Home Middle

ପୁଣି ବଢ଼ିଲା ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୧,୩୦୦ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୩।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ଭାରତୀୟ ଉଚ୍ଚାୟୁକ୍ତ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ : ବ୍ରିଟେନ ବିଦେଶ ସଚିବ…

ଲଣ୍ଡନ,୨୩।୩ : ଭାରତରେ ୱାରିସ ପଞ୍ଜାବ ଡେ ସଂଗଠନର ଜାଠେଦର ଖାଲିସ୍ତାନୀ ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ଏହି କାର୍ଯ୍ୟ ଦ୍ୱାରା ଖାଲିସ୍ତାନର ସମର୍ଥକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖାଲିସ୍ତାନୀ ସମର୍ଥକମାନେ ବ୍ରିଟେନ, ଅଷ୍ଟ୍ରେଲିଆ, ଆମେରିକା, କାନାଡା ସମେତ ଅନେକ…

ହିଣ୍ଡେନବର୍ଗର ଚେତାବନୀ, ପୁଣି ଆସିବ ବଡ଼ ରିପୋର୍ଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୩ : ଏହାର ରିପୋର୍ଟ ଜରିଆରେ ଷ୍ଟକ ମାର୍କେଟରେ ହଇଚଇ ସୃଷ୍ଟି କରିଥିବା ଲୋକପ୍ରିୟ ହିଣ୍ଡେନବର୍ଗ ରିସର୍ଚ୍ଚ ବର୍ତ୍ତମାନ ଖୁବ ଶୀଘ୍ର ଆଉ ଏକ ବଡ ରିପୋର୍ଟ ଆଣିବ ବୋଲି ଚେତାବନୀ ଦେଇଛି। ଶର୍ଟ ସେଲିଂ ଫାର୍ମ ଏକ ଟୁଇଟରେ କହିଛି…

କୌଣସି ପକ୍ଷ ଚାହାନ୍ତି ନି ଯୁଦ୍ଧ: ଚାଇନା…

ବେଜିଂ,୨୩।୩ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ପାଇଁ ଭାରତ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଏକ ସରକାରୀ ନିମନ୍ତ୍ରଣ ପଠାଇଛି। ବୁଧବାର ଚାଇନା ଏହା ନିଶ୍ଚିତ କରିଛି। ଚାଇନା ବୈଦେଶିକ ବ୍ୟାପାର ଦାୟିତ୍ୱରେ ଥିବା ମା ଜିଆ…

କିମ୍‌ ଶୀଘ୍ର ଆଣବିକ ପରୀକ୍ଷା ଲାଗି ନୁହନ୍ତିି ପ୍ରସ୍ତୁତ: ଆମେରିକା…

ଓ୍ବାଶିଂଟନ,୨୩।୩ : ଦକ୍ଷିଣ କୋରିଆ ଏବଂ ଆମେରିକାର ସୈନ୍ୟବାହିନୀଙ୍କ ଦ୍ୱାରା କରାଯାଉଥିବା ମିଳିତ ସମରାଭ୍ୟାସ ଉପରେ ଉତ୍ତର କୋରିଆ ଦୀର୍ଘ ଦିନରୁ କ୍ରୋଧିତ ହୋଇଆସୁଛି। ଏହି ସାମରିକ ଅଭ୍ୟାସ ସମ୍ପର୍କରେ ଉତ୍ତର କୋରିଆ କହିଛି ଯେ ଉଭୟ ଦେଶ ମିଳିତ ଭାବେ…

ପାକିସ୍ତାନ ସହ ଟିଟିପି ଆତଙ୍କବାଦୀ ଲିଙ୍କ୍‌ର ପର୍ଦ୍ଦାଫାଶ…

ଜେନେଭା,୨୩।୩ : ଜେନେଭାରେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ୫୨ ତମ ଅଧିବେଶନରେ ପାକିସ୍ତାନର ଆତଙ୍କବାଦୀ ଲିଙ୍କ୍‌ର ପୁଣି ଥରେ ପର୍ଦ୍ଦାଫାଶ ହୋଇଛି। ପାସ୍ତୁନ ରାଜନୈତିକ କାର୍ଯ୍ୟକର୍ତ୍ତା ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ପାକିସ୍ତାନର ଘନିଷ୍ଠ ସମ୍ପର୍କକୁ ପ୍ରକାଶ କରିଛନ୍ତି।…

ସାରା ବିଶ୍ୱରେ ପ୍ରଚାରିତ ହେବ ‘ମନ କି ବାତ’ର ୧୦୦ ତମ ସଂସ୍କରଣ, ଭାଜପା କରୁଛି ସ୍ୱତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ,୨୩ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ସଂସ୍କରଣକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବଶେଷ ପ୍ରସ୍ତୁତି ଆରମ୍ଭ କରିଛି । ଭାଜପାର ଯୋଜନା ରହିଛି ସାରା ବିଶ୍ୱରେ ଏହାର ପ୍ରଚାର କରାଯିବ ।…

ଅର୍ଶଦ, ସୁମିତଙ୍କ ଶତକ, ଦେବାଶିଷ, ଗୌତମଙ୍କୁ ୫ ଉଇକେଟ

ଭୁବନେଶ୍ୱର,୨୩ା୩ (ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟସ୍ତରୀୟ କଳାହାଣ୍ଡି କପ୍‌ କ୍ରିକେଟରେ ବୁଧବାର ସମ୍ବଲପୁର, କିଟ୍‌, ବୌଦ୍ଧ, କୋରାପୁଟ ଓ ବଲାଙ୍ଗୀର ବିଜୟ ହାସଲ କରିଛନ୍ତି। ବରଗଡର ସୁମିତ କେ. ରାୟ ଓ କୋରାପୁଟର ଅର୍ଶଦ କିଶୋର ଶତକ ମାରିଥିବା ବେଳେ ବୌଦ୍ଧର ଦେବାଶଷ…

ସରବଜୋତଙ୍କୁ ସ୍ବର୍ଣ୍ଣ, ବରୁଣଙ୍କୁ ବ୍ରୋଞ୍ଜ

ଭୋପାଳ,୨୩ା୩(ପି.ଟି.): ଭୋପାଳରେ ବୁଧବାରଠାରୁ ଆରମ୍ଭ ହୋଇଛି ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌। ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତୀୟ ପ୍ରତିଯୋଗୀ ସରବଜୋତ ସିଂ ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ…

ପଦକ ପକ୍କା କଲେ ନୀତୁ

ନୂଆଦିଲ୍ଳୀ,୨୩ା୩(ପି.ଟି): ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି ନୀତୁ ଘଂଘାସ। ୪୮ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନୀତୁ ପ୍ରଥମ ଖେଳାଳି ଭାବରେ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଅନ୍ୟୁନ ବ୍ରୋଞ୍ଜ…

ମେସୁଟ୍‌ ଓଜିଲଙ୍କ ଅବସର

ଇସ୍ତାନବୁଲ,୨୩ା୩(ପି.ଟି.): ଜର୍ମାନୀ ଫୁଟବଲ ଦଳର ପୂର୍ବତନ ମିଡଫିଲ୍ଡର ମେସୁଟ୍‌ ଓଜିଲ୍‌ ୩୪ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ୨୦୧୪ ବିଶ୍ୱକପ ବିଜୟୀ ଜର୍ମାନୀ ଦଳର ସଦସ୍ୟ ରହିଥିବା ଓଜିଲ ବୁଧବାର ଅବସର ଗ୍ରହଣ କରିଛନ୍ତି। ନିୟମିତ ଆହତ ହେବା କାରଣରୁ…

ଓଡ଼ିଶାରେ ଶତପ୍ରତିଶତ ବିଦ୍ୟୁତୀକରଣ

ଭୁବନେଶ୍ୱର,୨୩।୩: ଭାରତୀୟ ରେଲଓ୍ବେର ପ୍ରମୁଖ କ୍ଷେତ୍ର ଓଡ଼ିଶାରେ ଶତପ୍ରତିଶତ ବିଦ୍ୟୁତୀକରଣ ହୋଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ରେଲଓ୍ବେର ଓଡ଼ିଶା କ୍ଷେତ୍ରରେ ବର୍ତ୍ତମାନ ୨,୮୨୨ ରୁଟ୍‌ କିଲୋମିଟର ବ୍ରଡ୍‌ ଗେଜ୍‌ ନେଟ୍‌ୱର୍କ ରହିଛି, ଯାହାର ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri