Home Middle

ରାହୁଲ ଗାନ୍ଧୀଙ୍କ ଏମ୍‌ପି ପଦ ରଦ୍ଦ

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏମ୍‌ପି ପଦ ରଦ୍ଦ କରିଦିଆଯାଇଛି। ଶୁକ୍ରବାର ଲୋକ ସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। କେରଳର ୱାୟାନାଡ ସଂସଦୀୟ ବିଧାନସଭାନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସଦସ୍ୟ କଂଗ୍ରେସ ନେତା ରାହୁଲ…

ପ୍ରେସ୍‌ କ୍ଲବରୁ ପାକିସ୍ତାନୀଙ୍କୁ ଧକ୍କା ଦେଇ ବାହାର କଲା ଆମେରିକା

ଓ୍ବାଶିଂଟନ,୨୪ା୩: ଆମେରିକାରେ କିଛି ପାକିସ୍ତାନୀ ନିଜ ଦେଶକୁ ଅପମାନିତ କରିଥିଲେ। ଓ୍ବାଶିଂଟନ ଡିସିରେ ଥିବା ନ୍ୟାଶନାଲ ପ୍ରେସ୍‌ କ୍ଲବ୍‌ରେ କାଶ୍ମୀରର ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା। ଏହି ସମୟରେ ସେଠାରେ କିଛି ପାକିସ୍ତାନୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେମାନେ ପାଟି…

ଇଡି-ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୪ ବିପକ୍ଷ ଦଳ

ନୂଆଦିଲ୍ଲୀ,୨୪।୩: ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ…

ଇରାନରେ ଭୂକମ୍ପ

ତେହରାନ,୨୪ା୩: ଇରାନରେ ଶୁକ୍ରବାର ଭୂକମ୍ପ ଅନୁଭୂତ ହୋଇଛି। ଉତ୍ତର-ପଶ୍ଚିମ ଇରାନ ଅଞ୍ଚଳରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରହିଛି। ଏନେଇ ଇଏମ୍‌ଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ପରିମାଣ ଜଣାପଡ଼ିନାହିଁ।

ପୋଲିସ-ଅପରାଧୀ ମୁହାଁମୁହିଁ, ୧୩ ମୃତ

ବ୍ରାସିଲିଆ,୨୪ା୩: ବ୍ରାଜିଲର ରିଓ ଡି ଜେନେରିଓ ସହରରେ ପୋଲିସ ଏବଂ ଅଜଣା ଦୁର୍ବୃତ୍ତ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ହୋଇଛି। ବ୍ରାଜିଲର ସମୁଦ୍ରକୂଳ ସହର ରିଓ ଡି ଜେନେରିଓ ବାହାରେ ଅପରାଧୀଙ୍କ ସହ ସଂଘର୍ଷ ଘଟିଥିବା…

ସଂସଦୀୟ ଡିଭାଇସ୍‌,ନେଟ୍‌ଓ୍ବାର୍କରୁ ହଟିବ ଟିକ୍‌ଟକ୍‌

ଲଣ୍ଡନ,୨୪ା୩: ବ୍ରିଟେନରେ ଚାଇନାର ମାଲିକାନା ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌କୁ କଡ଼ାକଡ଼ି କରାଯାଉଛି। ବର୍ତ୍ତମାନ ଲାଗୁ ହୋଇଥିବା ନୂତନ ନିଷେଧାଦେଶରେ ଏହାକୁ ସଂସଦୀୟ ଡିଭାଇସ ଏବଂ ନେଟଓ୍ବାର୍କରୁ ହଟାଯିବ। ସାଇବର ନିରାପତ୍ତାର ଆବଶ୍ୟକତା ଦର୍ଶାଇ ସରକାରୀ ଯନ୍ତ୍ରପାତି ଉପରେ ସରକାରଙ୍କ ପଦକ୍ଷେପ…

ବଲିଭିୟା, ମେକ୍ସିକୋ ପରେ କାଶୀରେ ରୋପ ୱେ ହେବ ପବ୍ଲିକ ଟ୍ରାନ୍ସପୋର୍ଟ,ମୋଦି କରିବେ ଉଦ୍ଦଘାଟନ

ନୂଆଦିଲ୍ଲୀ,୨୪ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବନାରସ ଗସ୍ତରେ ଯିବେ । ସେଠାରେ ସେ ପ୍ରାୟ ୧୭୮୦ କୋଟି ଟଙ୍କାର ପ୍ରକଳ୍ପ ଜିଲାବାସୀଙ୍କୁ ହସ୍ତାନ୍ତର କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରଥମ ସାର୍ବଜନିକ ପରିବହନ ରୋପୱେର…

ମୋଦି ମୋତେ କହିଥିଲେ ‘ସୁର୍ପଣଖା’, ମୁଁ ବି କରିବି ମାନହାନି ମୋକଦ୍ଦମା: ରେଣୁକା

ନୂଆଦିଲ୍ଲୀ,୨୪ ।୩: ମୋଦି ସରନେମକୁ ନେଇ ଆପତ୍ତିଜନକ ଟିପ୍ପଣି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ୨ ବର୍ଷର ସଜା ଶୁଣାଇବା ପରେ ପ୍ରାୟ ସମସ୍ତ ବିରୋଧି ଦଳ ଏହାକୁ ବିରୋଧ କରିଛନ୍ତି । ଏସବୁ ଭିତରେ କଂଗ୍ରେସ ନେତା…

ଏମ୍‌ପି ପଦ ହରାଇପାରନ୍ତି ରାହୁଲ

ନୂଆଦିଲ୍ଲୀ,୨୪ା୩:କଂଗ୍ରେସ ନେତା ରହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜରାଟର ସୁରଟସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ଅଦାଲତଙ୍କ ଏହି ରାୟ ପରେ ରାହୁଲ ଏମ୍‌ପି…

ରାହୁଲଙ୍କ ଦଣ୍ଡାଦେଶ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ଏହାପରେ ରାହୁଲଙ୍କୁ…

ନେତନ୍ୟ୍ୟାହୁଙ୍କୁ ବଞ୍ଚାଇବାକୁ ନୂଆ ଆଇନ ପାସ୍‌, ସଡ଼କରେ ବିରୋଧ ପ୍ରଦର୍ଶନ ଜାରି

ତେଲ ଆଭିବ,୨୪ ।୩: ଇସ୍ରାଏଲ ସଂସଦରେ ଗୁରୁବାର ନ୍ୟାୟପାଳିକାରେ ଆମୁଳ-ଚୁଳ ପରିବର୍ତ୍ତନ ପାଇଁ ପ୍ରସ୍ତାବିତ କିଛି ବିବାଦୀୟ ଆଇନ ମଧ୍ୟରୁ ପ୍ରଥମ ଆଇନକୁ ପାରିତ କରିଛନ୍ତି । ସଂସଦରେ ଏହି ଆଇନ ଏମିତି ସମୟରେ ପାସ ହୋଇଛି, ଯେତେବେଳେ ଏହା ବିରୋଧରେ…

ଭାରତ ଗସ୍ତରେ ଆସିଥିବା ଅଜୟ ବଙ୍ଗା କରୋନା ପଜିଟିଭ

ନୂଆଦିଲ୍ଲୀ,୨୪ ।୩: ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦ ପାଇଁ ନୋମିନେଟ ହୋଇଥିବା ଭାରତୀୟ ଅଜୟ ବଙ୍ଗା ବିଶ୍ୱ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚି ସାରିଛନ୍ତି । ହେଲେ ନୂଆଦିଲ୍ଲୀ ପହଞ୍ଚିବା ପରେ ସେ ନିୟମିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri