାରତର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ରାଜୀବ କୁମାର ମଙ୍ଗଳବାର କହିଛନ୍ତି ଯେ ଆସାମରେ ହେବାକୁ ଥିବା ନିର୍ବାଚନମଣ୍ଡଳୀଗୁଡିକର ପରସିମନକୁ ପ୍ରାୟ ସମସ୍ତ ରାଜନୈତିକ ଦଳ ଏବଂ ସଂଗଠନ ସମର୍ଥନ କରିଛନ୍ତି। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି,…

ଗଣତନ୍ତ୍ର ସମ୍ମିଳନୀରୁ ବାହାରିଲା ପାକିସ୍ତାନ…

ଓ୍ବାଶିଂଟନ,୨୮।୩ : ଚାଇନାର ନିକଟତମ ସହଯୋଗୀ ପାକିସ୍ତାନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦୃଢ଼ କରିବା ପାଇଁ ଦ୍ୱିପାକ୍ଷିକ ଭାବେ ଆମେରିକା ସହ ଜଡିତ ହେବା ପରିବର୍ତ୍ତେ ମଙ୍ଗଳବାର ୱାଶିଂଟନରେ ଆରମ୍ଭ ହେବାକୁ ଥିବା ଗଣତନ୍ତ୍ର ସମ୍ମିଳନୀରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛି। ଆମେରିକାର…

ୟୁକ୍ରେନ୍‌ରୁ ଫେରିଥିବା ମେଡିକାଲ ଛାତ୍ରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୮।୩: ୟୁକ୍ରେନରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରମାନଙ୍କୁ ଭାରତରେ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବାର ସୀମିତ ସୁଯୋଗ ଦିଆଯିବ। କେନ୍ଦ୍ର ସରକାରଙ୍କ ଏକ ଉତ୍ତର ପରେ ସୁପ୍ରିମକୋର୍ଟ ଏହାର ସମାଧାନ କରିଦେଇଛନ୍ତି। ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର ଗଭାଇଙ୍କ ନେତୃତ୍ୱରେ ଏକ ବେଞ୍ଚ…

ଇରାନ-ସୌଦି ଶାନ୍ତି ପାଇଁ ପ୍ରସ୍ତୁତ: ଜିନପିଙ୍ଗ…

ବେଜିଂ,୨୮।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ମଙ୍ଗଳବାର କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଉଭୟ ଇରାନ ଏବଂ ସୌଦି ଆରବ ସେମାନଙ୍କ ସମ୍ପର୍କକୁ ସୁଦୃଢ଼ କରିବେ। ଯେଉଁଥିପାଇଁ ପଶ୍ଚିମ ଏସିଆର ଦେଶମାନଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?